Odisha News Portal

ଦେଖନ୍ତୁ କେମିତି ତିନିଜଣ ସ୍ତ୍ରୀ ନିଜ ସ୍ବାମୀ ପାଇଁ ପାଳନ କଲେ କରବାଚୌଥ ! ଏହି ତିନିଜଣ ସ୍ତ୍ରୀ ନିଜ ସ୍ହାମୀଙ୍କୁ ଭାବନ୍ତି ଦଶରଥ …ପଢନ୍ତୁ ପୁରା ରହସ୍ୟମୟ କାହାଣୀ….

ଆପଣ ମାନେ ତ ଜାଣନ୍ତି କି ହିନ୍ଦୁ ଧର୍ମରେ କରବାଚୌଥର ବହୁତ ମହତ୍ତ୍ୱ ରହିଛି । ଏହି ଦିନରେ ସମସ୍ତ ପତ୍ନୀ ତାଙ୍କର ପତିଙ୍କ ପାଇଁ ଲମ୍ବା ଆୟୁଷର କାମନା କରିଥାନ୍ତି ଏବଂ ତାଙ୍କ ପାଇଂ ନିର୍ଜଳ ଉପବାସ ମଧ୍ୟ ରଖିଥାନ୍ତି । ସୋସିଆଲ ମିଡିଆରେ ଟିଭି ଠାରୁ ନେଇ କରି ସମସ୍ତ ବଲିଉଡ ଅଭିନେତ୍ରୀ ମାନଙ୍କର ଫଟୋ ଭାଇରଲ ହେବାରେ ଲାଗିଛି । କେତେକ ଅଭିନେତ୍ରୀ ମାନେ ଏହି ଥର ନିଜର ପ୍ରଥମ କରୱାଚୌଥ ପାଳନ କରିଥିଲେ୍ । ତାଙ୍କର କରୱାଚୌଥ ଲୁକ ଫେନ୍ସ ମାନଙ୍କୁ ବହୁତ ପସନ୍ଦ ଆସିଥିଲା । ତେବେ ଏହି ସମୟରେ ଚିତ୍ରକୂଟ ର ପରିବାରର ସଦସ୍ୟ ମାନେ କରୱାଚୌଥ ସେଲିବ୍ରେସନର ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା ।

ଏହି ଚିତ୍ରରେ ଏମିତି କିଛି ରହିଛି ଯାହାକୁ ଲୋକମାନେ ଦେଖିଲେ ଅଭିନେତ୍ରୀ ମାନଙ୍କର ଫଟୋ ଦେଖିବାକୁ ମଧ୍ୟ ଭୁଲିଯିବେ । ଏହି ଫଟୋରେ ଏମିତି ଥିଲା କି ଯେଉଁଥିରେ ଜଣେ ସ୍ୱାମୀଙ୍କ ପାଇଁ ତିନି ଜଣ ପତ୍ନୀ କରୱାଚୌଥ ପାଳନ କରୁଥିଲେ । ଏହି ଫଟୋକି ଦେଖିକରି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

 

ତେବେ ଛାନଭିନରୁ ଜଣା ପଡିଲା କି ଏହା ଚିତ୍ରକୂଟର ଫଟୋ ଅଟେ , ଯେଉଁଠାରେ ରହୁଥିବା ବ୍ୟକ୍ତି କୃଷ୍ନଙ୍କର 3 ଜଣ ପତ୍ନୀ ଅଛନ୍ତି । ତେବେ ତାଙ୍କର ସେହି ତିନି ପତ୍ନୀ ଶୋଭା , ରାନୀ ଏବଂ ପିଙ୍କି ତିନି ଜଣ ତିନି ଭଉଣୀ ଅଟନ୍ତି । ତେବେ ତିନି ଜଣଙ୍କୁ କୃଷ୍ନ 12 ବର୍ଷ ପୂର୍ବେ ବିବାହ କରିଥିଲେ । ସେହିଠାରୁ ଏମାନେ ବା ଏହି ତିନି ଭଉଣୀ ଜଣ ଗୋଟିଏ ଘରେ ରହନ୍ତି ।


ସୂଚନା ଅନୁସାରେ ଏହି ତିନି ଜଣଙ୍କର କେବେବି କୌଣସି ବିବାଦ ଆସିନାହିଁ । ସେମାନେ ବହୁତ ଖୁସିରେ ମିଶିକରି ନିଜର ସ୍ୱାମୀଙ୍କ ସହିତ ରହନ୍ତି । ତେବେ ଏହି ତିନି ଜଣ ମୂର୍ଖ ନୁହନ୍ତି ବରଂ ଗ୍ରାଜୁଏଟ ପାସ ମଧ୍ୟ କରିଛନ୍ତି । ତିନିଜଣ ବୁନ୍ଦେଲଖଣ୍ଡ ୟୁନିଭରସିଟିରେ ନିଜର ଗ୍ରାଜୁଏଟ ପାସ କରିଥିଲେ । ତେବେ ଏଭଲି ଏମାନେ ଏତେ ପାଠ ପଢିକରି ଜଣେ ପତିଙ୍କ ସହିତ ରହୁଥିବାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । କାରଣ କେବେବି ଜଣେ ପତ୍ନୀ ନିଜର ପତିକୁ ଅନ୍ୟ ସ୍ତ୍ରୀ ମାନଙ୍କ ସହିତ ଦେଖିଲେ ବହୁତ ରାଗିଯାଆନ୍ତି । ମାତ୍ର ଏଠାରେ ତିନି ଜଣ ଭଉଣୀ ଜଣେ ସ୍ୱାମୀଙ୍କ ସହିତ ଭଲରେ ରହୁଥିବାର ଦେଖି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ତେବେ ତାଙ୍କର ତିନି ପତ୍ନୀଙ୍କର ଦୁଇ ଦୁଇ ଜଣ ପିଲା ଅଛନ୍ତି ।

ତେବେ ତିନି ଜଣ ପତ୍ନୀ ନିଜର ପତିଙ୍କୁ ସାଧାରଣ ମଣିଷ ନୁହେଁ ବରଂ ରାଜା ଦଶରଥ ବୋଲି କହିଥାନ୍ତି । ତିନି ଜଣଙ୍କ କହିବା ଅନୁସାରେ ସେମାନେ ଏହିପରି ଭାବରେ ଖୁସିରେ ରହିକରି ଦୁନିଆକୁ ଏକ ଶିକ୍ଷା ଦେବାକୁ ଚାହିଁଛନ୍ତି । ସେ କହିବାକୁ ଚାହାନ୍ତି କି ଜଣେ ସ୍ତ୍ରୀ ଚାହିଁଲେ କିଛି ମଧ୍ୟ କରିପାରେ । ତିନିଜଣଙ୍କର କହିବା ଅନୁସାରେ ତାଙ୍କୁ ମହାକାଳୀଙ୍କ ଠାରୁ ଦିବ୍ୟ ଶକ୍ତି ପ୍ରାପ୍ତ ହୋଇଛି । ଯେଉଁ ଶକ୍ତିର ଫଳରେ ସେମାନେ ପୂରା ଦୁନିଆକୁ କହିବା ପାଇଁ ଚାହାନ୍ତି କି ସ୍ତ୍ରୀ ନିଜର ଇଚ୍ଛା ଶକ୍ତିରରେ ପତିକୁ ଦଶରଥର ଆଖ୍ୟା ଦେଇପାରିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।