Odisha News Portal

ନଭେମ୍ବର ମାସରେ ଏହି ( 5ଟି ରାଶି ) ଭାଗ୍ୟଶାଳୀ ,ସ୍ବଂୟ ମାଁ ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କର କୃପା ଲାଗି ରହିବ !

0 4

ଏହି କାର୍ତ୍ତିକ ମାସରେ ଗ୍ରହରେ ବନୁଛି ମହାସଂଯୋଗ । ଯାହା ଦ୍ବାରା କିଛି ରାଶିର ଲୋକ ମାନଙ୍କ ଉପରେ ସ୍ବଂୟ ମାଁ ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କର କୃପା ଲାଗି ରହିବ । ଯାହାଫଳରେ ଏମାନଙ୍କର ସମସ୍ତ ଆର୍ଥିକ ସମସ୍ୟା ଦୂର ହୋଇ ଧନର ବର୍ଷା ହେବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ରାଶି ମାନଙ୍କର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଗୋଚର କାରଣ ପାଇଂ ବ୍ୟକ୍ତିଙ୍କ ଉପରେ ଗ୍ରହ ମାନଙ୍କର ବିଶେଷ ପ୍ରଭାବ ପଡିଥାଏ । ଏହାସହିତ ସୃଷ୍ଟିର ନିତି ପରିବର୍ତ୍ତନ ଅନୁଯାୟୀ ଗ୍ରହ ଏବଂ ନକ୍ଷତ୍ର ମାନଙ୍କର ପରିବର୍ତ୍ତନ ମଧ୍ୟ ହୋଇଥାଏ ।

ଆମ ରାଶି ଚକ୍ରରେ ଥିବା ବାର ଗୋଟି ରାଶି ମାନଙ୍କ ମଧ୍ୟରୁ ଗ୍ରହ ଏବଂ ନକ୍ଷତ୍ର ମାନଙ୍କର ବିଶେଷ ପ୍ରଭାବ ପଡିବା କାରଣରୁ କିଛି ରାଶିର ଜାତକରେ ଗ୍ରହ ମାନଙ୍କର ଶୁଭ ଦୃଷ୍ଟି ପଡିବା ସହିତ କିଛି ରାଶିର ବ୍ୟକ୍ତିଙ୍କ ଉପରେ ଅଶୁଭ ଦୃଷ୍ଟି ପଡିଥାଏ । ଏହି କାର୍ତ୍ତିକ ମାସରେ ସେମିତି ପାଞ୍ଚ ଗୋଟି ରାଶି ଉପରେ ମାଁ ଲକ୍ଷ୍ମୀଙ୍କର କୃପା ବର୍ଷା ହେବାକୁ ଯାଉଛି ।

1. ତୁଳା ରାଶି 

ତୁଳା ରାଶିର ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତି ହେବାକୁ ଯାଉଛି । ସେଥିପାଇଂ ପୂର୍ବରୁ ଲାଗି ରହିଥିବା ସମସ୍ତ ସମସ୍ୟା ମଧ୍ୟ ସମାଧାନ ହୋଇଯିବ । ଏହାସହିତ ଆର୍ଥିକ କ୍ଷେତ୍ରରେ ବି ଲାବବାନ ହେବେ । ଅଚାନକ ଧନ ପ୍ରାପ୍ତି ହେବ ଏବଂ ସନ୍ତାନ ସୁଖ ମଧ୍ୟ ମିଳିବ ।

2. ମୀନ ରାଶି-
ମୀନ ରାଶି୍ର ବ୍ୟକ୍ତିଙ୍କୁ ମଧ୍ୟ ମାଁ ଲକ୍ଷ୍ମୀଙ୍କର ବିଶେଷ କୃପା ପ୍ରାପ୍ତି ହେବ । ଏହାସହିତ ଯୋଜନା ଅନୁଯାୟୀ ମଧ୍ୟ ଫଳ ପ୍ରାପ୍ତି ହେବ । ଆମଦାନୀ ମଧ୍ୟ ଏହି ସମୟରେ ବହୁତ ଅଧିକ ହେବ । ଲଭ ରିଲେସନ ପାଇଂ ମଧ୍ୟ ଏହି ସମୟଟି ଆପଣଙ୍କ ପାଇଂ ଉଚିତ ସାବ୍ୟସ୍ତ ହେବ । ଅଚାନକ ଗୁପ୍ତଧନ ମଧ୍ୟ ପ୍ରାପ୍ତି ହେବ ଏବଂ ସରକାରୀ ଚାକିରିରୁ ମଧ୍ୟ ଉପଲବ୍ଧି ମିଳିବ ।

3. କନ୍ୟା ରାଶି –

ମାତା ଲକ୍ଷ୍ମୀଙ୍କ କୃପାରୁ କନ୍ୟା ରାଶିର ବ୍ୟକ୍ତିଙ୍କ ଉପରେ ବହୁତ ବଡ ସୌଭାଗ୍ୟ ପ୍ରାପ୍ତି ହେବ । ଆପଣଙ୍କର ଅଧୁରା ଇଚ୍ଛା ସବୁ ଏହି ସମୟରେ ପୂରଣ ହେବ । ମାତା ଲକ୍ଷ୍ମୀ ବିଶେଷ କରି ଆପଣଙ୍କ ଉପରେ ଆଶିର୍ବାଦ ପ୍ରାପ୍ତି କରିବେ ଏବଂ ବ୍ୟବସାୟରେ ମଧ୍ୟ ଚାରିଗୁଣା ଲାଭ ପ୍ରାପ୍ତି ହେବ । ଆର୍ଥିକ ସ୍ଥିତିରେ କ୍ରମଶଃ ଲାଭ ମିଳିବ ।

4. ବିଛା ରାଶି –

ବିଛା ରାଶିର ବ୍ୟକ୍ତିଙ୍କୁ ମଧ୍ୟ ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କର ବିଶେଷ ଭବାରେ କୃପା ପ୍ରାପ୍ତ କରିବେ । ଆର୍ଥିକ କ୍ଷେତ୍ରରେ ମଧ୍ୟ ଲାଭବାନ ହେବେ ଏବଂ ବ୍ୟବସାୟରେ ମଧ୍ୟ ଚାରିଗୁଣା ଲାଭ ପ୍ରାପ୍ତି ହେବ ।ଯାହା ଚାହିଁବେ ସେ ସବୁ ବର୍ତ୍ତମାନ ଆପଣଙ୍କୁ ମିଳିବ । ପାରିବାରିକ ଜୀବନରେ ସୁଖ ସମୃଦ୍ଧି ଲାଗି ରହିବ ।

5. କୁମ୍ଭ ରାଶି –

ଧାର୍ମିକ କାର୍ଯ୍ୟ ପ୍ରତି ମନ ଅଧିକ ଆକର୍ଷିତ ହେବ। ପରିବାରର ସହଯୋଗ କାରଣରୁ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି । ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ , ଘରକୁ କୌଣସି ନୂଆ କୁଣିଆ ଆସିପାରନ୍ତି । କାର୍ଯ୍ୟବ୍ୟସ୍ତତା ଯୋଗୁଁ ଅଳ୍ପ ମାନସିକ ଅଶାନ୍ତି ମଧ୍ୟ ଦେଖାଦେବ କିନ୍ତୁ ଏହା ଆପଣଙ୍କୁ ସଫଳତା ଆଡକୁ ନେଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।