ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣଙ୍କ ମନ ମଧ୍ୟ ଖୁସି ହୋଇଯିବ ବୋଲି କୁହାଯାଉଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଅଶ୍ୱିନ ଓ ପ୍ରେରଣା ବର୍ତ୍ତମାନ ପ୍ରେମ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଆଉ ତାଙ୍କର ଗୋଟିଏ ନୂଆ ଲାଇଫ ର ଆରମ୍ଭ ମଧ୍ୟ କରୁଥିବାର ଦେଖିବାକୁ ମିଳିଛି | ତେବେ ସେମାନଙ୍କର ଭଲ ପାଇବା କୁ ନେଇକି କଣ କହିଛନ୍ତି ଅଶ୍ୱିନ ଓ ପ୍ରେରଣା ଆସନ୍ତୁ ସେ ସମସ୍ତ କଥା ବିଷୟରେ ଜାଣିବା |
ତେବେ ଆପଣ ମାନେ ଅଲିଉଡ ର ଦୁନିଆରେ ନିଜର ଅଭିନୟ ସହିତ ବିଭିନ୍ନ ପ୍ରକାରର ମ୍ୟୁଜିକ ଭିଡ଼ିଓ ରେ କାମ କରିଥିବା ଅଶ୍ୱିନ ଙ୍କ ବିଷୟରେ ଜାଣିଥିବେ ଓଡିଶା ର ଜଣେ ଜଣା ଶୁଣା ଅଭିନେତା | ତାହା ସହିତ ଅନେକ ଗୁଡିଏ ଆଲବମ ରେ ଅଭିନୟ କରି ଦର୍ଶକ ମାନଙ୍କର ମନରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ଏହି ହିରୋ ଜଣଙ୍କ | ତେବେ ଅଶ୍ୱିନ ବିବାହ କରିବାକୁ ଯାଉଛନ୍ତି ତାଙ୍କର ଜଣେ ସାଥି ପ୍ରେରଣା ଙ୍କୁ | ତେବେ ପ୍ରେରଣା ଯିଏକି ଅନେକ ଗୁଡିଏ ଓଡ଼ିଆ ଇଣ୍ଡୋଷ୍ଟ୍ରି ରେ କାମ କରିଛନ୍ତି ଓ ତାହା ବ୍ୟତୀତ ଅନେକ ଶୋ ରେ ଏଙ୍କରିଂ ମଧ୍ୟ କରିଛନ୍ତି |
ଆଉ ଯାହା ଜଣା ପଡିଛି କି ବର୍ତ୍ତମାନ ଅଶ୍ୱିନ ଓ ପ୍ରେରଣା ପ୍ରେମ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଓ ସାତ ଜନ୍ମ କୁ ସାଥି ହେବା ପାଇଁ ମଧ୍ୟ ଶପଥ ନେଇଛନ୍ତି ସେମାନେ ଓ ସାରା ଜୀବନ ଏକାଠି ରହିବେ ବୋଲି କହିଛନ୍ତି | ଏହା ବ୍ୟତୀତ ଯାହା କୁହାଯାଉଛି କି ପ୍ରେରଣା ତାଙ୍କର ଲଭ ଷ୍ଟୋରି ବିଷୟରେ କହିବାକୁ ଯାଇ କହିଛନ୍ତି କି ଫ୍ଲିମ ଇଣ୍ଡୋଷ୍ଟ୍ରି ରେ ଦୁଇଜଣ ପାଦ ଦେଇଥିଲେ ଆଉ ଦୁଇଜଣ ସାଙ୍ଗ ହେଇ କାମ କରୁଥିବା ବେଳେ ସେମାନଙ୍କୁ ଲାଗିଲା କି ସେମାନେ ସାରା ଜୀବନ ପାଇଁ ସାଥି ହୋଇ ରହିବା ପାଇଁ ଚାହୁଁଛନ୍ତି | ଆଉ ତାହା ପରେ ସେମାନେ ବିବାହ କରିବା ପାଇଁ ମନସ୍ଥ କରିଛନ୍ତି |
ଯାହା କହିଛନ୍ତି କି ସେମାନେ କେବେ କାହାକୁ ପ୍ରପୋଜ କରି ନାହାନ୍ତି ଆଜି ଯାଏ, ଆଉ ଦୀର୍ଘ 8 ବର୍ଷ ର ପ୍ରେମ ସମ୍ପର୍କ ପରେ ସେମାନେ ବିବାହ କରିବାକୁ ଲାଗିଛନ୍ତି | ଆଉ ସେମାନଙ୍କର ଭଲ ପରଶୋନାଲିଟି ସେମାନଙ୍କର ଦୁଇଜଣଙ୍କ ପସନ୍ଦ ଆସିଥିଲା ଆଉ ସେମାନେ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ନିଷ୍ପତ୍ତି ନେଇଥିଲେ | ଯାହା ଜଣା ପଡିଛି କି ଆଜି ଅଶ୍ୱିନ ଓ ପ୍ରେରଣା ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଓ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାକୁ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।