Odisha News Portal

ନୂଆ ବର୍ଷ ଆସିବା ଆଗରୁ ଘରକୁ ନେଇ ଆସନ୍ତୁ ଏହି ଗୋଟିଏ ଜିନିଷ , ପୁଣି ଦେଖନ୍ତୁ ଚମତ୍କାର , ପୁରା ବର୍ଷ ଆପଣଙ୍କ ପାଇଁ ଶୁଭ ରହିବ…..

ଆପଣ ମାନେ ତ ଜାଣିଛନ୍ତି କି କିଛି ଦିନ ବାକି ରହିଛି ନୂଆ ବର୍ଷ ଆସିବା ପାଇଁ । ଯଦି ନୂଆ ବର୍ଷର ଆରମ୍ଭ ଏହି ପାଞ୍ଚଟି ଜିନିଷ ଘରକୁ ଆଣିକରି କରିଥାନ୍ତି ତାହେଲେ ଆପଣ ମାନଙ୍କର ଘରକୁ ଖୁସି ଆସିବ । ଆପଣ ମାନେ ବିଶ୍ୱାସ କରନ୍ତୁ ଏହାକୁ ସ୍ୱୟଂ ଈଶ୍ୱର କହିଛନ୍ତି । ନବଆ ବର୍ଷ ଆସିବା ପାଇଁ ଆଉ କିଛି ଦିନ ବାକି ରହିଛି ତେବେ ନୂଆ ବର୍ଷରେ ନିଜର ବାହୁ ଖୋଲି ନୂତନ ଉର୍ଜାର ସହିତ ଆପଣ ମାନେ ଅପେକ୍ଷା କରିଥାନ୍ତି । ଏହି ନୂଆ ଅବସରରେ ଆମେ ମାନେ ନିଜର ଲୋକକୁ ଖୁସି କରିବା ପାଇଁ କିଛି କିଛି କାମ କରିଥାଉ ।

ଏମିତିରେ ଆମେ ମାନେ ଆମର ନୂଆ ବର୍ଷର ଶୁଭକାମନା ମଧ୍ୟ ଅନ୍ୟ ମାନଙ୍କ ସହ ବାଣ୍ଟିଥାଉ । ମାତ୍ର ଆପଣ ମାନେ ଜାଣିଛନ୍ତି କି ଯେଉଁ ବ୍ୟକ୍ତି ନୂଆ ବର୍ଷ ଦିନ ଏହି ପାଞ୍ଚଟି ଜିନିଷ ଘରକୁ ନେଇଆସେ ତେବେ ଘରକୁ ଖୁସି ଆସିଥାଏ । ତେବେ ଆସନ୍ତୁ ଜାଣିବା ସେହି ପାଞ୍ଚଟି ଜିନିଷ କଣ ଅଟେ ।

1–ଗଣେଶ ଏବଂ ଲକ୍ଷ୍ମୀଙ୍କର ମୂର୍ତ୍ତି

ଶାସ୍ତ୍ରରେ ସ୍ପଷ୍ଟ ରୂପରେ କୁହାଯାଇଛି କି କୌଣସି ମଧ୍ୟ ଶୁଭ କାର୍ଯ୍ୟରେ ଗଣେଶ ଏବଂ ଲକ୍ଷ୍ମୀଙ୍କୁ ଘରକୁ ଆଣିବା ଦ୍ୱାରା ଘର ପ୍ରତି ଶୁଭ ହୋଇଥାଏ । ନୂଆ ବର୍ଷର ଆରମ୍ଭ ଯଦି ଗଣେଶ , ଲକ୍ଷ୍ମୀଙ୍କୁ ଘରକୁ ଆଣି କରାଯାଏ ତାହେଲେ ବ୍ୟକ୍ତିର ସମସ୍ତ ଚିନ୍ତା ଦୂର ହୋଇଯିବ । ଗଣେଶଙ୍କୁ ବିଘ୍ନ ହର୍ତ୍ତା କୁୁହାଯାଏ ଯାହା ଆପଣଙ୍କର ସମସ୍ତ କଷ୍ଟକୁ ହରଣ କରିଥାନ୍ତି ଏବଂ ମାତା ଲକ୍ଷ୍ମୀଙ୍କୁ ଧନର ବୃଦ୍ଧି ଏବଂ ସୁଖ ସମୃଦ୍ଧି ପ୍ରାପ୍ତ କରିବା ବୋଲି ମାନାଯାଏ । ଯଦି ଆପଣ ମାନେ ନୂଆ ବର୍ଷକୁ ଭଲରେ କଟିବା ପାଇଁ ଚାହୁଁଛନ୍ତି ତେବେ ନୂଆ ବର୍ଷ ଦିନ ମାତା ଲକ୍ଷ୍ମୀ ଏବଂ ଗଣେଶଙ୍କର ମୂର୍ତ୍ତିକୁ ଘରକୁ ଆଣନ୍ତୁ ।

