ନରୀର ଶରୀର ମହତ୍ତ୍ୱପୂର୍ଣ୍ଣ କିନ୍ତୁ ଅବହେଳିତ , ଅନିୟମିତତ ଋତୁସ୍ରାବ ଏବେ ଏକ ସାଦାରଣ ଘଟଣା ହୋଇଗଲାଣି । ଏହାର ସଠିକ ଚିକିତ୍ସା କରାନଗଲେ ଏହା ବନ୍ଧ୍ୟା ଦୋଷର ଏକ କାରଣ ହୋଇପାରେ । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ବିଷୟରେ କହିବୁ କି ଅନିୟମିତ ଋତୁସ୍ରାବ କାହିଁକି ହୁଏ । ଅନେକ ବ୍ୟକ୍ତି ମାନଙ୍କର ପିରିୟଡ ଆଜି କାଲି ବିସେଷ କରି ହରମୋନ ଡିସଟୋଭାନ୍ସ ଯୋଗୁଁ ହୋଇଥାଏ । ମାତ୍ର ବିଶେଷ ଭାବରେ ଦେଖିବାକୁ ଗଲେ ଏହାର ଅନ୍ୟ କାରଣ ମଧ୍ୟ ରହିଛି ଯେମିତିକି ଥାଇରୋଏଡ ପ୍ରବଲେମ , ପ୍ରୋଲାଣ୍ଟେଡ ପ୍ରବଲେମ ଏହା ସହିତ ଡାଇବେଟିସ ପ୍ରବଲେମ ମଧ୍ୟ ହୋଇପାରେ ।
ସବୁଠାରୁ କମନ ପ୍ରବଲେମ ହେଉଛି ପଲିସିଟି କମନ ଡିଜିଜ । ଏହି ଡିଜିଜରେ ଓଭରିଜ ଚୋଟ ଚୋଟ ଫୁଟୁକା ଭଳି ହୋଇଯାଏ । ଯେଉଁଥିପାଇଁ ହରମୋନ ଡିସଟୋଭାନ୍ସ ହୁଏ । ଏହା ସହ ଆପଣଙ୍କର ଅବଲେସନ ଡେ ଯେଉଁଦିନ ଅଣ୍ଡା ଫୁଟିବା ତାହା ଠିକ ସମୟରେ ହୁଏନି ତାହା ଯୋଗୁଁ ହରମୋନାଲ ଡିସବାଲାନ୍ସ ହୋଇଯାଏ ।
ସେହି ହରମୋନ ଡିସବାଲାନ୍ସରେ ପିରିୟଡ ଡିଲେ ହୁଏ । ଏହା ଯୋଗୁଁ ଝିଅ ମାନେ ଥାଇରଡ ହେବାର ୟଙ୍ଗ ବୟସରୁ ଡାଇବେଟିସ , ହାଇବିପି ଏହି ସମସ୍ତ ପ୍ରବଲେମ ହେବାର ବହୁତ ଚାନ୍ସ ରହିଥାଏ । ବୟସ ବଢିବା ସହିତ ଝିଅ ମାନଙ୍କର ଏହି ରୋଗ ବଢିବାରେ ଲାଗିଥାଏ । ତେବେ ଯେଉଁ ଝିଅ ମାନଙ୍କର ଏହି ସମସ୍ତ ପ୍ରବଲେମ ରହିଛି ତେବେ ପ୍ରଥମେ ସେମାନେ ତାଙ୍କର ଲାଇଫ ଷ୍ଟାଇଲକୁ ମେଣ୍ଟେଟ କରିବା ଦରକାର । ମୁଁହରେ ଦାଗ ଆସିବା ମୋଟା ହୋଇଯିବା ଏହି ସମସ୍ତ ଠିକ ହେବ ଯେତେବେଳେ ତାଙ୍କର ଡାଏଟରେ ହରମୋନ ଠିକ ରହିବ ।
ଅନିୟମିତ ଋତୁସ୍ରାବର ଚିକିତ୍ସା ପଦ୍ଧତି
ଏଥିରେ ସବୁଠୁ ବଡ କାର୍ଯ୍ୟ ହେଉଛି ପଲିସିସି କଭେଣ୍ଟେଟ କାହିଁକିନା ଏହା ଆଜି କାଲି ବହୁତ କମନ ହୋଇଗଲାଣି । ଏହା ଯୋଗୁଁ ହିଁ ସମସ୍ତ ପ୍ରବଲେମ ଆରମ୍ଭ ହୋଇଥାଏ ଏବଂ ହୋଇଥାଏ । ଏଥିପାଇଁ ସବୁଠାରୁ ଆବଶ୍ୟକ ଆପଣ ମାନଙ୍କୁ ଡାଏଟ ଏବଂ ଏକ୍ଲାସାଇଜ ମାତ୍ର ମେଡିଟେସନକୁ ମଧ୍ୟ ଧ୍ୟାନ ହେବା ପାଇଁ ପଡିବ ।
ଯଦି କାହାର ବହୁତ ବଡ ରିକ୍ସ କି ବହୁତ ବ୍ଲିଡିଙ୍ଗ ହେଉଛି ସେଥିପାଇଁ ଅପରେସନ ବହୁତ ଦରକାର ପଡେ । ମାତ୍ର ଏହା ବ୍ୟତୀତ କେତେ ଗୁଡିଏ ସାଇଟ ରହିଥାଏ ମାତ୍ର କେତେକ କ୍ଷେତ୍ରରେ ମେଡିସିନ ଦ୍ୱାରା ମଧ୍ୟ ଆମେ ମାନେ ଟ୍ରିଟମେଣ୍ଟ ହୋଇପାରିବା । ଏହା ବିଶେଷ କରି ୟଙ୍ଗ ଝିଅ ମାନଙ୍କ ପାଖରୁ ଆରମ୍ଭ କରି ମିଡିଲ ବୟସ ପର୍ଯ୍ୟନ୍ତ ଏହି ପ୍ରବଲେମ ଦେଖା ଦେଇଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।