Odisha News Portal

ଦେଖନ୍ତୁ ଭିଡ଼ିଓ : ନିଜ ପ୍ରେମିକାର ବାହାଘର ରୋକିବାକୁ ମୁଖ୍ୟମନ୍ତ୍ରୀ ଙ୍କ ପାଖକୁ କମେଣ୍ଟ କରି ଅନୁରୋଧ କଲେ ଯୁବକ, ଆଉ ତା’ ପରେ…

ମୁଖ୍ୟମନ୍ତ୍ରୀ ସାର୍, ପ୍ଲିଜ୍ ମୋ ଗାର୍ଲ୍ ଫ୍ରେଣ୍ଡ୍ ର ବିବାହ ରୋକି ଦିଅ!!ମୋ ପ୍ରେମିକାର ବିବାହ ଆପଣ ରୋକି ଦିଅନ୍ତୁ ଅଶୋକ ଗେହାଲଟ ଜି।ଫଳରେ କାଲି ମୋ ଗାର୍ଲ୍ ଫ୍ରେଣ୍ଡ୍ ର ବାହାଘର ଅଛି,ସେ ବି ବନ୍ଦ ହେଇଯିବ।ଆଉ ଏଥିପାଇଁ ଆପଣ ଯଦି ଆଜି ଗାଇଡ ଲାଇନ୍ ବାହାର କରି ଦେବେ ତେବେ ଆସନ୍ତା ୫ ତାରିଖ ରେ ହେବାକୁ ଥିବା ସମସ୍ତ ବାହାଘର ବନ୍ଦ ହୋଇଯିବ ଏବଂ ଗାର୍ଲ ଫ୍ରେଣ୍ଡ୍ ର ବାହାଘର ମଧ୍ୟ ରୋକି ଯିବ। ଏହିଭଳି ଏକ ମେସେଜ ର ସ୍କ୍ରିନ୍ ଶଟ ରେ ମୋବାଇଲ୍ ରୁ ମୋବାଇଲ୍ କୁ ଘୂରି ବୁଲୁଛି। ବନ୍ଧୁଗଣ ଆପଣ ତ ଜାଣିଛନ୍ତି କରନା ମହାମାରୀ ତାର ପ୍ରକୋପ ସାରା ଦେଶରେ ଜାରି ରଖିଥିବା ବେଳେ ଏହି ସମୟରେ ଆପଣ ଅନେକ ଏମିତି ଖବର ଶୁଣିବାକୁ ପାଉଥିବେ।

କେତେବେଳେ ଏସବୁ ଖବର ଆପଣଙ୍କୁ ବିଚଳିତ କରୁଥିବ ତ ପୁଣି କେତେବେଳେ ଆପଣଙ୍କୁ ନିଜକୁ ସଚେତନ ହେବାକୁ ବାଧ୍ୟ କରୁଥିବ। କିନ୍ତୁ ଆଜି ଆମେ ଏକ ଏମିତି ଖବର ଆପଣଙ୍କୁ କହିବାକୁ ଯାଉଛୁ ଯାହା ଟିକେ ଭିନ୍ନ ଧରଣର। ନିଜର ପ୍ରେମକୁ ପାଇବା ପାଇଁ ଜଣେ ଅସଫଳ ପ୍ରେମିକ ଙ୍କ ପ୍ରୟାସ ଯାହା କରନା ମହାମାରୀ ସଂକ୍ରମଣରେ ହୋଇଥିବା କଟକଣା ସହ ଜଡ଼ିତ। ଆପଣଙ୍କୁ ଏକଥା ଶୁଣି ସାମାନ୍ୟ ଆଶ୍ଚର୍ଯ୍ୟ ଲାଗୁ ଥିବ ନିଶ୍ଚିତ, କିନ୍ତୁ ବାସ୍ତବରେ ଏହା ସତ ଘଟଣା। ତେବେ ଆସନ୍ତୁ ଜାଣିବା ଘଟଣା ଟି କଣ ଥିଲା?

ଆପଣଙ୍କୁ କହି ରଖୁଛୁ ଯେ ଏହି ଘଟଣାଟି ହେଉଛି ରାଜସ୍ଥାନର।ଏଠାରେ ଜଣେ ଯୁବକ ନିଜ ପ୍ରେମିକାର ବାହାଘର କୁ ରୋକିବା ପାଇଁ କରନା କଟକଣା ଲାଗୁ କରିବା ପାଇଁ ରାଜସ୍ଥାନ ର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଙ୍କ ପାଖକୁ ମେସେଜ କରି କମେଣ୍ଟ ରେ ଲେଖିଛନ୍ତି। ଯାହାର ସ୍କ୍ରିନ୍ ଶଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ତେବେ ଏହି କମେଣ୍ଟ ରେ ଯୁବକ ଜଣଙ୍କ ଲେଖିଛନ୍ତି ଯେ, ମୋ ପ୍ରେମିକାର ବିବାହ ଆପଣ ରୋକି ଦିଅନ୍ତୁ ଅଶୋକ ଗେହାଲଟ ଜି। କାଲି ମୋ ଗାର୍ଲ୍ ଫ୍ରେଣ୍ଡ୍ ର ବାହାଘର ଅଛି,ସେ ବି ବନ୍ଦ ହେଇଯିବ।ଆଉ ଏଥିପାଇଁ ଆପଣ ଆଜି ଗାଇଡ ଲାଇନ୍ ବାହାର କରି ଦିଅନ୍ତୁ ଫଳରେ ୫ ତାରିଖ ରେ ହେବାକୁ ଥିବା ସମସ୍ତ ବାହାଘର ବନ୍ଦ ହୋଇଯିବ।

ଏହାପରେ ଉଭୟ ଯୁବକ ଏବଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଙ୍କ ମେସେଜ ର ଏହି ସ୍କ୍ରିନ୍ ଶଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କାରଣ ନିଜର ପ୍ରେମିକାର ବାହାଘର ରୋକିବାକୁ ମୁଖ୍ୟମନ୍ତ୍ରୀ ଙ୍କୁ ମେସେଜ କରିବା ଏକ ମଜାଦାର କଥା ନିଶ୍ଚିତ ଭାବରେ। ଅନେକ ଲୋକ ଏହି ମେସେଜ ର ସ୍କ୍ରିନ୍ ଶଟ କୁ ସେୟାର ମଧ୍ୟ କରି ଥିବାର ଦେଖିବାକୁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।