New Twist – କିଏ ଡାକୁଥିଲା ଗୁନୁ ଗୁନୁ… କାହାସହ କଫି ପିଉଥିଲେ ଅର୍ଚ୍ଚନା ?… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ବେଶ କିଛି ଦିନ ହେବ ଚର୍ଚ୍ଚା ରେ ଥିବା ବ୍ଲାକ ମେଲର ଅର୍ଚନା ନାଗ ଙ୍କ ବିଷୟରେ ତ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ | ଆଉ ଯେଉଁଠି କୁହାଯାଉଛି କି ବଡ଼ ବଡ଼ ରାଜ ନେତା ଓ ମନ୍ତ୍ରୀ ମାନଙ୍କୁ ନିଜର ମାୟା ଜାଲରେ ଫୋସାଇ ଗୋଟିଏ ପରେ ଗୋଟିଏ ସତ ର ଖୁଲାସା କରିବାକୁ ଲାଗିଛି ଇଡି | ଆଉ ଅର୍ଚନା ନାଗ ଙ୍କୁ ମଧ୍ୟ ମାରାଥନ ଜେରା କରିବାରେ ଲାଗିଛି ଇଡି ର ସମ୍ପୂର୍ଣ୍ଣ ଟିମ ବୋଲି କୁହାଯାଇଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଟି ଉପରେ ଟିକିଏ ନଜର ପକାଇବା |

ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଅର୍ଚନା ନାଗ ଙ୍କ ନାଁ ରେ ବିଭିନ୍ନ ପ୍ରକାରର ଠକେଇ ମାମଲା ଲାଗିବ ସହିତ, କମ ଦିନରେ କୋଟି ପତି ହେବା କଥା ମଧ୍ୟ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ଅର୍ଚ୍ଚନା ନାଗ ଙ୍କୁ ଯେତେ ତଦନ୍ତ କରାଯାଉଛି ଅର୍ଚନା ଙ୍କ ସହିତ ଜଡିତ ଥିବା ବନ୍ଧୁ ମାନଙ୍କର ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗୁଛି ଓ ନାଗ ଜାଲ ମଧ୍ୟ ଅର୍ଚନା ଙ୍କର କେତେ ବଡ଼ ତାହା ଜଣା ପଡୁଛି |

ଯାହା କୁହାଯାଉଛି କି ତଦନ୍ତ ପରେ ନାଗ ଜାଲରେ ଛନ୍ଦି ହେଉଛନ୍ତି ଜଣେ ପରେ ଜଣେ |ତାହା ସହିତ ଅର୍ଚ୍ଚନା ଙ୍କ ସହିତ ସମ୍ପୃପ୍ତ ଥିବା ଜଣେ ପରେ ଜଣଙ୍କୁ ଡାକି ଇଡି କରିବାକୁ ଲାଗିଛି ମାରାଥନ ଜେରା |ଆଉ ଯାହା କୁହାଯାଉଛି କି ଅର୍ଚ୍ଚନା ଙ୍କର ବନ୍ଧୁ ଙ୍କର ତାଲିକା ଯେତେ ବଢୁଛି ଠକାମୀ ର ତାଲିକା ମଧ୍ୟ ବଢ଼ିବାରେ ଲାଗିଛି |ଆଉ ଇଡି ର ତଦନ୍ତ ପରେ ଅର୍ଚନା ଙ୍କ ସହିତ ଜଡିତ ଥିବା ବନ୍ଧୁ ମାନଙ୍କୁ ଇଡି ଧରି ଜେରା କରୁଛି | ତେବେ ଏମିତି କିଛି ତାଙ୍କର ବନ୍ଧୁ ଅଛନ୍ତି ଯେଉଁ ମାନେ ଏବେ ବି ଫେରାଲ ଅଛନ୍ତି |

ତେବେ ସେହିଭଳି ଜଣେ ବନ୍ଧୁ ଅର୍ଚନା ଙ୍କ ସହିତ ଯୋଡ଼ି ଅଛନ୍ତି ଆଉ ଯିଏ କି ଅର୍ଚ୍ଚନା ଙ୍କୁ ଗୁନୁ ବୋଲି ଡାକୁଥିଲେ ଓଏହା ସହିତ ବାପୁଜୀ ନଗର ର ଗୋଟିଏ କଫି ସୋପ ରେ ସବୁବେଳେ ବସୁଥିଲେ ବୋଲି କୁହାଯାଉଛି | ଏହା ସହିତ ଅର୍ଚ୍ଚନା ଙ୍କ ପାଖକୁ କେଉଁଠାରୁ ଟଙ୍କା ଆସିବ ଓ କେଉଁ କେଉଁ ଝିଅ ମାନେ ସବୁ ଆସିବେ ସେ ସମସ୍ତ ବିଷୟରେ ମଧ୍ୟ ତଦନ୍ତ କରୁଥିବା ବେଳେ ଇଡି ଆଜି ପର୍ଯ୍ୟନ୍ତ ତାଙ୍କର ଏହି ବନ୍ଧୁ ଙ୍କୁ କାହିଁକି ଧରିନି ବୋଲି ପ୍ରଶ୍ନ ଉଠିଛି | ଆଉ ଯିଏ କି ନିଜ ସ୍ତ୍ରୀ ଙ୍କୁ ଛାଡି ଗୁନୁ ପାଖକୁ ଯାଉଥିଲେ | ଆଉ ଯାହା ବର୍ତ୍ତମାନ ତଦନ୍ତ ଚାଲିଛି ଓ ସୋସିଆଲ ମିଡ଼ିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment