ବର୍ତ୍ତମାନ ର ସବୁଠୁ ବଡ ଖବର । ବ୍ୟାଙ୍କ ପରିଚାଳନା ତରଫରୁ ଆସିଲା ନୂଆ ଖବର । ତେବେ ନଭେମ୍ବର ମାସ ରେ 8 ଦିନ କାଳ ବ୍ୟାଙ୍କରେ ଝୁଲିବ ତାଲା । ଆସିଲା ନଭେମ୍ବର ମାସ ର ଛୁଟି ତାଲିକା । ତେବେ ଚଳିତ ମାସ 8 ଦିନ କାଳ ବନ୍ଦ ରହିବ ବ୍ୟାଙ୍କ ଜନିତ କାରବାର । ତେବେ ଚାଲନ୍ତୁ ଜାଣିବା କଣ ରହିଛି ସଂମ୍ପୂର୍ଣ୍ଣ ଅପଡେଟ୍ । କିନ୍ତୁ ସେଥିପାଇଁ ଆପଣ ମାନେ ଆମର ଏହି ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଭାବରେ ଥରେ ପଢନ୍ତୁ । ତେବେ ଚାଲନ୍ତୁ ଆରମ୍ଭ କରିବା । ତେବେ ଆସିଲା ନଭେମ୍ବର ମାସର ଛୁଟି ତାଲିକା ।
ଚଳିତ ମାସ 8 ଦିନ କାଳ ବନ୍ଦ ରହିବ ବ୍ୟାଙ୍କ ଜନିତ କାରବାର । ନଭେମ୍ବର ମାସ ଦୀର୍ଘ 8 ଦିନ ଧରି କୌଣସି ବି ବ୍ୟାଙ୍କ ରେ ହେବ ନାହିଁ କୌଣସି ବି କାମ କାର୍ଯ୍ୟ । ତେବେ ଚଳିତ ମାସ ରେ ବିଭିନ୍ନ ପର୍ବ ପର୍ବାଣି ତଥା ଅଧିକ ରବି ବାର ପଡୁ ଥିବାରୁ ବ୍ୟାଙ୍କ ରେ ତାଲା ଝୁଲିବ ।
ଅର୍ଥାତ ନଭେମ୍ବର ମାସ ରେ କେବଳ 22 ଦିନ ଖୋଲା ରହିବ ବ୍ୟାଙ୍କ । ଏହାଛଡା ଚଳିତ ମାସ ରେ ପାଞ୍ଚ ଟି ରବି ବାର ଏବଂ 14 ତାରିଖ ଓ 28 ତାରିଖରେ ମାସର ଦ୍ବିତୀୟ ଶନିବାର ଯୋଗୁଁ ବ୍ୟାଙ୍କ କାର୍ଯ୍ୟ ବନ୍ଦ ରହିବ । ଏଭଳି ପରିସ୍ଥିତିରେ ଯଦି ବ୍ୟାଙ୍କରେ ଆପଣଙ୍କର କୌଣସି ଜରୁରୀ କାମ ବାକି ରହି ଯାଇଛି, ତେବେ ସମୟ ପୂର୍ବରୁ ତାହା ନିଶ୍ଚିତ ଭାବରେ ସମାପ୍ତ କରି ଦିଅନ୍ତୁ । ନଚେତ ପରେ ଆପଣ ବିଭିନ୍ନ ଅସୁବିଧାର ତଥା ସମସ୍ୟା ର ସମ୍ମୁଖୀନ ହୋଇ ପାରନ୍ତି ।
ତେବେ ଚାଲନ୍ତୁ ଜାଣିବା ଚଳିତ ମାସ କେଉଁ କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ । ନଭେମ୍ବର ମାସ 1 ତାରିଖ ରବି ବାର ରହୁ ଥିବାରୁ ବ୍ୟାଙ୍କ ବନ୍ଦ ରହିବ । ନଭେମ୍ବର ମାସ 8 ତାରିଖ ରବି ବାର ଏବଂ, ନଭେମ୍ବର ମାସ 14 ତାରିଖ ହେଉଛି ମାସର ଦ୍ବିତୀୟ ରବି ବାର ସହିତ ଦୀପାବଳି ମଧ୍ୟ । ନଭେମ୍ବର 15 ତାରିଖ ହେଉଛି ରବି ବାର । ସେହିପରି ନଭେମ୍ବର 22 ତାରିଖ ହେଉଛି ରବିବାର ଏବଂ ନଭେମ୍ବର 28 ତାରିଖ ମାସର ଚତୁର୍ଥ ଶନିବାର । ନଭେମ୍ବର 29 ତାରିଖ ରବିବାର ଏବଂ ନଭେମ୍ବର 30 ତାରିଖ ହେଉଛି ଗୁରୁ ନାନକଙ୍କ ଜୟନ୍ତୀ ।
ତେବେ ଆରବିଆଇର ଅଧିକାରୀ ୱେବସାଇଟ www.rbi.org.in କୁ ଯାଇ ଆପଣ ଏହି ଛୁଟି ତାଲିକା ଦେଖି ପାରିବେ ।ଏଠାରେ ଆମେ କହି ରଖୁଛୁ କି କେନ୍ଦ୍ର ସରକାରଙ୍କ ଦ୍ବାରା ନିର୍ଦ୍ଦେଶିତ ବ୍ୟାଙ୍କ ଜନିତ ଅବକାଶ ଦେଶର ଉଭୟ ସାର୍ବଜନୀକ ଏବଂ ଘରୋଇ ବ୍ୟାଙ୍କ ଉପରେ ମଧ୍ୟ ଲାଗୁ ହୋଇଥାଏ । ଯଦିଓ କିଛି ରାଜ୍ୟରେ ବ୍ୟାଙ୍କ ଅବକାଶ ଅଲଗା ଅଲଗା ହୋଇଥାଏ, ଏଭଳି ପରିସ୍ଥିତିରେ ଗ୍ରାହକଙ୍କୁ ସେମାନେ ବ୍ୟବହାର କରୁଥିବା ବ୍ୟାଙ୍କ ଛୁଟି ଅନୁସାରେ ନିଜର କାମ କାର୍ଯ୍ୟ କରିବାକୁ ହେବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।