Odisha News Portal

ନୂଆବର୍ଷ 2021 ମାତାଲକ୍ଷ୍ମୀ ଙ୍କ କୃପାରୁ 5ଗୋଟି ରାଶି ହେବାକୁ ଯାଉଛନ୍ତି କୋଟିପତି !ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡିକ କଣ କଣ ଅଟେ..

ଆଗକୁ ନୂଆ ବର୍ଷ ଆସିବା ପାଇଁ ଯାଉଛି ତେବେ ଏହି ନୂଆ ବର୍ଷ ଠାରୁ ଏହି ପାଞ୍ଚଟି ରାଶିର ଭାଗ୍ୟ ସଂପୂର୍ଣ୍ଣ ରୂପରେ ବଦଳିଯିବ । ଏହି ନୂଆ ବର୍ଷରେ ଏହି ପାଞ୍ଚଟି ରାଶିରେ ଆସିବାକୁ ଯାଉଛି ସୁବର୍ଣ୍ଣ ସୁଯୋଗ । ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡିକ କଣ କଣ ଅଟେ ।

1–ମେଷ ରାଶି-ଆପଣଙ୍କର ଘରେ ଆନନ୍ଦର ଲହରୀ ଖେଳିଯିବ , ମାତା ଲକ୍ଷ୍ମୀଙ୍କ କୃପାରୁ ସମସ୍ତ ଦୁଃଖ ଦୂର ହେବ । ଘରୋଇ ଜୀବନରେ ଚାଲୁଥିବା ସମସ୍ତ ସମସ୍ୟାର ମୁକ୍ତି ମିଳିବ । ଆୟର ନୂଆ ସ୍ରୋତ ମିଳିବ । ରୋଜଗାରରେ ବୃଦ୍ଧି ହେବ । ଆପଣଙ୍କର ଜୀବନରେ ଖୁସିର ସମୟ ଆସିବାକୁ ଯାଉଛି । ଶନିଦେବଙ୍କ କୃପାରୁ ସମସ୍ତ ପ୍ରକାର ସୁଖ ସୁବିଧା ଆପଣ ମାନଙ୍କୁ ମିଳିବା ପାଇଁ ଯାଉଛି ।

2–କନ୍ୟା ରାଶି

ଏହି ରାଶିର ବ୍ୟକ୍ତି ସମାଜରେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିବାରେ ସଫଳ ରହିବେ । ମାନ ସମ୍ମାନରେ ବୃଦ୍ଧି ଘଟିବ । କୋର୍ଟ କଚେରୀରେ ଚାଲୁଥିବା ମାଲା ଆପଣଙ୍କର ପକ୍ଷରେ ରହିବ । ପାରିବାରିକ ଜୀବନ ଭଲ ହେବ , ଜୀବନରେ ଥିବା ସମସ୍ୟା ଗୁଡିକ ସମାଧାନ ହେବାରେ ଲାଗିବ । ଛାତ୍ରଛାତ୍ରୀ ମାନେ ନିଜ ପାଠପଢାରେ ମନ ନିବେଶ କରିବେ ।

3–ତୁଳା ରାଶି

 

ଏହି ନୂଆ ବର୍ଷ 2021 ଠାରୁ ଭଗବାନ ବିଷ୍ନୁ ଏବଂ ମାତା ଲକ୍ଷ୍ମୀଙ୍କର କୃପା ନିଶ୍ଚିତ ରହିବ । ଆପଣ ମାନେ ନିଜର କାର୍ଯ୍ୟ ସ୍ଥଳରେ ଉନ୍ନତି କରିବେ । ଆପଣଙ୍କର ଆୟ ବୃଦ୍ଧି ପାଇବ ଏବଂ ସମସ୍ତ ପୁରୁଣା କାର୍ଯ୍ୟ ସଂପନ୍ନ ହେବ । ଆପଣ କୌଣସି ପ୍ରତାକ ନୂଆ ବିଜନେସ ଆରମ୍ଭ କରିପାରନ୍ତି । ସମାଜରେ ମାନ ସମ୍ମାନ ପ୍ରାପ୍ତ ହେବ । ଆକସ୍ମିକ ଧନ ଲାଭ ହୋଇପାରେ ।

4–ମକର ରାଶି

ଆପଣଙ୍କର ଜୀବନରେ ଅପାର ଖୁସି ଆସିବ , ପୁରୁଣା ଉଧାର ଦେଇଥିବା ଧନ ଫେରିଆସିବ । ଆର୍ଥିକ ସ୍ଥିତିରେ ସୁଧାର ମିଳିବ , କାରବାରରେ ଉନ୍ନତି ମିଳିବ । ଆପଣଙ୍କୁ ନିଜର ମନ ଚାହୁଁଥିବା ପ୍ରେମ ମିଳିବ । ଆପଣଙ୍କୁ ଜୀବନରେ ନିଶ୍ଚିତ ରୂପରେ ସଫଳତା ପ୍ରାପ୍ତି ହେବ ।

5–କୁମ୍ଭ ରାଶି

ଏହି ନୂଆ ବର୍ଷ 2021 ଠାରୁ ଏହି ରାଶିର ବ୍ୟକ୍ତି ଜୀବନରେ ସମସ୍ତ ଖରାପ କାମ ଛାଡି ଦିଅନ୍ତୁ । ଆପଣଙ୍କର ସମସ୍ତ ଖରାପ ସମୟ ଶେଷ ହେବାକୁ ଯାଉଛି । କ୍ୟାରିୟରରେ ଆଗକୁ ବଢିବେ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ନୂଆ ବିଜନେସ ଆରମ୍ଭ କରିପାରନ୍ତି । ମାତା ପିତାଙ୍କ କୃପା ଆପଣ ମାନଙ୍କୁ ପ୍ରାପ୍ତ ହେବ । ନୂତନ ବନ୍ଧୁମାନଙ୍କ ସହ ଦେଖା ହୋଇପାରେ । ନୂତନ ପ୍ରକାର କିଛି କାର୍ଯ୍ୟ ଆରମ୍ଭ କିରପାରନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।