Odisha News Portal

ନିଜ ଡ୍ରେସ ପିନ୍ଧିବାର ଅଭ୍ୟାସ ପାଇିଁ ଲୋକଙ୍କ ଆଗରେ ଅପମାନ ହୋଇଥିଲେ ଏହି 5 ଜଣ ଅଭିନେତ୍ରୀ ! ଜଣେ ତ ନିଜର ସବୁ ଅଙ୍ଗ ସର୍ବସମ୍ମତ ଆଗରେ ଦେଖାଇ ଦେଇଥିଲେ…..

0 3

ବଲିଉଡରେ ପ୍ରତ୍ୟେକ ଦିନ କିଛି ନାଁ କିଛି ରୋଚକପୂର୍ଣ୍ଣ କଥା ସାମ୍ନାକୁ ଆସିଥାଏ । ।ଯାହା ଆମର ପ୍ରଂଶସକ ମାନେ ଶୁଣି ଆଶ୍ଚର୍ଯ୍ୟ ମଧ୍ୟ ହୋଇ ଯାଇଥିନ୍ତି । ତେବେ ଆଜି ଆମେ ସେହିପରି ଗୋଟିଏ କଥା କହିବାକୁ ଯାଉଛୁ । ତେବେ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ବଲିଉଡ ହିରୋଇନ୍ ମାନେ ସବୁବେଳେ ତାଙ୍କର ସୁନ୍ଦରତା ଏବଂ ଡ୍ରେସ୍ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ତେବେ ଆଜି ଆମେ ବଲିଉଡର ସେହିପରି 5 ଜଣ ହିରୋଇନ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଂମାନେ କି ସେମାନଙ୍କୁ ସୁନ୍ଦରତା ଏବଂ ଆକର୍ଷଣୀୟ ଡ୍ରେସ ପାଇଁ ଚର୍ଚ୍ଚାରେ ରହୁଥିବା ସମୟରେ ସେହି ଡ୍ରେସ ହିଁ ଶେଷ ସମୟରେ ତାଙ୍କୁ ଧୋକା ଦେଇଥିଲା ବା ସେମାନଙ୍କୁ ଲୋକଙ୍କ ସାମ୍ନାରେ ଲଜ୍ଜିତ ହେବାକୁ ପଡିଥିଲା ।

ନୋରା ଫତେହି –

ଏହି କିଛି ଦିନ ପୂର୍ବରୁ ନୋରା ଏବଂ ବିକିଙ୍କର ଏକ ଗୀତ ବଡା ପଛତାୟୋଗେ ରିଲିଜ ହୋଇଥିଲା । ଯାହାକୁ ଦର୍ଶକମାନେ ବହୁତ ପସନ୍ଦ କରିଥିଲେ । ଏହାପରେ ତାଙ୍କର ଏକ ପାର୍ଟି ରଖାଯାଇଥିଲା । ଆଉ ଯେତେବେଳେ ବିକି ନୋରାଙ୍କୁ ତାଙ୍କ ବାହୁରେ ନେଇଥିଲେ ନୋରା ଗୋଟିଏ ଫ୍ରକ୍ ଟାଇଡ ଡ୍ରେସ୍ ପିନ୍ଧିଥିଲେ ଏବଂ ଡ୍ରେସର ପଛସାଇଡରେ ନୋରାଙ୍କୁ ବହୁତ ଅନକମ୍ଫଟେବୁଲ୍ ଲାଗିବାରୁ ସେ ତାଙ୍କ ଡ୍ରେସକୁ ପଛପଟୁ ଧରି ନେଇଥିଲେ । ଆଉ ଯେଉଁ ଭିଡିଓ ବେଶ୍ ବାଇରାଲ ହେବାରେ ଲାଗିଥିଲା ।

