Odisha News Portal

ନୂଆ ଫ୍ୟାମିଲି ପ୍ଲାନିଙ୍ଗ୍ ନିୟମ ଜାରି ।। ଦୁଇରୁ ଅଧିକ ସନ୍ତାନ ଜନ୍ମ ନକରିବା ପାଇଁ ସରକାର କାହାକୁ ବାଧ୍ୟ କରିବେ ନାହିଁ.. ଆପଣ ଙ୍କ ଚାହୁଁଛନ୍ତି କମେଣ୍ଟ କରନ୍ତୁ……

ସରକାରଙ୍କ ବଡ ନିଷ୍ପତି । ଦୁଇରୁ ଅଧିକ ସନ୍ତାନ ଜନ୍ମ ନକରିବାକୁ ବାଧ୍ୟ କରିବେ ନାହିଁ ସରକାର । ତେବେ ଫ୍ୟାମିଲି ପ୍ଲାନିଙ୍ଗ୍ ନିୟମ ରେ ଆସିଛି ଏର ନୂଆ ପରିବର୍ତ୍ତନ । ଏହି ନିକଟ ରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟଳୟ ବା ସୁପ୍ରିମକୋର୍ଟ ଦେଇଛି ନୂଆ ନିର୍ଦ୍ଦେଶ । ତେବେ ଆଜି ସୁପ୍ରିମ କୋର୍ଟ ରେ କେନ୍ଦ୍ର ସରକାର ପରିବାର ଯୋଜନା ବା ଫ୍ୟାମିଲି ପ୍ଲାନିଙ୍ଗଂ ସମ୍ବନ୍ଧିତ ଗୋଟିଏ ନୂତନ ମାମଲା ରେ ନିଜଡର ସତ୍ୟପାଠ ଦାଖଲ କରିଛନ୍ତି । ଆଉ ଏହି ସତ୍ୟପାଠ ରେ ଉଲ୍ଲେଖ ରହିଛି କି ଜନସଂଖ୍ୟା ନିୀୟନ୍ତ୍ରଣ କରିବା ଉପରେ କେନ୍ଦ୍ର ସରକାର କହିଛନ୍ତି ଯେ ବାଧ୍ୟତାମୂଳକ ଫ୍ୟାମିଲି ପ୍ଲାନିଙ୍ଗ କରିବା ପାଇଁ କୌଣସି ବି ଦମ୍ପତି ଙ୍କତୁ ବାଧ୍ୟ କରା ଯାଇ ପାରିବ ନାହିଁ ।

ଆଉ ଯଦି କୌଣସି ଦମ୍ପତି ଚାହୁଁଛନ୍ତି କି ସେମାନେ ଦୁଇରୁ ଅଧିକ ସନ୍ତାନ ଜନ୍ମ କରିବା ପାଇଁ ତେବେ ସରକାର ଏଥିପାଇଁ ସେମାନଙ୍କୁ କୌଣସି ବି ପ୍ରକାର ମନା କରି ପାରିବେ ନାହିଁ କି କୌଣସି ବି ନିୟମ ଜାରି କରିପାରିବେ ନାହିଁ । ଆଉ ଏହି ଫ୍ୟାମିଲି ପ୍ଲାନିଂ ର ନୂଆ ନିୟମ ବର୍ତ୍ତମାନ ଜାରି ବା ଲାଗୁ ହୋଇଛି ।

ତେବେ କେନ୍ଦ୍ର ସରକାର ସତ୍ୟପାଠରେ ଏହା ମଧ୍ୟ କହିଛନ୍ତି ଯେ , ଆନ୍ତର୍ଜାତୀୟ ସ୍ତରରେ ସନ୍ତାନ ପ୍ରସବ କରିବାକୁ ବାଧ୍ୟତାମୂଳକ ଆଇନ ପ୍ରଣୟନ ହୋଇ ଥିବାରୁ ଦେଶ ବହୁ ମାତ୍ରାରେ କ୍ଷତିଗ୍ରସ୍ଥ ହେଉଛି । ଆଉ ଏପରି କରିବା ଦ୍ବାରା ଉଭୟ ପୁରୁଷ ଏବଂ ନାରୀ ଦମ୍ପତି ଜନସଂଖ୍ୟାକୁ ସନ୍ତୁଳ କରିବା କଷ୍ଟକର ବ୍ୟାପାର ହୋଇ ପଡୁଛି ।

ଆପଣଙ୍କ ସୂଚନା ପାଇଁ ଦର୍ଶାଇ ଦେଉଛୁ କି ସୁପ୍ରିମକୋର୍ଟ ରେ ଜନସଂଖ୍ୟାର ବୃଦ୍ଧିକୁ ନେଇ ପୂର୍ବରୁ ଗୋଟିଏ ଜାଚକ ଦାଖଲ କରାଯାଇଥିଲା । ସୁପ୍ରିମକୋର୍ଟର ଫ୍ୟାମିଲ୍ ପ୍ଲାନିଂ ନିୟମ ଅନୁସାରେ , ଦମ୍ପତି ଙ୍କୁ କେବଳ ଦୁଇଟି ସନ୍ତାନ ଜନ୍ମ କରିବା ପାଇଁ ଅନୁମତି ଥିଲା । ଏହାଦ୍ବାରା ଜନସଂଖ୍ୟା ନିୟନ୍ତ୍ରଣ ଏବଂ ସନ୍ତୁଳନ ରେ ରହିବ ବୋଲି ସରକାର ଏହି ପଦକ୍ଷେପ ନେଇଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ସରକାର ସେହି ନିୟମକୁ ଖଣ୍ଡନ କରିଛନ୍ତି ।

ତେବେ ସୂଚନା ଅନୁଯାୟୀ ପୂର୍ବରୁ ଆମ ଦେଶର ପ୍ରତ୍ୟେକ ନାଗରୀକ ବା ଦମ୍ପତିଙ୍କୁ କେବଳ ଦୁଇଟି ସନ୍ତାନ ଜନା୍ମ କରିବା ପାଇଁ ଅନୁମତି ଦିଆ ଯାଉ ବୋଲି ଏହି ଆବେଦନ ରେ ଦାବି କରାଯାଇଥିଲା ।

 

କିନ୍ତୁ ବର୍ତ୍ତମାନ ସମୟରେ କେନ୍ଦ୍ର ସରକାର କହିଛନ୍ତି ଯେ ଗତ ଦୁଇ ଥର ଜନଗଣନା ରିପୋର୍ଟ ରୁ ଏହା ଜଣା ପଡୁଛି ଯେ ପ୍ରାୟ ଦମ୍ପତି ମାନେ ହିଁ ଚାହିଁଛନ୍ତି ଯେ ନିଜେ ଦୁଇଟି କିମ୍ବା ଗୋଟିଏ ସନ୍ତାନର ପିତାମାତା ହେବା ପାଇଁ । ସେଥିପାଇଁ ଆଉ ଏହି ନିୟମର କୌଣସି ବି ଆବଶ୍ୟକତା ନାହିଁ । ଆଉ ସେହି କାରଣ ରୁ ବର୍ତ୍ତମାନ ସମୟରେ ସନ୍ତାନ ଜନ୍ମ କୁ ନେଇ କୌଣସି ବି ଦମ୍ପତିକୁ କିଛି ପ୍ରକାର ବାଧ୍ୟ କରା ଯାଇ ପାରିବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।