Odisha News Portal

ନିଆଁ ଭଳି ଭାଇରାଲ ହେଉଛି ଏହି ଅଭିନେତ୍ରୀ ଙ୍କର ଡେନସ ରେ ଡ୍ରେସ ଖୋଲିଦେବା ଭିଡିଓ ଆଉ ତା’ପରେ ଯାହା ହେଲା

ଆପଣ ମାନେ ତ ଜାଣିଛନ୍ତି କି ବଲିଉଡ ଜଗତରେ ଏମିତି ଅଭିନେତ୍ରୀ ମାନେ ରହିଛନ୍ତି ଯେଉଁ ମାନେ କି ନିଜର ଆକ୍ଟିଙ୍ଗ୍, ଡ୍ୟାନ୍ସ ଆଦି ଅପେକ୍ଷା ନିଜର ସୁନ୍ଦରତା ପାଇଁ ବେଶୀ ପ୍ରସିଦ୍ଧ। ସେମାନେ ପ୍ରକୃତ ରେ ଏତେ ସୁନ୍ଦର କି ତାଙ୍କୁ ପ୍ରଡ୍ୟୁସର୍ ମାନେ ଅଧିକ ରୁ ଅଧିକ ଫିଲ୍ମ ରେ ରଖିବା ପାଇଁ ଚାହାଁନ୍ତି, ଯାହା ଦ୍ୱାରା କି ସେମାନଙ୍କ ଫିଲ୍ମ ସୁପରହିଟ୍ ହେବ । କେବଳ ଆମ ଦେଶର ହିରୋଇନ ମାନେ ନୁହନ୍ତି ବରଂ ଅନ୍ୟ ଦେଶର ହିରୋଇନ ମାନେ ମଧ୍ୟ ଅଭିନୟ କରୁଛନ୍ତି ଏବଂ ତାଙ୍କର ପିଲ୍ମ ହିଟ ମଧ୍ୟ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏମିତି ଜଣେ ହିରୋଇନଙ୍କ ବିଷୟରେ କହିବୁ ଯିଏ କି ଏବେ ବହୁତ ଚର୍ଚ୍ଚାରେ ରହିଛନ୍ତି । ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ ।

ବଲିଉଡର ହିରୋଇନ୍ ହେଉଛନ୍ତି ଉର୍ବଶୀ ରେଟେଲା ଯିଏ କି ନିଜ ର ସୁନ୍ଦରତା ପାଇଁ ଅଧିକ ପ୍ରସିଦ୍ଧ , ତାଙ୍କୁ ପ୍ରକୃତି ସୁନ୍ଦରୀ ବୋଲି ମଧ୍ୟ କୁହାଯାଏ । ଉର୍ବଶୀ ଚାଇନା ରେ ହୋଇଥିବା ଏକ ପ୍ରତିଯୋଗିତା ରେ ଉଈନ୍ ହୋଇଥିଲେ ଯାହାର ନାମ ଥିଲା ଟୁରୀଜମ୍ କୁଈନ୍ ଅଫ୍ ଦି ଇଅର୍ 2011।

ଏହା ପରେ ଉର୍ବଶୀ ବେଶ୍ ଚର୍ଚ୍ଚିତ ଏକ ଚେହେରା ପାଲଟି ଯାଇଥିଲେ,ଏହାପରେ ତାଙ୍କୁ ଅନେକ ଗୁଡିଏ ଫିଲ୍ମ ରେ କାମ କରିବା ପାଇଁ ଅଫର୍ ମଧ୍ୟ ମିଳିଲା । ବଲିଉଡ୍ କୁ ସେ ସିଂହ ସାହାବ ଦି ଗ୍ରେଟ୍ ଫିଲ୍ମ ଦ୍ୱାରା ଫେରି ଆସିଥିଲେ। ଏହି ଫିଲ୍ମ ଦ୍ୱାରା ଉର୍ବଶୀ ସମସ୍ତ ଙ୍କୁ ନିଜର ଦିୱାନା କରିଦେଇଥିଲେ , ଆଉ ଏପରି ଅନେକ ଫିଲ୍ମ ଅଛି ଯେଉଁଥିରେ ଉର୍ବଶୀ ରେଟେଲା ନିଜର ସମସ୍ତ ବୋଲ୍ଡନେଶ୍ ର ସୀମା ପାର କରି ଯାଇଛନ୍ତି ।