2–ମୟୂର ପାଙ୍ଖ

ଶାସ୍ତ୍ରରେ ମୟୂରପଙ୍ଖର ବହୁତ ହିଁ ମହତ୍ତ୍ୱ ରହିଛି । ମୟୂରପଙ୍ଖଙ୍କୁ ବହୁତ ପବିତ୍ର ମାନାଯାଏ ଏହା ସହିତ ଭଗବାନଙ୍କର ମୁକୁଟରେ ମଧ୍ୟ ମୟୂରପଙ୍ଖ ଲାଗିଛି । ବାସ୍ତୁ ଶାସ୍ତ୍ର ଅନୁସାରେ କୌଣସି ପ୍ରକାର ଶୁଭ ଅବସରରେ ମୟୂରପଙ୍ଖ ଘରକୁ ଅଣାଯାଇଥାଏ । ମୟୂରପଙ୍ଖକୁ ସର୍ବଦା ଉତ୍ତର ଦିଗ , ଦକ୍ଷିଣ ଦିଗ , ପୂର୍ବ ଦିଗ ରେ ଲଗେଇବା ଶୁଭ ଅଟେ । ମୟୂରପଙ୍ଖ ସକରାତ୍ମକ ଉର୍ଜ୍ଜାର ସଞ୍ଚାର ବହୁତ ଅଧିକ କରିଥାଏ । ଯାହା ଦ୍ୱାରା ଘରର ସମସ୍ତ ପ୍ରକାର ଚିନ୍ତାର ଅନ୍ତ ହୋଇଥାଏ । ତେଣୁକରି ଆପଣ ମାନେ ନୂଆ ବର୍ଷରେ ମୟୂରପଙ୍ଖ ଘରକୁ ଆଣନ୍ତୁ ।

3–ମିଠା

ନୂଆ ବର୍ଷର ଆରମ୍ଭ ମିଠାରୁ କରାଯାଇଥାଏ , ଯଦି ନୂଆ ବର୍ଷର ଆରମ୍ଭ ମିଠାରୁ ନକରାଯାଏ ତେବେ ତାହାକୁ ଅଶୁଭ ବୋଲି ମାନାଯାଏ । ଏମିତିରେ ଆପଣଙ୍କର ପୂରା ବର୍ଷ ଅଶୁଭ ହୋଇଯାଏ । ଏହି ସମୟକୁ ସୁଖା ସୁଖା କରନ୍ତୁ ନାହିଁ । ନୂଆ ବର୍ଷରେ ଏହି କଥାର ଜ୍ଞାନ ସର୍ବଦା ରହିବା ଉଚିତ ଯେ ନୂଆ ବର୍ଷରେ ଘରକୁ ମିଠା ନେଇ କରି ଯାଆନ୍ତୁ । କାରଣ ଘରକୁ ମିଠା ନେବା ଦ୍ୱାରା ବିଜୟ ପ୍ରାପ୍ତ ହୋଇଥାଏ । ନୂଆ ବର୍ଷରେ ଘରେ ମିଠା ରହିବା ଦ୍ୱାରା ସକରାତ୍ମକ ପ୍ରଭାବ ପଡିଥାଏ ।

4–ଲଫିଙ୍ଗ ବୁଦ୍ଧ

ଲଫିଙ୍ଗ ବୁଦ୍ଧଙ୍କୁ ସୁଖ ସମୃଦ୍ଧିର ଦେବତା ମାନାଯାଏ । ଏମିତି ମାନାଯାଏ କି ଲଫିଙ୍ଗ ବୁଦ୍ଧଙ୍କୁ ଆପଣ ମାନଙ୍କୁ ଯଦି କେହି ଉପହାର ଦେଇଥାଏ ତେବେ ଏହା ଦ୍ୱାରା ଆପଣ ମାନଙ୍କର ଭାଗ୍ୟ ପରିବର୍ତ୍ତନ ହୋଇଥାଏ । ଲଫିଙ୍ଗ ବୁଦ୍ଧଙ୍କୁ ଧନ ସମ୍ଫତ୍ତି ବଢିବାର ଯନ୍ତ୍ର ବୋଲି ମାନାଯାଏ ।

5–ବଜରଙ୍ଗ ବାଲୀଙ୍କର ପ୍ରତିମା

ଶାସ୍ତ୍ର ଅନୁସାରେ ଏମିତି କୁହାଯାଏ କି ଘରେ ଭଗବାନ ହନୁମାନଙ୍କର ଫଟୋ ବା ଚିତ୍ର ଅବଶ୍ୟ ରଖିବା ଉଚିତ । ନୂଆ ବର୍ଷରେ ବଜରଙ୍ଗ ବାଲିଙ୍କର ପ୍ରତିମା ନେଇ କରି ଆସନ୍ତୁ ଏବଂ ଘରର କାନ୍ଥରେ ଲଗାନ୍ତୁ । ଏମିତି କରିବା ଦ୍ୱାରା ମଙ୍ଗଳ ଶନି ଏବଂ ଭୂତ ପ୍ରେତ ମାନଙ୍କର ଦୋଷ ଲାଗିନଥାଏ । ବଜରଙ୍ଗ ବାଲି ଆପଣଙ୍କର ଘରେ କୌଣସି ପ୍ରକାର କଷ୍ଟକୁ ଆସିବା ପାଇଁ ଦିଅନ୍ତି ନାହିଁ । ଯାହା ଦ୍ୱାରା ଆପଣ ମାନଙ୍କର ଭାଗ୍ୟ ଚମକିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।