Odisha News Portal

ଦେଖନ୍ତୁ ଭିଡ଼ିଓ – ନିଜ ପୁରୁଣା ପ୍ରେମିକାକୁ ବିବାହ କଲେ ଜୀବନ ସାଥି ସିରିଏଲ ସତୀଶ କେମିତି ଧୁମ ଧାମ ହେଲା ଦେଖନ୍ତୁ

0 125

ପୁଣି ଥରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଆଉ ଜଣେ ଅଭିନେତା ସତିଶ । ଜୀବନ ସାଥି ଧାରାବାହିକ ରେ ଅଭିନୟ କରୁଥିବା ସତିଶ ବର୍ତ୍ତମାନ ବିବାହ ବନ୍ଧନ ରେ ବାନ୍ଧି ହୋଇ ଥିବାର ଖବର ଶୁଣିବାକୁ ମିଳୁଛି । ଜୀବନ ସାଥି ଧାରାବାହିକ ରେ ଅଭିନୟ କରି ସେ ଦର୍ଶକ ମାନଙ୍କ ହୃଦୟ କୁ ବେଶ୍ ଜିନିଥିଲେ ଆଉ ବର୍ତ୍ତମାନ ସେ ବିବାହ ବନ୍ଧନ ରେ ବାନ୍ଧି ହୋଇ ଅଛନ୍ତି ବୋଲି ଖବର ଶୁଣିବାକୁ ମିଳୁଛି। ତେବେ ସତିଶ ପୂର୍ବରୁ ଅନେକ ତରଙ୍ଗ ସିନେ ପ୍ରଡକ୍ସନ ଫିଲ୍ମ୍ ରେ ଅଭିନୟ କରି ଅଛନ୍ତି ଓ ଲୋକ ମାନଙ୍କୁ ମଧ୍ୟ ତାଙ୍କର ଅଭିନୟ ବେଶ୍ ଭଲ ଲାଗେ ।

ଜୀବନ ସାଥି ରେ ଅଭିନୟ କରୁଥିବା ଏହି ସତିଶ ଙ୍କ ପ୍ରକୃତ ନାମ ହେଉଛି ଉଦିତ । ଆଉ ଶୁଣିବାକୁ ମିଳିଛି ଯେ ସେ ତାଙ୍କର ନିଜର ପିଲା ବେଳର ସାଙ୍ଗ କୁ ହିଁ ପ୍ରେମ କରୁଥିଲେ ଓ ସେ ତାଙ୍କୁ ହିଁ ବିବାହ କରିଛନ୍ତି । ତେବେ ଏନେଇ ସତିଶ କିଛି କହି ନାହାନ୍ତି କିନ୍ତୁ କିଛି ରିପୋର୍ଟ ଅନୁସାରେ ଶୁଣିବାକୁ ମିଳିଛି ଯେ ସେ ବିବାହ କରିବାକୁ ଯାଉଛନ୍ତି ଆଉ ତାଙ୍କର ନିକଟ ଅତୀତରେ ନିର୍ବନ୍ଧ ସରି ଯାଇଛି । ଆଉ ଆଗକୁ ଦୁଇଜଣ ହାତ କୁ ଦୁଇ ହାତ ହେବାକୁ ଯାଉ ଅଛନ୍ତି ବୋଲି ଶୁଣିବାକୁ ମିଳୁଛି ।

ତେବେ ଦୁଇ ଜଣଙ୍କ ପରିବାର ର ସମସ୍ତ ଲୋକ ମାନଙ୍କ ର ଉପସ୍ଥିତି ରେ ଦୁଇ ଜଣଙ୍କ ର ନିର୍ବନ୍ଧ ସରିଥିବା ର ଦେଖିବାକୁ ମିଳିଛି ଓ ତାଙ୍କ ନିର୍ବନ୍ଧ ର ଫଟୋ ମଧ୍ୟ ଦେଖିବାକୁ ମିଳିଛି। ତେବେ ସେ ନିଜର ନିର୍ବନ୍ଧ କୁ ଖୁବ୍ ଧୁମ୍ ଧାମରେ ପାଳନ କରିଛନ୍ତି ଓ ନିଜ ନିର୍ବନ୍ଧ ରେ ସେ ବହୁତ୍ ଖୁସି ଥିବାର ନଜର ଆସିଛନ୍ତି ଓ ନିଜର ନିର୍ବନ୍ଧ ରେ ସେ କେକ ମଧ୍ୟ କାଟି ଥିବାର ନଜର ଆସିଛନ୍ତି । ସତିଶ ଗୁରୁ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଜଣେ ସଫଳ ଅଭିନେତା ଭାବେ ବେଶ୍ ପରିଚିତ ଅଟନ୍ତି ।

ସେ ଖୁବ୍ ସୁନ୍ଦର୍ ଅଭିନୟ କରି ଦର୍ଶକ ମାନଙ୍କ ମନକୁ ବେଶ୍ ଜିଣିଛନ୍ତି। ଆଗରୁ ସେ ଅନେକ ଚଳଚ୍ଚିତ୍ର ରେ ସାଇଡ ଆକ୍ଟିଂ କରୁଥିବାର ନଜର ଆସିଛନ୍ତି ଆଉ ବର୍ତ୍ତମାନ ସେ ଜୀବନ ସାଥି ଧାରାବାହିକ ରେ ସତିଶ ଭୂମିକା ରେ ଅଭିନୟ କରୁଥିବା ନଜର ଆସୁଛନ୍ତି । ତେବେ ବର୍ତ୍ତମାନ ସେ ନିଜର ପିଲା ବେଳର ସାଙ୍ଗ ଅର୍ଥାତ୍ ନିଜ ପ୍ରେମିକା କୁ ବର୍ତ୍ତମାନ ବିବାହ କରିବାକୁ ଯାଉଛନ୍ତି। ନିକଟ ରେ ତାଙ୍କର ନିର୍ବନ୍ଧ କାର୍ଯ୍ୟ ଶେଷ ହୋଇଛି।

ତେବେ ସେ ତାଙ୍କର ଏହି ନିର୍ବନ୍ଧ ଫଟୋ ସୋସିଆଲ ମିଡ଼ିଆ ରେ ସେୟାର କରି ନିଜ ଫ୍ୟାନ ମାନଙ୍କ ସହିତ ସେୟାର କରିଛନ୍ତି । ତାଙ୍କର ଫ୍ୟାନ ମାନେ ତାଙ୍କର ଯୋଡ଼ି କୁ ଖୁବ୍ ପସନ୍ଦ କରିବା ସହିତ ତାଙ୍କର ବିବାହ ପାଇଁ ତାକୁ ଶୁଭେଚ୍ଛା ଜଣାଇ ଅଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।