ନିଜ ଗାଁ ଯାତ୍ରା ଷ୍ଟେଜରେ କମାଲ କଲେ super comedyan ” ଗୁଲୁଆ ” କଲେ କମାଲ ଦେଖନ୍ତୁ Viral ଭିଡ଼ିଓ….

ସୋସିଆଲ ମିଡ଼ିଆ ଯୋଗୁଁ ଆଜିର ଦିନରେ ବଣର ମଲ୍ଲୀ ଏବେ ବଣରେ ଫୁଟି ମଉଳି ନଯାଇ ଲୋକ ଲୋଚନ କୁ ଆସି ପାରୁଛି ବିଭିନ୍ନ କ୍ଷେତ୍ରରେ କୃତକାର୍ଯ୍ୟ ହୋଇଥିବା ବ୍ୟକ୍ତିମାନଙ୍କୁ ଖୋଜି ସାମ୍ନା କୁ ଆଣି ପାରୁଛି ଆଜିର ସୋସିଆଲ ମିଡିଆ। ତେବେ ସୋସିଆଲ ମିଡିଆକୁ ମାଧ୍ୟମ କରି ଓଡ଼ିଶାରେ ଅନେକ ୟୁଟ୍ୟୁବର ରହିଛନ୍ତି ଯେଉଁ ମାନେ କି ନିଜ ଟେଲେଣ୍ଟକୁ ଶୋ କରି ଆଜି ଓଡିଶାର ଘରେ ଘରେ ପରିଚିତ ହୋଇ ପାରିଛନ୍ତି। ସେମିତି ଜଣେ ୟୁଟ୍ୟୁବର ହେଉଛନ୍ତି ମିଷ୍ଟର୍ ଗୁଲୁଆ।

ଆପଣ ମାନେ ମିଷ୍ଟର୍ ଗୁଲୁଆ ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । ସେ ତାଙ୍କ ମଜାଦାର କମେଡି ଭିଡିଓ ମାଧ୍ୟମ୍ ରେ ଖୁବ୍ ପରିଚିତ୍ ଅଛନ୍ତି ମିଷ୍ଟର୍ ଗୁଲୁଆ ଙ୍କ ସବୁ ଭିଡିଓ ଦେଖି ଥିବେ ଆପଣ ମାନେ ଆଉ ସେହି ସବୁ ଭିଡିଓ ଦେଖି ଆପଣ ବହୁତ ମଜ୍ଜା ନେଉଥିବେ। ମିଷ୍ଟର ଗୁଲୁଆ ଙ୍କ ପ୍ରତି ଭିଡିଓ ରେ ଭରି ରହିଥାଏ ଭରପୁର ହାସ୍ୟରସ। ଯାହାକୁ ଦର୍ଶକ ମାନେ ବହୁ ମାତ୍ରାରେ ପସନ୍ଦ କରିଥାନ୍ତି।

ତେବେ ଓଡ଼ିଶାର ପୁରୀ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ମିଷ୍ଟର ଗୁଲୁଆ।ତାଙ୍କର ପ୍ରକୃତ ନାମ ହେଉଛି ଆଶିଷ କୁମାର ଦାସ। କିନ୍ତୁ ସେ ମିଷ୍ଟର ଗୁଲୁଆ ନାମରେ ବେଶ୍ ପ୍ରଶଂସା ହାସଲ କରିଛନ୍ତି। ନିଜର ସଫଳତା ପାଇଁ ଅସଂଖ୍ୟ ଦର୍ଶକ ମାନଙ୍କ ଭଲପାଇବା ସାଉଁଟି ପାରିଛନ୍ତି ଏହି ୟୁଟ୍ୟୁବର ଜଣକ। ୟୁଟ୍ୟୁବରେ ମିଷ୍ଟର ଗୁଲୁଆଙ୍କ ଭିଡିଓ ଅପଲୋଡ଼ ହେବା ପରେ ଲକ୍ଷ ଲକ୍ଷ ଦର୍ଶକ ଏହାକୁ ଦେଖିଥାନ୍ତି। ଆଉ ଲାଇକ ମଧ୍ୟ କରି ଥାନ୍ତି।

ସବୁ ସମୟରେ କମେଡି କରୁଥିବା ମିଷ୍ଟର ଗୁଲୁଆ ଆଜି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି। ତାଙ୍କର ଏ ସଫଳତା ପଛରେ ରହିଛି ବହୁତ ପରିଶ୍ରମ। ସେଥିପାଇଁ ସେ ଆଜି ଘରେ ଘରେ ପରିଚିତ ହୋଇ ପାରିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ବହୁତ୍ ଫୋଲର ମଧ୍ୟ ରହିଛନ୍ତି। ୟୁଟ୍ୟୁବରେ କମେଡି କରିବା ସହିତ ଅନେକ ଗୁଡ଼ିଏ ସିନେମା ରେ ମଧ୍ୟ ନଜର ଆସିଛନ୍ତି ମିଷ୍ଟର ଗୁଲୁଆ। ଏହା ସହିତ ବିଭିନ୍ନ ପ୍ରୋଗ୍ରାମ ରେ ମଧ୍ୟ କମେଡି କରୁ ଥିବାର ନଜର ଆସିଛନ୍ତି ମିଷ୍ଟର ଗୁଲୁଆ।

ତେବେ ନିକଟରେ ମିଷ୍ଟର ଗୁଲୁଆ ନିଜ ଗାଁରେ ପ୍ରୋଗ୍ରାମ କରିଛନ୍ତି। ପ୍ରଥମ ଥର ପାଇଁ ନିଜ ଗାଁ ମାଟିରେ ପ୍ରୋଗ୍ରାମ କରି ମିଷ୍ଟର ଗୁଲୁଆ ଖୁବ୍ ଖୁସି ଅଛନ୍ତି ବୋଲି କହିଛନ୍ତି। ତାଙ୍କ ଗାଁ ରେ ହେଉଥିବା ମକର ଉତ୍ସବ ରେ ପହଁଚି ଥିଲେ ମିଷ୍ଟର ଗୁଲୁଆ। ଆଉ ସେଠାରେ ତାଙ୍କୁ ଖୁବ୍ ସୁନ୍ଦର୍ ଭାବେ ସ୍ବାଗତ ମଧ୍ୟ କରା ଯାଇଥିଲା।ମିଷ୍ଟର ଗୁଲୁଆ କମେଡି କରିବା ସହିତ ଗୀତ ମଧ୍ୟ ଗାଇଥିଲେ। ଆଉ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment