Odisha News Portal

2021 ନୂଆବର୍ଷ – ଘରକୁ ଆଣନ୍ତୁ ଏହି ( ୬ଟି ଜିନିଷ )ପୁରା ବର୍ଷ ଧନର ବର୍ଷା ହେବ !

ପ୍ରତ୍ୟେକ ବ୍ୟକ୍ତି ଆସା କରନ୍ତି କି ସେମାନଙ୍କର ଆସୁଥିବା 2021 ବର୍ଷଟି କିପରି ଭଲରେ କଟିବ । ଆଜି ଆମେ ଆପଣ ମାନଙ୍କୁ କହିବୁ କି ନୂଆବର୍ଷ 2021 ରେ ଘରକୁ କେଉଁ ଜିନିଷ ଆଣିଲେ ଆମର ବହୁତ ଶୁଭ ହୋଇଥାଏ । ଏହା ସହିତ ବର୍ଷ ସାରା ଟଙ୍କା ପଇସାର ଅଭାବ ଦେଖା ଦେଇନଥାଏ । ଏମିତି କୁହାଯାଏ କି ନୂଆବର୍ଷର ଆରମ୍ଭ ଭଲରେ କରିଲେ ଦିନଟି ଆପଣଙ୍କର ଭଲରେ କଟିବ ।

ନୂଆ ବର୍ଷ ଆସିବା ମଧ୍ୟରୁ ଏହି 6 ଟି ଜିନିଷରୁ କୌଣସି ଗୋଟିଏ ଜିନିଷ ଘରକୁ ନେଇ ଆସନ୍ତୁ , ଯାହା ଦ୍ୱାରା ଆପଣଙ୍କର ଭାଗ୍ୟ ଚମକି ଉଠିବ । ଏହା ସହିତ ମା ଲକ୍ଷ୍ମୀଙ୍କର କୃପାରୁ ଆପଣଙ୍କର ପୂରା ବର୍ଷଟି ଭଲରେ କଟିବ । ତେବେ ଆସନ୍ତୁ ଜାଣିବା ସେହି ଜିନିଷ ଗୁଡିକ ବିଷୟରେ ।

1–ଗଣେଶଙ୍କର ମୂର୍ତ୍ତି

ଗଣେଶଙ୍କୁ ବିଷ୍ନହର୍ତ୍ତା ବୋଲି କୁହାଯାଏ , ଯିଏ ସମସ୍ତଙ୍କର ସମସ୍ତ ଦୁଃଖ , କଷ୍ଟ ହରଣ କରନ୍ତି । ଯଦି ଆପଣ କେଉଁ ମାମଲାରେ ଫଶି ଯାଇଛନ୍ତି ତେବେ ନୂଆ ବର୍ଷରେ ପ୍ରଭୁ ହନୁମାନଙ୍କର ମୂର୍ତ୍ତି ଆଣନ୍ତୁ । ଏହା ଦ୍ୱାରା ଭଗବାନ ଗଣେଶ ଆପଣ ସମସ୍ତ ଦୁଃଖ , କଷ୍ଟ ଦୂର କରିଦେବେ ।

2–ନଡିଆ

ନୂଆ ବର୍ଷ ଯଦି ନଡିଆ ଭାଙ୍ଗି ଆରମ୍ଭ କରାଯାଏ ତେବେ ତାହା ସଫଳ ହୋଇଥାଏ । ଏହା ଦ୍ୱାରା ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଥାଏ । ଯାହା ଦ୍ୱାରା ସମସ୍ତ ନକରାତ୍ମକ ଉର୍ଜ୍ଜା ବାହାରି ଯାଇଥାଏ ଏବଂ ସକରାତ୍ମକ ଉର୍ଜ୍ଜା ଆସିଥାଏ ।

3–ମୟୂରପଙ୍ଖ

ଆପଣ ଯଦି ସର୍ବଦା ଧନର ସମସ୍ୟାକୁ ନେଇ କରି ଚିନ୍ତିତ ରହୁଛନ୍ତି ତେବେ ଏହି ନୂଆ ବର୍ଷ ଦିନ ଘରକୁ ମୟୂରପଙ୍ଖ ଆଣନ୍ତୁ । ଏହାକୁ ଘରକୁ ଆଣିବା ସମୟରେ ଶ୍ରୀକ-ଷ୍ନହ୍କର ନାମ ନିଶ୍ଚୟ ନେବେ । ଏମିତି କରିବା ଦ୍ୱାରା କାର୍ଯ୍ୟରେ ସଫଳତା ମିଳିଥାଏ ।

4–ମନି ପ୍ଲାଣ୍ଟ ଗଛ

ନୂଆ ବର୍ଷରେ ଆପଣ ମାନେ କୌଣସି ବି ମନି ପ୍ଲାଣ୍ଟ ଗଛ ଘରକୁ କିଣି ନେଇଆସନ୍ତୁ । ଏହି ଗଛ ଘରକୁ ସୁଖ ସମୃଦ୍ଧି ଆଣିଥାଏ । ଯଦି ଆପଣ ମାନେ କିଛି ସମସ୍ୟାକୁ ନେଇ କରି ଚିନ୍ତିତ ରହିଛନ୍ତି ତେବେ ଏହି ଗଛ ଘରକୁ ନିଶ୍ଚିତ ଆଣନ୍ତୁ ।

5–ପେପଟୁ ଆଇଟମ

ଟଙ୍କା ପଇସା ବୃଦ୍ଧି ହେବାକୁ ପ୍ରତ୍ୟେକ ମନୁଷ୍ୟ ଚାହିଁଥାଏ । ଏହି ନୂଆ ବର୍ଷରେ ଯଦି ଆପଣ ମାନେ ଫଟୁ ଆଇଟମ କାହାକୁ ଗିଫ୍ଟ ଦେଇଛନ୍ତି ତ ବୁଝିଯାଆନ୍ତୁ ଆପଣଙ୍କର ଭାଗ୍ୟ ବଦଳିଗଲା । ୟେଉଁ ଘରେ ଲାଫ୍ଟଟୁ ଆଇଟମ ଥାଏ ସେହି ଘରେ ସୁଖ ସମୃଦ୍ଧି ଏବଂ ଧନ ଆସିଥାଏ ।

6–ବଜରଙ୍ଗବାଲୀ ପ୍ରତୀକ

ଶାସ୍ତ୍ର ଅନୁସାରେ କୁହାଯାଇଛି କି ଘରେ ପ୍ରଭୁ ହନୁମାନଙ୍କର ଫଟୋ ନିଶ୍ଚିତ ରୂପରେ ରଖିବା ଆବସ୍ୟକ । ନୂଆ ବର୍ଷରେ ବଜରଙ୍ଗ ବାଲୀଙ୍କର ପ୍ରତିମା ଘରକୁ ନେଇ କରି ଆସନ୍ତୁ । ଏହି ଫଟୋକୁ ଘରର ମୁଖ୍ୟ ଦ୍ୱାରରେ ରଖିଦିଅନ୍ତୁ । ଏମିତି କରିବା ଦ୍ୱାରା ମଙ୍ଗଳ , ଶନି ଏବଂ ଭୂତ ପ୍ରେତଙ୍କର ଦୋଷ ଲାଗିନଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।