Odisha News Portal

ନୂଆ ବର୍ଷରେ ହେବ ନୂଆ ଯୋଗ ଟଙ୍କାର ଗଦିରେ ଶୋଇବେ ଏହି ପାଞ୍ଚୋଟି ରାଶିର ବ୍ୟକ୍ତି…..

ଆପଣ ମାନେ ତ ଜାଣିଛନ୍ତି କି ଜ୍ୟୋତିଷ ଶାସ୍ତ୍ରରେ ବାରଟି ରାଶି ରହିଥାଏ , ଏହି ବାରଟି ରାଶିରେ ପଡୁଥିବା ଗ୍ରହ ଦଶା ଉପରେ କୌଣସି ଜାତକର ଭବିଷ୍ୟତ ଏବଂ ବର୍ତ୍ତମାନ ସମୟରେ ଚାଲୁଥିବା ଘଟଣା ବିଷୟରେ ଜଣାପଡିଥାଏ । ସମସ୍ତ ରାଶିର ନିଜସ୍ୱ ଶକ୍ତି ଏବଂ କମଜୋରୀ ମଧ୍ୟ ରହିଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ରାଶି ସମ୍ବଦ୍ଧରେ କହିବୁ ଯେଉଁ ମାନଙ୍କର ଗ୍ରହର ଚଳନ କାରଣରୁ ଏମିତି ଏକ ସଂଯୋଗ ଘଟୁଛି । ଏହି ରାଶିର ବ୍ୟକ୍ତି ମାନଙ୍କର ଭାଗ୍ୟ ଚମକି ଉଠିବ । ଯଦି ଏହି ରାଶି ଗୁଡିକୁ ସଂସାରର ସବୁଠାରୁ ଶୁଭ ରାଶି ବୋଲି କହିବା , ତେବେ ମଧ୍ୟ ଏହା କିଛି ଭୁଲ ହେବ ନାହିଁ । ତେବେ ଆସନ୍ତୁ ଜାଣିବା କି ସେହି ଭାଗ୍ୟଶାଳୀ ରାଶି ଗୁଡିକ କଣ ଅଟେ ।

1–ମେଷ ରାଶି —ମେଷ ରାଶି ଲୋକମାନେ ପ୍ରଭୁ ବଜରଙ୍ଗି ବାଲିଙ୍କର କୃପା ଲାଭ କରିବେ । ଆପଣ ମାନଙ୍କ ପାଇଁ ଦିନ ଗୁଡିକ ଅତ୍ୟନ୍ତ ଶୁଭ ମୟ ହେବ । ଆପଣଙ୍କର ଜାତକରେ ଅନେକ ପରିବର୍ତ୍ତନ ହେବ , ସେଥିପାଇଁ ଆପଣ ମାନଙ୍କୁ ପୁରୁଣା କରଜରୁ ମୁକ୍ତି ମିଳିବ । ଆପଣ ନିଜ ବ୍ୟବସାୟରେ ଧ୍ୟାନ କେନ୍ଦ୍ରିତ କରିବେ ଆପଣ ମାନଙ୍କୁ ଅନେକ ଲାଭ ପ୍ରାପ୍ତ ହେବ । ଆର୍ଥିକ ସଂଙ୍କଟ ଦୂର ହେବ । ମାତା ପିତାଙ୍କ କୃପା ଲାଭ କରିବେ ।

2–ମିଥୁନ ରାଶି

ଭଗବାନ ହନୁମାନଙ୍କର କୃପାରୁ ଚାକିରୀ କ୍ଷେତ୍ରରେ ଉନ୍ନତି ମିଳିବ । ଆପଣ ମାନେ କୌଣସି ବିଜନେସ ଆରମ୍ଭ କରିପାରନ୍ତି । ବୈବାହିକ ଜୀବନ ଭଲ ରହିବ । ଘର ପରିବାର ସୁଖମୟ ହେବ । ଆପଣ ମାନେ ଯାନ ବାହାନ କିଣିବାକ ବିଚାର ମଧ୍ୟ କରିପାରନ୍ତି । ସମସ୍ତ ପ୍ରକାର ଭୌତିକ ସୁଖ ସୁବିଦା ପ୍ରାପ୍ତ କରିବେ । ପ୍ରେମ ଜୀବନ ସୁଖ ମୟ ରହିବ । ଜୀବନ ସାଥୀ ସହିତ ଖୁସିରେ ରହିବେ ।

3–ତୁଳା ରାଶି

ଏହି ନୂଆ ବର୍ଷ 2021 ଠାରୁ ଆପଣଙ୍କୁ ଭାଗ୍ୟ ଅଚାନକ ବାବେ ଚମକିବ । ଆପଣ ମାନେ ନିଜର କାର୍ଯ୍ୟ ସ୍ଥଳରେ ଉନ୍ନତି କରିବେ । ଆପଣଙ୍କର ଆୟ ବୃଦ୍ଧି ପାଇବ ଏବଂ ସମସ୍ତ ପୁରୁଣା କାର୍ଯ୍ୟ ସଂପନ୍ନ ହେବ । ଆପଣ କୌଣସି ପ୍ରତାକ ନୂଆ ବିଜନେସ ଆରମ୍ଭ କରିପାରନ୍ତି । ସମାଜରେ ମାନ ସମ୍ମାନ ପ୍ରାପ୍ତ ହେବ । ଆକସ୍ମିକ ଧନ ଲାଭ ହୋଇପାରେ ।

4–ଧନୁ ରାଶି

ଆପଣହ୍କର ଜୀବନରେ ଅପାର ଖୁସି ଆସିବ , ପୁରୁଣା ଉଧାର ଦେଇଥିବା ଧନ ଫେରିଆସିବ । ଆର୍ଥିକ ସ୍ଥିତିରେ ସୁଧାର ମିଳିବ , କାରବାରରେ ଉନ୍ନତି ମିଳିବ । ଆପଣଙ୍କୁ ନିଜର ମନ ଚାହୁଁଥିବା ପ୍ରେମ ମିଳିବ । ଆପଣଙ୍କୁ ଜୀବନରେ ନିଶ୍ଚିତ ରୂପରେ ସଫଳତା ପ୍ରାପ୍ତି ହେବ ।

4–କୁମ୍ଭ ରାଶି

ଏହି ନୂଆ ବର୍ଷ 2021 ଠାରୁ ଏହି ରାଶିର ବ୍ୟକ୍ତି ଜୀବନରେ ସମସ୍ତ ଖରାପ କାମ ଛାଡି ଦିଅନ୍ତୁ । ଆପଣଙ୍କର ସମସ୍ତ ଖରାପ ସମୟ ଶେଷ ହେବାକୁ ଯାଉଛି । କ୍ୟାରିୟରରେ ଆଗକୁ ବଢିବେ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ନୂଆ ବିଜନେସ ଆରମ୍ଭ କରିପାରନ୍ତି । ମାତା ପିତାଙ୍କ କୃପା ଆପଣ ମାନଙ୍କୁ ପ୍ରାପ୍ତ ହେବ । ନୂତନ ବନ୍ଧୁମାନଙ୍କ ସହ ଦେଖା ହୋଇପାରେ । ନୂତନ ପ୍ରକାର କିଛି କାର୍ଯ୍ୟ ଆରମ୍ଭ କିରପାରନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।