Odisha News Portal

ଏଥି ମଧ୍ୟରୁ ବାଛନ୍ତୁ ଆପଣ ଙ୍କ ଜନ୍ମ ବର୍ଷ ଏବଂ ଜାଣନ୍ତୁ ନିଜର ଭବିଷ୍ୟତ ଓ ବ୍ୟକ୍ତିତ୍ବ ସମ୍ପର୍କରେ ?

0 10

ଆପଣଙ୍କ ଜନ୍ମ ବର୍ଷ ଆପଣଙ୍କ ବିଷୟରେ ବହୁତ କିଛି କହିଥାଏ । ଆପଣଙ୍କ ଜନ୍ମ ବର୍ଷ ଯେ କେବଳ ଆପଣଙ୍କର ବର୍ତ୍ତମାନ କହିଥାଏ ବରଂ ତାସହିତ ଆପଣଙ୍କର ଭବିଷ୍ୟତ କେମିତି ରହିବ ଏହା ବି କହିଥାଏ । ଯଦି ଆପଣଙ୍କର ଜନ୍ମ ବର୍ଷ 1980-2000 ମଧ୍ୟରେ ହୋଇଥାଏ । ତେବେ ଏହି ଲେଖା ମାଧ୍ୟମରେ ଆପଣ ନିଜର ଭବିଷ୍ୟତ ବିଷୟରେ ବହୁତ କିଛି ଜାଣି ପାରିବେ ।
1980 – ଏମାନେ ସ୍ହଭାବରୁ ଚୁମ୍ବକୀୟ ଆକର୍ଷଣର ହୋଇଥାନ୍ତି । ଏମାନେ କଥାରେ ଧନୀ ହୋଇଥାନ୍ତି ଏବଂ ଅଧିକ ସାଙ୍ଗସାଥୀ ମଧ୍ୟ ରହିଥାନ୍ତି । ଏମାନଙ୍କର ବ୍ୟକ୍ତିତ୍ବ ସମସ୍ତଙ୍କୁ ପସନ୍ଦ ଆସିଥାଏ ।

1981- ଏହି ମସିହାରେ ଜନ୍ମ ହୋଇଥିବା ଲୋକମାନେ ବହୁତ ମହତ୍ବକାଂକ୍ଷୀ ଓ ସ୍ମାର୍ଟ ହୋଇଥାନ୍ତି । ଆପଣ ନିଜର ପରିଶ୍ରମ ଉପରେ ଅଧିକ ବିଶ୍ବାସ ରଖିଥାନ୍ତି କିନ୍ତୁ ଅନ୍ୟ ଉପରେ ଶିଘ୍ର ବିଶ୍ବାସ କରି ପାରନ୍ତି ନାହିଁ ।


1982- ଏହି ବର୍ଷ ଜନ୍ମ ହୋଇଥିବା ଲୋକମାନେ ବିଶ୍ବାସନୀୟ ଏବଂ ସ୍ନେହୀ ହୋଇଥାନ୍ତି । ଯେଉଂ ମାନଙ୍କୁ ଆପଣ ପସନ୍ଦ କରିଥାନ୍ତି ସେମାନଙ୍କ ପାଇଁ ଆପଣ କିଛି ବି କରି ପାରନ୍ତି ।

1983 -ଏହି ବର୍ଷ ଜନ୍ମ ହୋଇଥିବା ଲୋକମାନଙ୍କୁ ବହୁତ ଦୟାଳୁ ଏବଂ ଭଲ ମାନାଯାଇଥାଏ । ଆପଣ ସହଜରେ ସମସ୍ତଙ୍କ ସହିତ ମିଶିଯାଇଥାନ୍ତି ଆଉ ଏହି କାରଣରୁ ଆପଣ ସମସ୍ତଙ୍କ ଉପରେ ବିଶ୍ବାସ କରି ଦିଅନ୍ତି । ଯେଉଁଥିପାଇଁ କେତେ ଥର ଧୋକା ମଧ୍ୟ ଖାଇଥାନ୍ତି ।

1984 -ଏମାନେ ସ୍ବଭାବରେ ପଜିଟିଭ ହୋଇଥାନ୍ତି । ନିଜର ହସମୁଖ ସ୍ବଭାବ ଯୋଗ ନିଜର ବନ୍ଧୁ ନିକଟରେ ପ୍ରିୟ ହୋଇଥାନ୍ତି ।
1985 -ଏମାନେ ସବୁବେଳେ ନିଜ ମନ କଥା ଶୁଣିଥାନ୍ତି ।ଅନ୍ୟ କାହାର ଉପଦେଶ ମାନନ୍ତି ନାହିଁ ।

