Odisha News Portal

ନିଜର ଇଚ୍ଛା ପୂରଣ କରିବାକୁ ଚାହୁଁଛନ୍ତି କି ତେବେ ହନୁମାନଙ୍କ ଆଗରେ କୁହନ୍ତୁ ଏହି ମନ୍ତ୍ର…..

0 22

ଭଗବାନ ହନୁମାନଙ୍କ ପୂଜାକୁ ବହୁତ ହିଁ ଶକ୍ତିଶାଳୀ ମାନାଯାଏ । ଏହା ସହ ତାଙ୍କ ନାମରେ କରାଯାଇଥିବା ଯେ କୌଣସି ଉପାୟ ତୁରନ୍ତ ପ୍ରଭାବ ଦେଖାଇଥାଏ । ଏହା ଏଥିପାଇଁ ହୋଇଥାଏ କାରଣ ଭଗବାନ ହନୁମାନ ଜଣେ ଅମର ଦେବତା ଅଟନ୍ତି । ନିଜେ ହିଁ ତାଙ୍କର ପ୍ରିୟ ପ୍ରଭୁ ରାମ ତାଙ୍କୁ ଅମରତ୍ୱର ବରଦାନ ପ୍ରଦାନ କରିଥିଲେ । ଏବା ସହିତ ରାମଚଚନ୍ଦ୍ର ହନୁମାନଙ୍କୁ କହିଥିଲେ କି କଳିଯୁଗରେ ତମେ ଏମିତି ଜଣେ ଦେବତା ହେବ ଯାହା ଦ୍ୱାରା ସମସ୍ତଙ୍କର ଦୁଃଖ ତମେ ଦୂର କରିବ । ଯେଉଁଥିପାଇଁ ଏହି କଳିଯୁଗରେ ହନୁମାନଙ୍କର ବିଶେଷ ପ୍ରଭାବ ଶାଳୀ ଅଟେ ।

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଶକ୍ତିଶାଳୀ ଉପାୟ ବିଷୟରେ କହିବୁ ଯାହାକୁ ଯଦି ଆପଣ ମାନେ ମଙ୍ଗଳବାର ଦିନ ସନ୍ଧ୍ୟାରେ କରନ୍ତି ତେବେ ଦୁନିଆର କେଉଁ ମଧ୍ୟ ଶକ୍ତି ଆପଣ ମାନଙ୍କୁ ଧନୀ ହେବା ପାଇଁ ରୋକି ପାରିବେ ନାହିଁ ।

ଯଦି ଆପଣ ମାନେ ଜୀବନରେ ଅଧିକ ପରିଶ୍ରମ କରି ଥକି ଯାଉଛନ୍ତି ଏହା ସହ ଆପଣଙ୍କୁ ନିଜର ପରିଶ୍ରମର ଫଳ ମିଲି ପାରୁନାହିଁ ତେବେ ଆପଣ ମାନେ ଏହି ଉପାୟକୁ ନିଶ୍ଚିତ ରୂପରେ କରନ୍ତୁ । ଏହି ଉପାୟ କରିବା ଦ୍ୱାରା ଆପଣଙ୍କର ଭାଗ୍ୟ ଖୋଲିଯିବ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ।

ଆପଣ ମାନେ ଏହି ଉପାୟ କରିବା ପାଇଁ ଏକ ଧଳା ପେପର ନେବେ । ତାହା ପରେ ଏକ କୁମକୁମ ଏବଂ ତେଲ ନେଇ କରି ଏହି ଦୁଇକୁ ମିସାଇ ଦେବେ । ତାହା ପରେ ନିଜର ତର୍ଜନୀ ଆଙ୍ଗୁଳି ଦ୍ୱାରା ସେହି ପେପର ଉପରେ ଏକ ସ୍ୱସ୍ତିକର ଚିହ୍ନ ତିଆରି କରିଦେବେ । ଏହା ପରେ ସେହି ପେପର ଅଲଗା ଭାଗରେ 786 ଲେଖିଦେବେ ।

ଏହା ପରେ ଏହି ମନ୍ତ୍ରକୁ 11 ଥର ପଡିବେ । ମନ୍ତ୍ରଟି ହେଉଛି ହନୁ ହନୁମନ୍ତେ ରୁଦ୍ରତ୍ମକାୟ ହଁ ଫଟ ସ୍ୱାହା । ଏହି ଉପାୟକୁ ଆପଣ ମାନେ ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ କରିବେ । ସେହି ପେପରକୁ ଯଦି ଘରେ ହନୁମାନଙ୍କ ମୂର୍ତ୍ତି ରହିଥିବ ତେବେ ତାଙ୍କର ଚରଣରେ ରଖିଦେବେ କିମ୍ବା କୌଣସି ମନ୍ଦିରକୁ ଯାଇ ହନୁମାନଙ୍କର ଚରଣରେ ରଖିଦେବେ । ମାତ୍ର ଧ୍ୟାନ ରଖିବେ କି ଏହି ଉପାୟକୁ କରିବା ସମୟରେ ଆପଣ ମାନଙ୍କୁ ଯଦି କେହି ନଦେଖନ୍ତି ।

ଏହି ଉପାୟ କରିବା ମାତ୍ର ହନୁମାନଙ୍କୁ ହାତ ଯୋଡି ନିଜର ମନସ୍କାମନା ବିଷୟରେ କହିବେ । ଏହା ପରେ ତାର ପରଦିନ ସେହି ପେପରକୁ ପାଣିରେ ପ୍ରଭାହିତ କରିଦେବେ । ଏହି ଉପାୟ କରିବା ମାତ୍ର ଆପଣଙ୍କର ସମସ୍ତ ଇଚ୍ଛା ପୂରଣ ହେବ । ଏହା ସହିତ ଯାହା ସମସ୍ୟା ଥିବ ତାହା ମଧ୍ୟ ଦୂର ହୋଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।