ନୂଆ ବର୍ଷ ଧମାକା || ଗୁଆ ଘିଅ ଘାଣ୍ଟୁଛି || Viral Video || ଓଡ଼ିଆ ନିୟୁ କମେଡି… ଭିଡ଼ିଓ ଦେଖିଲେ ହସି ହସି ଗଡିଯିବ || Mr Dhenkanalia

ବନ୍ଧୁଗଣ ଏବେ ସୋସିଆଲ ମିଡିଆରେ ଅନେକ ପ୍ରକାର ଭିଡିଓ ଭାଇରାଲ ହେବାର ଆପଣ ଦେଖୁଥିବେ ନିଶ୍ଚିତ, କେତେବେଳେ ଦୁର୍ଘଟଣା ତ ଅନ୍ୟ କେତେବେଳେ ମଜାଦାର ଭିଡିଓ |ଅନେକ ବ୍ୟକ୍ତି ଅଧିକାଂଶ ସମୟରେ ବିଶେଷ କାରି ମଜାଦାର ଭିଡିଓ ଦେଖିବାକୁ ଅଧିକ ପସନ୍ଦ କରନ୍ତି, କାରଣ ଏହି ଭିଡିଓ ଦେଖି ଲୋକେ ବହୁତ ମଜା ନେବା ସହିତ ନିଜର ମନର କଷ୍ଟକୁ ମଧ୍ୟ କିଛି ସମୟ ପାଇଁ ଭୁଲି ଯାଇଥାନ୍ତି |ଏମିତି କିଛି ମଜାଳିଆ ଭିଡିଓ ରହିଛି ଯାହାକି ଲୋକେ ବାରମ୍ବାର ଦେଖିବା ପାଇଁ ବହୁତ ପସନ୍ଦ ମଧ୍ୟ କରନ୍ତି |ମୁଁ ଆଜି ଆପଣକୁ ଏମିତି ଏକ କମେଡି ଭିଡିଓ ବିଷୟରେ କହିବି ଯାହା ଦେଖିଲେ ଆପଣ ବହୁତ ହସିବା ସହିତ ମଜା ମଧ୍ୟ ନେବେ, ତେବେ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ |


ଦର୍ଶକ ବନ୍ଧୁ ଆପଣ ଏଇ କିଛିଦିନ ହେବ ଗୁଆ ଘିଅକୁ ନେଇ ଏକ ଗୀତ ରିଲିଜ ହୋଇଥିଲା ତାହା ଆପଣ ଜାଣିଥିବେ ନିଶ୍ଚିତ, ଏହି ଗୀତ ବହୁତ ପପୁଲାର ମଧ୍ୟ ହୋଇଥିଲା |ଏହି ଗୀତକୁ ନେଇ କିଛି ପିଲା ଏକ ସୁନ୍ଦର କମେଡି ଭିଡିଓ କରିଛନ୍ତି ଯେ ଯାହା ଦର୍ଶକ ମାନଙ୍କ ମନକୁ ନିଶ୍ଚିତ ଛୁଇଁବ |ଆଗକୁ ଆସୁଥିବ ନୂଆ ବର୍ଷରେ ସମସ୍ତେ ବହୁତ ମଜା କରିବା ସହିତ ଫିଷ୍ଟ ମଧ୍ୟ କରନ୍ତି, ଅନେକ ପିଲାମାନେ ଏକ ଯାଗାରେ ଭୋଜି କରନ୍ତି ଓ ତାର ବହୁତ ମଜା ନିଅନ୍ତି |

କିଛି ଛୋଟ ପିଲା ଓ କିଛି ବଡ଼ ପିଲା ମାନଙ୍କୁ ନେଇ ଏହି ଭିଡିଓ କରାଯାଇଛି,ଏହି ଭିଡିଓରେ ବଡ ପିଲାମାନେ ଗୋଟିଏ ଦଳ ଓ ଛୋଟ ପିଲାମାନେ ମଧ୍ୟ୍ୟ ଏକ ଦଳ ହୋଇ ଉଭୟ ଦଳ ଭିତରେ କମେଡି କଥା ହେବାର ଦେଖା ଯାଉଛି |ଏହି ବଡ ପିଲାମାନେ ଛୋଟ ପିଲାମାନଙ୍କୁ ବିଭିନ୍ନ ଶୋଳ୍କ ମାଧ୍ୟମରେ ହରାଇବା ପାଇଁ ଅନେକ କଥା କହିଛନ୍ତି, ମାତ୍ର ତାର ପ୍ରତି ଉତ୍ତରରେ ଛୋଟ ପିଲାମାନେ ମଧ୍ୟ ସେମାନଂକୁ ଅନେକ କଥା କହି ତାଙ୍କ କଥାର ସୁନ୍ଦର ଜବାବ ଦେଉଛନ୍ତି |

ଆଗକୁ ଆସୁଥିବା

ନୂଆ ବର୍ଷରେ ବଡ଼ ପିଲାମାନେ ଭୋଜି କରିବେ ଏବଂ ସେହି ଭୋଜିରେ ମଟନ ଚିକେନ କରିବେ ବୋଲି କହିଛନ୍ତି, ଛୋଟ ପିଲା ହେବାରୁ ସେମାନଂକୁ ଅଣ୍ଡା ଛତୁଆ ଖାଇବା ପାଇଁ କହି ସେମାନଙ୍କର ମଜାକ ଉଡାଇଛନ୍ତି |ସେମାନଙ୍କ ପାଖରେ ବଡ ପିଲାମାନେ ଅଛନ୍ତି ରୋଷେଇ କରିପାରିବେ ଏବଂ ତାଙ୍କ ପାଖରେ ବହୁତ ପଇସା ମଧ୍ୟ ରହିଛି ମାତ୍ର ଛୋଟ ପିଲାମାନେ କିଛି କରି ପାରିବେନି ବୋଲି କହିଛନ୍ତି |ଏହି କଥାରେ ରାଗିଯାଇ ଛୋଟ ପିଲାମାନେ ସେମାନଂକୁ ଗୁଆ ଘିଅ କହି ତାଙ୍କୁ ଡରାଇବା ସହିତ ସେମାନଙ୍କୁ ଇଟା ଧରି ଗୋଡ଼ାଇଛନ୍ତି |ସୋସିଆଲ ମିଡିଆରେ ଏହି କମେଡି ଭିଡିଓ ଏବେ ଖୁବ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment