ଶୀତ ଦିନ ହେଉ ବା ଗରମ କିଛି ବ୍ୟକ୍ତିଙ୍କର ଓଠ ଫାଟିବା ସମସ୍ୟା ରହିଥାଏ , ଓଠ ଫିଟିବାର ଅନେକ କାରଣ ରହିଥାଏ ସେଥିମଧ୍ୟରୁ ମେନ ରିଜନ ହେଉଛି ଆପଣ ମାନେ ଜଦି ସାଫିସିଏଣ୍ଟ ପାଣି ପିଉନାହାନ୍ତି । ସେହିପରି ଓଠ କଳାପଡିବାର ମଧ୍ୟ ବହୁ ରିଜନ ଥାଏ , ସେଥିମଧ୍ୟରୁ ମେନ ରିଜନ ହେଉଛି ଯଦି ଆପଣ ସାଫିସିଏଣ୍ଟ ପାଣି ସେବନ କରୁ ନାହାନ୍ତି । ଯଦି ଆପଣଙ୍କ ଓଠ କଳାପଡିଯାଇଛି ବା ଫାଟୁଛି ତେବେ ଆଜି ଆମେ ଆପଣ ମାନଙ୍କୁ ଏକ ସହଜ ହୋମ ରେମିଡି ସେୟାର କରିବୁ ଯାହାକୁ କରି ଆପଣ ନିଜର ଓଠ ଫାଟିବା ବା କଳା ପଡିବା ପ୍ରବ୍ଲେମକୁ କମ କରି ପାରିବେ ।
ଆବଶ୍ୟକ ସାମଗ୍ରୀ :-
1. ମହୁ
2. ଚିନି
3. ବିଟ
4 ବେସନ
5. ଏଲୋବିରା
6. ଗ୍ଲିସରୀନ
ପ୍ରସ୍ତୁତି ପ୍ରଣାଳୀ :-
ଏକ୍ସପୋଲିଏସନ :-
ଓଠକୁ ପିଙ୍କ ବନିବାର ବହୁତି ସହଜ 2 ଟି ଷ୍ଟେପ , ପ୍ରଥମଟି ହେଉଛି ଏକ୍ସପୋଲିଏସନ ଏବଂ ସେକେଣ୍ଡ ଟି ହେଉଛି ମଶ୍ଚରାଇଜେସନ । ପ୍ରଥମରେ ଏକ୍ସପୋଲିଏସନ ପାଇଁ ଆପଣଙ୍କୁ ଆବଶ୍ୟକ ଏକ ଟୁଥବ୍ରସ । ଏହାପରେ ଆପଣଙ୍କୁ ଆବଶ୍ୟକ ଅଳ୍ପ ହନି , ଅଳ୍ପ ହନିକୁ ଏମିତି ଟୁଥବ୍ରସରେ ନେଇ ଯାଆନ୍ତୁ । ତା ଉପରେ ଅଳ୍ପ ଚିନି ଏଡ୍ କରନ୍ତୁ , ତାପରେ ସେହି ବ୍ରସକୁ ନିଜ ଲିପ ଉପରେ ସରକୁଲାର ମସନ ରେ ସ୍କ୍ରବ କରନ୍ତୁ ।
ଏମିତି କରିବା ଦ୍ୱାରା ଆପଣଙ୍କ ଲିପରୁ ସବୁ ଡେଟ୍ ସ୍କିନ ବାହାରିଯିବ ଆଉ ଆପଣଙ୍କ ଲିପ ପୂରା ସଫ୍ଟ ବନିଯିବ । ହନି ଆମ ଲିପ କୁ ପିଙ୍କ ବନିବାରେ ବହୁତ ସାହାର୍ଯ୍ୟ କରିଥାଏ , ଏହା ଆପଣଙ୍କ ଲିପରୁ ସବୁ ଡେଟ୍ ସେଲକୁ ବାହର କରିବ । ଏହାକୁ ସପ୍ତାହରେ ଥରେ ମଧ୍ୟ କରିପାରିବେ କିନ୍ତୁ ଏହାକୁ 7 ରୁ 8 ମିନିଟ ସ୍କ୍ରବ କରିବେ , ଆଉ ଯଦି ଡେଲି କରୁଛନ୍ତି ତେବେ 1 ରୁ 2 ମିନିଟ ସ୍କ୍ରବ କରିବା ପରେ ଲିପକୁ ଧୋଇନେବେ ।
ମଶ୍ଚରାଇଜେସନ :-
ଏଥିପାଇଁ ଆପଣଙ୍କୁ ଦରକାର ଅଳ୍ପ ବିଟ , ଅଳ୍ପ ବିଟ୍ ନେଇ ଆପଣ ଏହାର ଜୁସ ବାହାର କରି ନିଅନ୍ତୁ ଏବଂ ତାହାକୁ ଏକ ବାଉଲରେ ରଖନ୍ତୁ । ଏହାପରେ ସେଥିରେ ଏଡ୍ କରନ୍ତୁ ଅଳ୍ପ ବେସନ , ବେସନ ଆମ ଲିପର ଡାର୍କନେସ୍ କୁ ହଟେଇବାରେ ବହୁତ ଅଧିକ ସାହାର୍ଯ୍ୟ କରିଥାଏ । ନେକ୍ସଷ୍ଟ ଏଥିରେ ଏଡ୍ କରନ୍ତୁ ଅଳ୍ପ ଏଲୋବିରା ଜେଲ , ଏହାପରେ ଏଡ୍ କରନ୍ତୁ 6 ରୁ 7 ଟୋପା ଗ୍ଲିସରିନ ଏସବୁ କୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ ।
ବ୍ୟବହାର ପ୍ରଣାଳୀ :-
ଏହାକୁ ଲିପରେ ଏହି ପ୍ରକାରରେ ଆପ୍ଲାଏ କରନ୍ତୁ , ବିଟ ର ଜୁସ ଆମ ଲିପ ଉପରେ ନେଚୁରାଲ ପିଙ୍କ କଲର ଆଣିବାରେ ସାହାର୍ଯ୍ୟ କରିଥାଏ । ବେସନ ଆମ ଲିପରୁ କଳାପଣ ହଟେଇଥାଏ , ଏଲୋବିରା ଆମ ଲିପକୁ ହାଇଡ୍ରେଟ ରଖିବ ଏବଂ ଗ୍ଲିସରିନ ଆମ ଲିପ କୁ ସଫ୍ଟ ରଖିବ । ଏହାକୁ ଆପ୍ଲାଏ କରିସାରିବା ପରେ 5 ରୁ 10 ମିନିଟ ଏହାକୁ ରଖନ୍ତୁ , ତାପରେ ଏମିତି ଆଙ୍ଗୁଠି ସାହାର୍ଯ୍ୟରେ ଏହାକୁ ମସାଜ କରନ୍ତୁ । ଏହାପରେ ଧୋଇ ଦିଅନ୍ତୁ , ଏହାକୁ ସପ୍ତାହରେ ଥରେ କରନ୍ତୁ ଦେଖିବେ ଆପଣଙ୍କ ଲିପ ପୂରା ପିଙ୍କ ହୋଇଯିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।