1986. ଆପଣ ସ୍ବତନ୍ତ୍ର ବିଚାରର ବ୍ୟକ୍ତି ଅଟନ୍ତି । ଯିଏ କାହାର କଥାରେ କାମ କରନ୍ତି ନାହିଁ କିନ୍ତୁ କୌଣସି ବି କାମ କରିବା ପୂର୍ବରୁ ସେ କାମ ଉପରେ ଥରେ ଭାବିବା ଦରକାର ।
1987. ଏମାନେ ଯାହାକୁ ପ୍ରେମ କରିଥାନ୍ତି ତାଙ୍କ ବିନା ଏମାନଙ୍କୁ କିଛି ବି ଦେଖାଯାଏନି ।

1988. ଏମାୀନେ ସବୁବେଳେ ମଜାମସ୍ତି କରିବା ମୋଡରେ ହିଁ ଥାଆନ୍ତି । ସ୍ବଭାବରୁ ବହୁତ ରୋମାଣ୍ଟିକ ହୋଇଥାନ୍ତି ।
1989. ଏମାନେ ବହୁତ ମହତ୍ବକାଂକ୍ଷୀ ଏବଂ ଧ୍ୟାନରଖିବା ଲୋକ ହେଇଥାନ୍ତି । ଏମାନେ ବହୁତ ଦୃଢବିଶ୍ବାସୀ ହୋଇଥାନ୍ତି ।

1990. ଏମାନେ ନିଜର ଭାବନା ଉପରେ ନିୟନ୍ତ୍ରଣ ରଖିବା ଉଚିତ, ଏହାଦ୍ବାରା ସଫଳତା ପାଇବେ ।
1991. ଏମାନେ ବହୁତ ରଚନାତ୍ମକ ହୋଇଥାନ୍ତି । କାହାକୁ ସହଜରେ ବିଶ୍ବାସ କରନ୍ତି ନାହିଁ ।

1992. ଏମାନଙ୍କ ମଧ୍ୟରେ ଏମିତି କିଛି ଦକ୍ଷତା ଥାଏ , ଯାହା ସେମାନଙ୍କର ସପଳତାର କାରଣ ବନିଥାଏ ।
1993. ଏମାନଙ୍କର ମାଇଂଡ ବହୁତ ସ୍ପିଡ ଥାଏ । ନିଜର ଭୂଲକୁ ଶିଘ୍ର ମାନିନେଇଥାନ୍ତି ।
1994. ଏମାନେ ବହୁତ ହୋଇଥାନ୍ତି ଏବଂ ସମସ୍ତଙ୍କୁ ବହୁତ ପସନ୍ଦ ଆସିଥାନ୍ତି ।

1995. ଜୀବନରେ ପଜିଟିଭ ଭାବନା ରଖିଥାନ୍ତି ବହୁତ ଖରାପ ସମୟରେ ବି ଜୀବନ ପ୍ରତି ନଜରିଆ ବଦଳାନ୍ତି ନାହିଁ ।
1996. ଏମାନଙ୍କ ଭିତରେ ପ୍ରେମ ଭରି ରହିଥାଏ । ସବୁ ଜିନିଷ ପାଇବାକୁ ଲାଳସା ରଖିଥାନ୍ତି ।

1997. ଏମାନେ ଯାହାକୁ ପ୍ରେମ କରିଥାନ୍ତି ତାଙ୍କ ପ୍ରତି ସଂମ୍ପୂର୍ଣ୍ଣ ସମର୍ପିତ ଥାଆନ୍ତି ।ଅଧିକ ଭାବିବା ପରେ କୌଣସି ନିଣ୍ଣୟ ନେଇଥାନ୍ତି ।
1998. ଆପଣ ବହୁତ ରଚନାତ୍ମକ ଏବଂ ବୁଦ୍ଧିମାନ ଅଟନ୍ତି ।
1999. ଏମାନଙ୍କର ସେନ୍ସଫ୍ୟିମର ବହୁତ ଭଲ ହୋଇଥାଏ ।
2000. ଏମାନେ ବହୁତ ଆତ୍ମବିଶ୍ବାସୀ ହୋଇଥାନ୍ତି । ମିଛ କହୁଥିବା ଲୋକମାନଙ୍କୁ ଘୃଣା କରିଥାନ୍ତି ଅଧିକ ପରିଶ୍ରମ କରି ଆଗକୁ ବଢିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।