ଆମେ ମାନେ ସମସ୍ତେ ଜାଣିଛୁ କି ମଣିଷ ଶରୀରରେ ସବୁବେଳେ କିଛି ନା କିଛି ସମସ୍ୟା ମାନ ସବୁବେଳେ ଲାଗିକି ରହିଥାଏ | ଆଉ ସେହିଭଳି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଆମେ ବିଭିନ୍ନ ପ୍ରକାରର ଉପାୟ ମାନ ଆପଣାଇ ଥାଉ | ତେବେ ଯାହା କୁହାଯାଉଛି କି ପୁରୁଷ ମାନଙ୍କର ଏକ ବଡ଼ ସମସ୍ୟା ହେଉଛି ଯୌନ ଅକ୍ଷମତା ବା ଯୌନ ଶିଥିଳତା ଭଳି ସମସ୍ୟା | ଆଉ ଏହିଭଳି ସମସ୍ୟା କୁ ନପୁଂସତା ବୋଲି କୁହାଯାଇଥାଏ, ଯାହା ଯୋଗୁ ପୁରୁଷ ମାନଙ୍କ ବିଭିନ୍ନ ପ୍ରକାରର ଅସୁବିଧା ର ସାମ୍ନା କରିବାକୁ ପଡିଥାଏ | ତେବେ ଆଜି ଆମେ ଜାଣିବା କି ଏହିଭଳି ସମସ୍ୟା ଗୁଡିକ ଆମ ଶରୀରରେ କାହିଁକି ଦେଖା ଯାଇଥାଏ ଓ ଯୌନ ଅକ୍ଷମତା ବା ଯୌନ ଶିଥିଳତା ଭଳି ସମସ୍ୟା ରୁ ମୁକ୍ତି ପାଇବା କେମିତି |
ନପୁଂସତା ଭଳି ସମସ୍ୟା କାହିଁକି ଦେଖା ଯାଇଥାଏ :-
କୁହାଯାଏ କି ଆଜି କାଲି ଖାଦ୍ୟ ପେୟ ର ଅସାବଧାନତା ଓ ଆମର ଜୀବନ ଶୌଳି ର ବ୍ୟତିକ୍ରମ ଯୋଗୁ ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖା ଯାଇଥାଏ ମଣିଷ ଶରୀରରେ | ତେବେ ପୁରୁଷ ମାନଙ୍କ ପାଖରେ ଯୌନ ଅକ୍ଷମତା ବା ଯୌନ ଶିଥିଳତା ଭଳି ଅନେକ ସମସ୍ୟା ମାନ ଦେଖିବାକୁ ମିଳିଥାଏ |ଆଉ ଯାହା ଫଳରେ ପୁରୁଷ ମାନଙ୍କର ଲିଙ୍ଗ ଅଧିକ ସମୟ ଧରି ଇରେକ୍ଟ ହୋଇ ରହୁ ନାହିଁ ଓ ଜଲ୍ଦି ଫଲ ହୋଇ ଯାଉଛି ଆଉ ଯାହା ଫଳରେ ବିଭିନ୍ନ ସମସ୍ୟା ଉପୁଜୁଛି ଯାହାକୁ ଆମେ ଇରେକ୍ଟାଇଲ ଡିସଫଙ୍କସନ ବୋଲି କହିଥାଉ |
ଏହି ଭଳି ସମସ୍ୟା ଥିଲେ କଣ କରିବା :-
ତେଣୁ ଯଦି ପୁରୁଷ ମାନଙ୍କ ପାଖରେ ଏହିଭଳି କିଛି ସମସ୍ୟା ଦେଖା ଯାଉଛି ତାହେଲେ ସେକ୍ସ କରିବା ପୂର୍ବରୁ ସବୁବେଳେ ସକାରାତ୍ମକ ଚିନ୍ତାଧାରା ନେଇକି ସେକ୍ସ କରିବା ଆବଶ୍ୟକ |ଆଉ ସବୁବେଳେ ସୁସ୍ଥ ମାନସିକତା ରେ ଏହିଭଳି କାମ କରିବା ବେଳେ ସୁସ୍ଥ ମାନସିକତା ରଖିବା ମଧ୍ୟ ଆବଶ୍ୟକ |କାରଣ ଆମେ ଜାଣିଛୁ କି ସେକ୍ସ କରିବା ସମୟରେ ଟେଷ୍ଟୋଷ୍ଟିରନ୍ ହରମୋନ କ୍ଷରଣ ହୋଇଥାଏ ଓ ଯାହା ଫଳରେ ରକ୍ତ ସଞ୍ଚାଳନ ପେନିଶ ରେ ଅଧିକ ହୋଇଥାଏ ଏବଂ ପେନିସ୍ ରେ ଇରେକସନ୍ ମଧ୍ୟ ଦେଖା ଯାଇଥାଏ |ଆଉ ଯାହା ଫଳରେ ମସ୍ତିଷ୍କ ରେ ଥିବା ସ୍ନାୟୁକୋଷ ଗୁଡିକ ମଧ୍ୟ ଅଲର୍ଟ ରହେ |
କେଉଁ ସବୁ ଅସୁବିଧା ପାଇଁ ସମ୍ଭୋଗ ସମ୍ଭବ ହୁଏ ନାହିଁ :-
କୁହାଯାଉଛି କି ବିଶେଷ କରିକି ସେକ୍ସ ସମୟରେ ଯଦି ଆପଣଙ୍କର ମସ୍ତିଷ୍କ ଅନୁପସ୍ଥିତ ରହିବ ତାହେଲେ ତାହା ପେନିସ ର ଇରେକ୍ସନ ଏବଂ ଶିଥିଲତା ଉପରେ ପ୍ରଭାବ ପକାଇବ ବୋଲି କୁହାଯାଉଛି | ତାହା ବ୍ୟତୀତ ଡାଇବେଟିସ, କିଡନୀ ସମସ୍ୟା, ହୃଦ ରୋଗ ଭଳି ସମସ୍ୟା ଥିଲେ ଓ ଶରୀରରେ ଲିପିଡ଼ ର ପରିମାଣ ଅଧିକ ରହିଲେ ମଧ୍ୟ ନପୁଂସତା ଦେଖା ଯାଏ | ତେଣୁ ନକାରାତ୍ମକ ଚିନ୍ତାଧାରା ଠାରୁ ଦୁରେଇ ରହିବା ସହିତ ଏହି ଭଳି ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ହୋଇଥାଏ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।