ଏବେ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ବହୁତ ମାତ୍ରାରେ ବାଇରାଲ ହେବାରେ ଲାଗିଛି । ତେବେ ସେହି ଭିଡିଓରେ ଦେଖା ଦେଇଛି କି ଉର୍ବଶୀ ରେଟେଲା ନିଜର ଏକ ଡ୍ୟାନ୍ସ ପ୍ରାକ୍ଟିସ୍ ସମୟ ରେ ନିଜର ଟପ୍ସ ଓହ୍ଲାଇ ଦେଇଥିଲେ । ଏହା ପରେ ଏହି ଡ୍ୟାନ୍ସକୁ ସେ ନିଜର ଇନଷ୍ଟାଗ୍ରମ ପେଜରେ ଛାଡିଥିସେ , ଯେଉଁ ଡ୍ୟାନ୍ସକୁ ଲକ୍ଷ ଲକ୍ଷ ଲୋକମାନେ ଦେଖଇଛନ୍ତି । ଅନେକ ଲୋକ ଉର୍ବଶୀ ଙ୍କ ର ଏପରି ମୁଭ୍ କୁ ବହୁତ ପ୍ରଶଂସା କରିଥିଲେ ଏବଂ ଆଉ ଅନେକ ଲୋକ ଏହାକୁ ନେଇ ଉର୍ବଶୀ ଙ୍କୁ ଅନେକ ଗାଳି ମଧ୍ୟ ଦେଇଥିଲେ ।

ଆହୁରି ଏକ କଥାରେ ମଧ୍ୟ ଉର୍ବଶୀ ବହୁତ ଚର୍ଚ୍ଚାରେ ଆସିଥିଲେ , କଥାଟି ହେଉଛି କି ପ୍ରଡ୍ୟୁସର୍ ଜୟନ୍ତୀ ଲାଲ୍ ଗଡା ଙ୍କ ର ପୁଅ ର ରିସେପ୍ସନ୍ ପାର୍ଟି ରେ ଉର୍ବଶୀ ଯାଇଥିଲେ ଏବଂ ପାର୍ଟିରେ ଥିବା ସମସ୍ତ ଲୋକଙ୍କ ସହ ଉର୍ବଶୀ ମିସିଥିଲେ । ତେବେ ସେହି ପାର୍ଟିରେ ବେନି କାପୁର ମଧ୍ୟ ଥିଲେ ତେବେ ଉର୍ବଶୀ ତାଙ୍କ ମହ ମଧ୍ୟ କଥା ହୋଇଥିଲେ ।

ମାତ୍ର ଉର୍ବଶୀ ବେନି ପାକୁରଙ୍କ ସହ କଥା ହେୁଥିବା ସମୟରେ କ୍ୟାମେରା ମ୍ୟାନ ଜଣକ ଏପରି କିଛି ଫଟୋ ଏବଂ ଭିଡିଓ କରି ଦେଇଥିଲେ, ଯାହା ପରେ ସୋସିଆଲ୍ ମିଡିଆ ରେ ଭାଇରାଲ୍ ହେବା ପରେ ଉର୍ବଶୀ ଙ୍କୁ ଏଥିପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ପରେ ଉର୍ବଶୀ କହିଥିଲେ କି ଆପଣ ମାନେ ଯାହା ବି ଦେଖିଛନ୍ତି ତାହା କିଛି ବି ନୁହେଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।