Odisha News Portal

ଧା-ତୁ ମୋଟା କରିବେ କିପରି ? ଏହା ବୟସ୍କ ଏବଂ ଦାମ୍ପତ୍ୟ ମାନଙ୍କ ପାଇଁ – gupta katha

ଶରୀରରେ ଧାତୁ ଏକ ବିଶେଷ କାର୍ଯ୍ୟ କରିଥାଏ। କୁହାଯାଏ ଧାତୁ ହେଉଛି ଶରୀରର ରାଜା ଅଟେ। ତେଣୁ ଧାତୁ ବିହୀନ ଶରୀର ନିରସ ଏବଂ ନିସ୍ତେଜ ଭଳି ଲାଗିଥାଏ। ଚମକ ଦେଖିବାକୁ ମିଳି ନଥାଏ। ଯେଉଁ ପାଇଁ କୁହାଯାଏ ଧାତୁ ହେଉଛି ଶରୀରର ରାଜା।ତେବେ ଆଜିକାଲିର ଦୁନିଆରେ ବିଭିନ୍ନ କାରଣ ପାଇଁ ଶରୀରରୁ ଧାତୁ କ୍ଷୟ ହେବା, ଧାତୁ ପତଳା ହେବା ଆଦି ରୋଗ ଦେଖିବାକୁ ମିଳିଥାଏ। ଯାହା କିଶୋର ଏବଂ ଯୁବା ଵସ୍ଥା ସମୟରେ ଅନେକ ସମସ୍ୟା ସୃଷ୍ଟି କରିଥାଏ। ଅନେକଙ୍କ ପାଖରେ ଏଥିପାଇଁ ଭିନ୍ନ ଭିନ୍ନ ରୋଗ ଦେଖାଯାଏ ଏବଂ ଅକାଳରେ ମୃତ୍ୟୁ ମଧ୍ୟ ଘଟିଥାଏ ଅତ୍ୟଧିକ ଧାତୁ କ୍ଷୟ ପାଇଁ।

ଏଥିପାଇଁ ଆପଣ ଅନେକ ପ୍ରକାର ଉପାୟ ଏବଂ ଉପଚାର ମାନ ଅବଲମ୍ବନ କରିଥାନ୍ତି। କିନ୍ତୁ ଏହାର କୌଣସି ସ୍ଥାୟୀ ସମାଧାନ ହୋଇ ନଥାଏ।ତେବେ ଏହାର ଉଚିତ୍ ସମାଧାନ ଏବଂ ଉପଚାର ସଦୃଶ ଆମେ ଆୟୁର୍ବେଦିକ ଚିକିତ୍ସା କୁ ଅଧିକ ଗୁରୁତ୍ବ ଦେଇଥାଉ। ଏଥିପାଇଁ ଆୟୁର୍ବେଦ ରେ ବର୍ଣ୍ଣିତ ଥିବା ଔଷଧ ଏବଂ ବିଧି ଅନୁସାରେ ଆମକୁ ଯିବାକୁ ପଡିବ ଯାହା ସ୍ବପ୍ନ ଦୋଷ, ଧାତୁ ସମସ୍ୟା ଏବଂ ଧାତୁ ପତଳା ହେବା ଆଦି ସମସ୍ୟା କୁ ଦୂର କରିଥାଏ।ତେବେ ଆସନ୍ତୁ ଆଜି ଆମେ ଏହି ଲେଖାରେ ଏହି ସମ୍ବନ୍ଧିତ ସମସ୍ୟା ର ସମାଧାନ ଏବଂ ତାର ଉଚିତ ପ୍ରତିକାର ବିଷୟରେ ଆଲୋଚନା କରିବା, ଯାହା ବହୁତ ସହଜ ଉପଚାର ଅଟେ ଏବଂ ଲାଭଦାୟକ ମଧ୍ୟ ଅଟେ।

୧) ଅଶ୍ୱଗନ୍ଧା ଏବଂ ମଧୁ ଚୂର୍ଣ୍ଣ ର ଉପଚାର- ଏଥିପାଇଁ ଆପଣଙ୍କୁ ମଧୁ ଚୂର୍ଣ୍ଣ ଏବଂ ଅସ୍ଵଗନ୍ଧା ଚୂର୍ଣ୍ଣ ଏକ ଚାମଚ ନେଇ ଏଥିରେ ଘିଅ କିମ୍ବା ମହୁ ମିଶାଇ ଏହାକୁ ଚାଟି ଚାଟି ଖାଇବାକୁ ପଡ଼ିବ। ଆଉ ଏହାପରେ ଆପଣଙ୍କୁ ଏକ ଗ୍ଲାସ୍ କ୍ଷୀରର ସେବନ କରିବାକୁ ପଡିବ। ଏଭଳି କିଛି ଦିନ କରିବା କରିବା ଦ୍ଵାରା ଆପଣଙ୍କ ଧାତୁ ପତଳା ରୁ ଧୀରେ ଧୀରେ ବହଳ ହେବାକୁ ଲାଗିବ।

୨) ବାଇଡଙ୍ଗ ଓ କାଇରେଲା ଚୂର୍ଣ୍ଣ ର ଉପଚାର- ଆପଣ ବାଇଡଙ୍ଗ ମଞ୍ଜିକୁ କାଇରେଲା ସହ ମିଶାଇ ଚୂର୍ଣ୍ଣ କରି ଆଗରୁ ରଖନ୍ତୁ।ଏହି ମିଶ୍ରଣକୁ ଦିନକୁ ଦୁଇ ବେଳା ଦୁଗ୍ଧ ସହ ପିଇଲେ ଶୀଘ୍ର ପତନ ସମସ୍ୟା ଦୂର ହୋଇଥାଏ।

୩) ବୁଟ ପାଣି ଉପଚାର- ଆପଣ ରାତିରେ କିଛି ବୁଟକୁ ପାଣିରେ ବତୁରାଇ ସକାଳୁ ଏହାକୁ ଖାଇବା ପରେ ଏହାର ପାଣିକୁ ମଧ୍ୟ ପିଇ ଦିଅନ୍ତୁ। ଏହା ଦ୍ବାରା ବୀର୍ଯ ଧାରଣ କ୍ଷମତା ବୃଦ୍ଧି ପାଇଥାଏ।

୪) ନିୟମିତ ଯୋଗାଭ୍ୟାସ- ପ୍ରତିଦିନ ଅଳ୍ପ ସମୟ, ଚାଲିବା, ଯୋଗ କରିବା ଏବଂ ଧ୍ୟାନ କରିବା ଭଳି ଶରୀର ଉପଯୋଗୀ କାର୍ଯ୍ୟ କରନ୍ତୁ, ଯାହା ଫଳରେ ଏହା ଆପଣଙ୍କ ଶରୀର ଉପରେ ଭଲ ପ୍ରଭାବ ପକାଇବା ସହ ଆପଣଙ୍କୁ ସକାରାତ୍ମକ ଚିନ୍ତାଧାରା ଭିତରେ ରଖିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।