Odisha News Portal

ଆଶ୍ଚର୍ଯ୍ୟ ଜନକ ବିବାହ ! ନିଜ ଝିଅକୁ ବିବାହ କଲା ପିତା , ଆଉ ଚତୁର୍ଥୀ ରାତିରେ ଏମିତି କିଛି ଅଘଟଣ ଘଟିଗଲା ଜାଣିଲେ ହୋସ ରହିବନି……

0 4

ବର୍ତ୍ତମାନ ସମୟରେ ଏକ ଆଶ୍ଚର୍ଯ୍ୟ ଜନକ ଖବର ସାମ୍ନାକୁ ଆସିଛି । ଯାହା ଆପଣ ମାନେ ଶୁଣିଲେ କେବେ ବି ବିଶ୍ବାସ କରି ପାରିବେ ନାହିଁ । ଆଉ ତାହା ଶୁଣିବା ପରେ ପୂରା ଚକ୍କିତ ହୋଇଯିବେ । ତେବେ ଘଟଣାଟି ହେଉଛି ଝିଅ କୁ ବିବାହ କରିବାକୁ ଚାହୁଁଥିଲେ ନିଜର ବାପା । ହଁ ଆଜ୍ଞା ଆପଣ ସଂମ୍ପୂର୍ଣ୍ଣ ଭାବରେ ଠିକ୍ ଶୁଣିଛନ୍ତି । ତେବେ ଏହି ଖବର ଟି ଶୁଣିଲା ପରେ ଆପଣଙ୍କୁ ନିଶ୍ଚିତ ଭାବରେ ଏକ ଶକ୍ତ ଝଟକା ଲାଗିଥିବ । କିନ୍ତୁ ଏହି ଘଟଣାଟି ହେଉଛି ନିରାଟ ସତ୍ୟ । ତେବେ ଚାଲନ୍ତୁ ଜାଣିବା କଣ ରହିଥିଲା ଏହା ପଛରେ ପ୍ରକୃତ ରହସ୍ୟ ।

ତେବେ କଣ ଆପଣ ଆଗରୁ କେବେ ଶୁଣିଛନ୍ତି କି ବାପା ନିଜ ଝିଅ କୁ ବିବାହ କରିବା କଥା । ଏହା ଶୁଣିବା ପରେ ଆପଣ କେବେ ବିଶ୍ବାସ କରି ପାରୁନଥିବେ ଏବଂ ଆପଣଙ୍କୁ ବହୁତ ଆଶ୍ଚର୍ଯ୍ୟ ଲାଗୁଥିବ । ତେବେ ଆମେ ମାନେ ଜୀବନରେ ବହୁତ କିଛି ଭୂଲ କରି ଥାଉ କିନ୍ତୁ କିଛି ଏପରି ଭୂଲ ରହିଛି ଯେଉଁ ଥିରେ କ୍ଷମା ମିଳିବା ଅସମ୍ଭବ ଅଟେ ଏବଂ ତାହାର ସମାଧାନ ମଧ୍ୟ ବହୁତ ଜଟିଳ ଅଟେ ।


ଯେଉଁ ଭୂଲ ଆମେ କରି ଦେଲେ ତାହାକୁ କେହି କ୍ଷମା କରି ପାରିବେ ନାହିଁ । ତେବେ ସେମିତିକା ଊୁଲ କରିବା ପୂର୍ବ ରୁ ଆମେ ଶହେ ଥର କଣ ହଜାରେ ଲକ୍ଷେ ଥର ଚିନ୍ତା କରିବା ଉଚିତ । ତେବେ ଏମିତି କିଛି ଘଟଣା ଘଟିଛି ରାଜସ୍ଥାନ ରେ ।

ତେବେ ଘଟଣା ହେଉଛି କି ପୁଅ ର ବୟସ ପାଖାପାଖି 35 ବର୍ଷ ହେବ ଏବଂ ଝିଅ ର ବୟସ ପାଖା ପାଖି 18 ବର୍ଷ । ଆଉ ଘଟଣା ଅନୁସାରେ ଦୁହିଁଙ୍କ ମଧ୍ୟରେ 2 ବର୍ଷ ହେବ ପ୍ରେମ ସଂପର୍କ ଚାଲି ଥିଲା ଏବଂ ସେ ଦୁହେଁ ଯେଉଁ ଆଡେ ବି ଯାଉଥିଲେ ଦୁଇ ଜଣ ନିଜ ନିଜକୁ ବାପ ଝିଅର ପରିଚୟ ଦେଉଥିଲେ ସମସ୍ତଙ୍କ ଆଗରେ । ଆଉ ଆଗ କାଳରେ ଥିଲା କି ଇସଲାମ ଧର୍ମର ପୁରୁଷ ମାନେ ଚାହିଁଲେ କୌଣସି ବି ଝିଅକୁ ବିବାହ କରି ପାରିବେ ।


କିନ୍ତୁ ଏହି କଥା ଆଗ କାଳରେ ଥିଲା । ଯାହା ବର୍ତ୍ତମାନ ସମୟରେ ମଧ୍ୟ ସତ ହୋଇ ସାରିଛି । ତେବେ ସେହି ଦୁଇ ଜଣ ବାହାରକୁ ବୁଲିବା ବାହାନାରେ ଯାଇ ଶାରିରୀକ ସଂପର୍କ ମଧ୍ୟ ରଖିଥିଲେ । କିନ୍ତୁ ଏହି କଥା ସମସ୍ତଙ୍କ ସାମ୍ନାକୁ ଆସି ଯ।ଇଥିଲା । ଆଉ ଏହାପରେ ଜଣା ପଡିଯାଇଥିଲା କି ସେ ଦୁହେଁ ବାପା ଝିଅ ନୁହଁନ୍ତି ବୋଲି । ଆଉ ଏମିତି ଏକ ଘଟଣା ଦେଖିବା ପରେ ସେଠାକାର ଲୋକମାନେ ବହୁତ ଆଶ୍ଚର୍ଯ୍ୟ ମଧ୍ୟ ହୋଇ ଯାଇଥିଲେ ।

ତେବେ କିଛି ଦିନ ପରେସେ ଦୁହିଁଙ୍କର ବିବାହ ମଧ୍ୟ କରାଇ ଦେଇଛନ୍ତି ସେଠାକାର ଲୋକମାନେ । ତେବେ ଆଜିକାଲି ଏମିତି କିଛି ଘଟଣା ଘଟି ଯାଉଛି ଯାହା ଆମେ ମାନେ ନିଜ ଆଖିରେ୍ ଦେଖି ମଧ୍ୟ ବିଶ୍ବାସ କରି ପାରୁନୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।