ଦେଖନ୍ତ ଭିଡିଓ – ନୂଆ ବୋହୂ ରୋଷେଇ କରୁଥିବା ସମୟରେ ହଠାତ୍ ବାହାରିଲା ନାଗସାପ ଆଉ ତା’ପରେ….

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଘଟଣା ବିଷୟରେ ଆପଣ ମାନେ ଖବର ମାନ ଶୁଣିବାକୁ ପାଉଥିବେ ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆମ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମେ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥାଉ ବୋଲି କୁହାଯାଉଛି | ତେବେ ବର୍ତ୍ତମାନ ଗୋଟିଏ ଦୁଃଖଦ ଘଟଣା ଟି ସାମ୍ନା କୁ ଆସିଛି ବୋଲି କୁହାଯାଉଛି, ଆଉ ଯେଉଁଠି ଜଣା ପଡିଛି କି ଜଣେ 11 ବର୍ଷ ର ପୁଅ ଟିକୁ କୋମନ କ୍ରୋବ ସାପଟି କାମୁଡି ଦେଇଛି | ଆଉ ପୁଅର ଅବସ୍ଥା ମଧ୍ୟ ସାଙ୍ଘାତିତ ଅଛି ଆଉ ଯେଉଁଥିପାଇଁ ମା ଜଣଙ୍କ କାନ୍ଦି କାନ୍ଦି ତାଙ୍କର ଅବସ୍ଥା ଖରାପ ହୋଇ ଯାଇଛି ବୋଲି ଦେଖୁବାକୁ ମିଳିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |


ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଅଭାବନୀୟ ଘଟଣା ଟି ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ରେ | ଆଉ ଯାହା କୁହାଯାଉଛି କି ସେହି ଜିଲ୍ଲାର ଗୋଟିଏ ଗାଁ ରେ 11 ବର୍ଷୀୟ ପିଲା ଟିକୁ ସାପ କାମୁଡି ଦେଇଥିବା ର ସୂଚନା ମିଳିଥିଲା | ତେବେ କାନ୍ଥ କୁ ଡେରିକି ବସିଥିବା ବେଳେ ସାପ ଟି କାମୁଡି ଦେଉଥିଲା ଆଉ ମାଟି କାନ୍ଥ ଭିତରେ ଥିବା ବାଉଁଶ ଭିତରେ ସାପ ଟି ଲୁଚି ଯାଇଥିବାରୁ କେଉଁ ସାପ ପିଲା ଟିକୁ କାମୁଡ଼ିଛି ତାହା ଜଣା ପଡ଼ି ନ ଥିଲା ବୋଲି କୁହାଯାଉଛି |


ଆଉ ତାହା ପରେ ସାପ ଧରାଳି ଜଣଙ୍କ ଆସି ସାପ ଟିକୁ କାନ୍ଥ ଭିତରୁ ବାହାର କରିବା ର ଉଦ୍ୟମ ଚଳାଇଥିଲେ | ଆଉ ସେ କାନ୍ଥ ଭିତରୁ ସାପ ଟିକୁ ବାହାରକୁ ମଧ୍ୟ କାଢି ଥିଲେ ବୋଲି କୁହାଯାଉଛି | ତେବେ ସାପ ଟିକୁ ବାହାରକୁ କାଢ଼ୁବା ପରେ ସାପ ଟିର ଫୋଟ ଉଠାଇ ପଠେଇଥିଲେ ଡାକ୍ତର ଙ୍କ ପାଖକୁ | ତେବେ ଡାକ୍ତର ଜଣଙ୍କ ସାପ ଟିର ନାଁ ଜାଣିବା ପରେ ଚିକିତ୍ସା ଆରମ୍ଭ କରିଥିଲେ ଡକ୍ଟର| ସାପ ଧରାଳି ଜଣଙ୍କର କହିବା କଥା ଅନୁସାରେ ସାପ ଟିର ନାଁ କୋମନ କ୍ରୋବ ବୋଲି କୁହାଯାଉଛି |


ସେପଟେ ପୁଅ କୁ ସାପ କାମୁଡ଼ିବା କଥା ଜାଣିବା ପରେ ମା ଜଣଙ୍କ କାନ୍ଦି କାନ୍ଦି ତାଙ୍କର ଅବସ୍ଥା ଖରାପ କରି ଦେବା କଥା ଦେଖିବାକୁ ମିଳିଥିଲା | ଆଉ ସାପ ଧରାଳି ଜଣଙ୍କ ମଧ୍ୟ ମା ଜଣଙ୍କୁ ବୁଝାଇବା ସହିତ କହିଥିଲେ କି ସାପ କାମୁଡ଼ିଲେ ବ୍ୟସ୍ତ ନ ହୋଇ ସଙ୍ଗେ ସଙ୍ଗେ ଡକ୍ଟର ଙ୍କ ପାଖକୁ ପେସେଣ୍ଟ କୁ ନେଇଯିବା ପାଇଁ ଓ ତାହା ସହିତ କେଉଁ ସାପ କାମୁଡ଼ିଛି ତାହା କୁ ଚିହିଁବା ମଧ୍ୟ ଆବଶ୍ୟକ ବୋଲି କହିଛନ୍ତି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Comment