Odisha News Portal

ନୂଆ ବାହା ହୋଇଥିବା ଅଭିନେତ୍ରୀ ରିୟା ଦେ ତାଙ୍କ ସ୍ୱାମୀଙ୍କ ସହିତ ଶାଶୁ ଘରେ ଏମିତି ରହୁଛନ୍ତି, ସୋସିଆଲ ମି଼ଡିଆରେ ଭିଡିଓ ଅପଲୋଡ୍ କଲେ ଅଭିନେତ୍ରୀ ରିୟା…..

0 891

ଆଜି ଆମେ ଆପଣ ମାନଙ୍କୁ ଏକ ଅଭିନେତ୍ରୀଙ୍କର ବିଷୟରେ କହିବୁ ଯାହାକୁ ଆପଣ ମାନେ ବହୁତ ହିଁ ଭଲ ପାଉଥିବେ । ଏହା ସହିତ ସୋସିଆଲ ମିଡିଆରେ ଏବେ ସେହି ହିରୋଇନଙ୍କର ଚର୍ଚ୍ଚା ବହୁତ ମାତ୍ରାରେ ହେବାରେ ଲାଗିଛି । ଏପରି ତ ଆପଣ ମାନେ ଜାଣିଛନ୍ତି କି ସୋସିଆଲ ମିଡିଆରେ ସର୍ବଦା ଅଭିନେତ୍ରୀ ମାନେ ଚର୍ଚ୍ଚାରେ ରହିଥାନ୍ତି । ସେମାନେ ନିଜର ସୁନ୍ଦରତା ହେଉ ବା ଲାଇପ ଷ୍ଟାଇଲ ହେଉ ବା ଲଭ ଲାଇଫ କିମ୍ବା ନିଜର ଚଳଚ୍ଚିତ୍ର ପାଇଁ ସର୍ବଦା ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି । ଏହା ସହିତ କଳାକାର ମାନଙ୍କର ଗୋଟିଏ କାମ ଭାଇରାଲ ହେଲେ ତାହା ସୋସିଆଲ ମିଡିଆରେ ନିଆଁ ପରି ପ୍ରସାର ହେବାରେ ଲାଗେ ।

ଆମେ ଆପଣ ମାନଙ୍କୁ ଯେଉଁ ହିରୋଇନଙ୍କର ବିଷୟରେ କହିବୁ ସେ ହେଉଛନ୍ତି ଓଲିଉଡର ହଟ ଏବଂ ସେକ୍ସି ଗାର୍ସ ରିୟା ଦେ । ତେବେ ଆପଣ ମାନେ ତ ରିୟାଙ୍କୁ ବହୁତ ଭଲ ପାଉଥିବେ କାରଣ ସେ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ଏବଂ ତାଙ୍କର ଷ୍ଟାଇଲ ମଧ୍ୟ ସୁପର ଅଟେ ।

ଏହା ସହିତ ତାଙ୍କର ଅଭିନୟ ପ୍ରତି ନିଷ୍ଟା ଏବଂ ଭଲପାଇବା ଦ୍ୱାରା ସେ ଲୋକମାନଙ୍କର ବହୁତ ପ୍ରିୟ ଭାଜନ ହୋଇପାରିଛନ୍ତି । ତେବେ ଏବେକା ସମୟରେ ରିୟାଙ୍କର କିଛି ବାହାଘର ଭିଡିଓ ସୋସିଆଲ ମିଡିଆରେ ବହୁତ ମାତ୍ରରେ ଭାଇରାଲ ହେବାରେ ଲାଗିଛି । ଯାହା ଦେଖିକରି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି ।

ଓଲିଉଡ ଅଭିନେତ୍ରୀ ରିୟା ଦେ । ଏହି ନିକଟରେ ନିଜର ବାହାଘରର ଫଟୋ ଅପଲୋଡ କରିଥିବେ ଏହା ସହିତ ଲେଖିଥିଲେ କି ସେ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ତେବେ ଏହା ଶୁଣି ଆପଣ ମାନେ ସମସ୍ତ ଜାଣିବାକୁ ଚାହିଁଥିବେ କି ରିୟା କେବେ ବିବାହ କରିବେ ଏବଂ ହଠାତ ସେ ଏପରି ବିବହା କରିବାର ନିଷ୍ପତ୍ତି କଣ ପାଇଁ ନେଲେ । ସେହି ସମସ୍ତ ଘଟଣା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବୁ , ତେବେ ଆସନ୍ତୁ ଜାଣିବା ।


ରିୟା ଚକ୍ରବର୍ତ୍ତୀ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଅର୍ଥାତ ଖୁବଶୀଘ୍ର ତାଙ୍କର ଏକ ପିଲ୍ମ ଆସିବାକୁ ଯାଉଛି ଯାହା ହେଉଛି କି “ରାତି ସରି ସରି ଯାଉଛି ” । ଯାହାର କିଛି ଫଟୋ ସେ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । ରିୟା ଏହି ଫିଲ୍ମ ପାଇଁ ବହୁତ କଷ୍ଟ କରିଛନ୍ତି । ଏହି ଫିଲ୍ମରେ ତାଙ୍କର ବିପକ୍ଷରେ ରୋଲ କରିଛନ୍ତି ଓଡିଆ ସିରିଓଲ ଜଗତର ଅଭିନେତା ରାଜେଶ ।

ରିୟାଙ୍କର ଅନ୍ୟ ଦୁଇ ପିଲ୍ମ ମଧ୍ୟ ଆସିବାକୁ ଯାଉଛି ଯେଉଁଥିରେ ସେ ସୁନ୍ଦର ଅଭିନୟ କରିଛନ୍ତି । ଗୋଟିଏ ଫିଲ୍ମରେ ସେ ଅମ୍ଳାନଙ୍କ ସହ ରୋଲ କରୁଥିବା ସମୟରେ ଅନ୍ୟ ଫିଲ୍ମରେ ସେ ସମ୍ବିତ ଙ୍କର ହିରେଇନ ଅଛନ୍ତି । ତେବେ ଏଥିରୁ ଜଣାପଡୁଛି କି ଆଗକୁ ଏହି ଫିଲ୍ମ ବହୁତ ହିଟ ହେବ ।