2. ଶିଳ୍ପା ଶେଟ୍ଟୀ-


ତାଙ୍କର ଗୋଟିଏ ଭିଡିଓ କିଛି ଦିନ ଭାଇରାଲ ହେଉଥିଲା । ସେ ୟୁରୋପ ଛୁଟି ମନାଇବା ପାଇଁ ଯାଇଥିଲେ ଆଉ କ୍ରୋଜ ଉପରେ ହ୍ବାୱାର ମଜା ନେଉଥିଲେ ଏବଂ ପୋଜ୍ ଦେଉଥିଲେ କିନ୍ତୁ ସେହି ପବନ ହେତୁ ତାଙ୍କ ଡ୍ରେସ ଉଡିବାକୁଲାଗିଥିଲା ଏବଂ ସେ ତାଙ୍କ ଡ୍ରେସକୁ କିଛିବି କରି ସମ୍ଭାଳି ନେଇଥିଲେ ।

3, ପ୍ରିୟଙ୍କା ଚୋପ୍ରା-

ବଲିଉଡରୁ ହଲିଉଡ ପ୍ରଯ୍ୟନ୍ତ ସେ ତାଙ୍କର ଜଲୱା ଦେଖାଇ ସାରିଛନ୍ତି । ତେବେ ତାଙ୍କର ଏବଂ ତାଙ୍କ ସ୍ବାମୀ ନିକଙ୍କ ଏକ ଫୋଟ ସାମ୍ନାକୁ ଆସିଥିଲା । ସେଥିରେ ପ୍ରିୟଙ୍କା ଗୋଟିଏ ଧଳା ରଙ୍ଗର ଗାଉନ ପିନ୍ଧିଥିଲେ । ଯେଉଁ ଡ୍ରେସର୍ ନେକ୍ କଟ ତାଙ୍କର ନାହିଁରୁ ତଳକୁ କାଟା ଥିଲା । ଏହି ଗାଉନ ବିଦେଶରେ ଚର୍ଚ୍ଚାରେ ଥିବା ବେଳେ ଭାରତରେ ତାଙ୍କୁ ଟ୍ରୋଲ କରାଯାଇଥିଲା ।

4. ମଲ୍ଲାଇକା ଆରୋଳା-


ତେବେ ସେ ଗୋଟିଏ ଇଭେଣ୍ଟରେ ପୋଜ୍ ଦେଉଥିବା ସମୟରେ ମଧ୍ୟ ସେହି ମ୍ୟୁମେଣ୍ଟର ଶିକାର ହୋଇଥିଲେ । ଆଉ ଯେତେବେଳେ ସେ ଏହା ଜାଣିପାରିଲେ ସେ ତୁରନ୍ତ ଇଭେଣ୍ଟରୁ ଚାଲିଆସିଥିଲେ । ମଲ୍ଲାଇକା ନୀଳ ରଙ୍ଗର ପ୍ୟାଣ୍ଟ ଏବଂ କୋର୍ଟ ସହିତ ସେହି ରଙ୍ଗର କ୍ରପ ଟପ୍ ପିନ୍ଧିଥିଲେ । ଆଉ ପୋଜ୍ ଦେଉଥିବା ସମୟରେ ତାଙ୍କର ଟପ୍ ଟିକେ ବିଗିଡି ଯାଇଥିଲା ଯେଉଁଥିପାଇଁ ତାଙ୍କୁ ବହୁତ ଲ୍ଲଜିତ ହେବାକୁ ପଡିଥିଲା ।

5. ନେହା କକ୍କର


ଇଣ୍ଡିଆନ୍ ଆଇଡେଲର ସ୍ଲାଇଡ୍ ଶୋର ଜର୍ଜ ନେହା କାକ୍କର ମଧ୍ୟ ସେହି ମ୍ୟୁମେଣ୍ଟର ଶିକାର ହେଉ ହେଉ ବଞ୍ଚିଯାଇଥିଲେ । ଶୋର ହୋଷ୍ଟ ଆଦିତ୍ୟନାରାୟଣଙ୍କ ସହିତ ଡ୍ୟାନ୍ସ କରୁଥିବା ସମୟରେ ଗୋଟିଏ ଷ୍ଟେପ ବିଗିଡି ଯିବା ଫଳରେ ସେ ନିଜକୁ ସମ୍ଭାଳି ପାରିଲେ ନାହିଁ ଆଉ ତଳେ ପଡିଗଲେ । ଏହାପରେ ତାଙ୍କୁ ଆଦତ୍ୟ ଉଠାଇଥିଲେ , ଯାହାପରେ ବହୁତ ଭାଇରାଲ ହେବାରେ ଲାଗିଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।