Odisha News Portal

ନବୀନ ସରକାର ଙ୍କର ବଡ ଘୋଷଣା । ଏଥର ସବୁ ପରିବାର କୁ ମିଳିବ ସ୍ମାର୍ଟଫୋନ, ପ୍ରଥମେ କେଉଁ ମାନଙ୍କୁ ମିଳିବ ଏବଂ କଣ କରିବାକୁ ପଡିବ ଜାଣନ୍ତୁ…..

ଆମ ରାଜ୍ୟ ଓଡିଶା ହେଉଛି ପ୍ରାକୃତିକ ସୌନ୍ଦର୍ଯ୍ୟର ସମାହାର , ଏଠାରେ ବିଭିନ୍ନ ପ୍ରକାର ଐଶ୍ୱର୍ଯ୍ୟ ଲୁଚିକରି ରହିଛି । ଏହା ସହିତ ଓଡିଶାର ପ୍ରତ୍ୟେକଟି ସ୍ଥାନରେ ସୁନ୍ଦରତା ଦେଖିବାକୁ ମିଳିଥାଏ । ଏବେକା ସମୟରେ ଏହି ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଧୀରେ ଧୀରେ ଆମ ରାଜ୍ୟ ଉନ୍ନତିର ପଥରେ ଆଗ୍ରସର ହେବାକୁ ଲାଗିଲାଣି । ଏହା ସହିତ ଆମର ପ୍ରକୃତିକୁ ଉପଭୋଗ କରିବା ପାଇଁ ଅନେକ ପର୍ଯ୍ୟଟକ ମାନେ ବାହାର ଦେଶକୁ ଆମ ରାଜ୍ୟକୁ ଆସୁଛନ୍ତି ।

ଏଥିପାଇଁ ଆମ ସରକାର ଆମ ରାଜ୍ୟକୁ ଆହୁରି ସୁନ୍ଦର କରିବା ପାଇଁ ଅନେକ ପ୍ରକାର ଯୋଜନା ଏବଂ ପ୍ରକଳ୍ପ କରୁଛନ୍ତି ଏହା ସହିତ ରାଜ୍ୟର ଲୋକମାନଙ୍କୁ ଉନ୍ନତ କରିବା ପାଇଁ ବିଭିନ୍ନ ପ୍ରକାର ଉପାୟର ଆରମ୍ଭ ମଧ୍ୟ କରୁଛନ୍ତି ।

ମାତ୍ର ଏବେ ସମସ୍ତ ପରେ ମଧ୍ୟ ଆମ ରାଜ୍ୟରେ ଏବେ କେତେକ ଜିଲ୍ଲା ରହିଛି ଯେଉଁଠାରେ ଏବେ ମଧ୍ୟ ଲୋକମାନେ ଉନ୍ନତିର ଚରମ ସୀମାରେ ପହଞ୍ଚି ପାରିନାହାନ୍ତି ସେମାନେ ଏବେ ମଧ୍ୟ ଅନ୍ଧାରରେ ବୁଡି କରି ରହିଛନ୍ତି ଆଧୁନିକତାର ଆଲୋକର ଦର୍ଶନ ସେମାନେ କରିଆଜି ଏହି ଅଞ୍ଚଳ ରେ ସ୍ମାର୍ଟ ଫୋନ୍ ବଣ୍ଟନ କରିବା ସହ ଏପରି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ନବୀନ ସରକାର।ପାରିନାହାନ୍ତି ।

ଆମେ ଆପଣ ମାନଙ୍କୁ ଯେଉଁ ଜିଲ୍ଲା କଥା କହୁଛୁ ସେ ଜିଲ୍ଲାଟି ହେଉଛି ମାଲକାନାଗିରି , ଯେଉଁଠାରେ ବିଶେଷ କରି ଆଦିବାସୀ ସମ୍ପ୍ରଦାୟର ଲୋକମାନେ ବାସ କରନ୍ତି । 

ଆମ ରାଜ୍ୟର ମାଲକାନଗିରି ଜିଲ୍ଲା ଯେଉଁଠାରେ ଏବେ ପର୍ୟ୍ୟନ୍ତ ଉନ୍ନତି ହୋଇପାରିନାହିଁ । ଏହି ଜିଲ୍ଲାରେ ପ୍ରକୃତି ର ସୌନ୍ଦର୍ଯ୍ୟ ସବୁ ଦେଖିବାକୁ ମିଳେ। ବିରାଟ ବିରାଟ ପାହାଡ ର ମଝିରେ ଅବସ୍ଥିତ ଏହି ଜିଲ୍ଲା । ଏଠାକାର ଲୋକ ମାନଙ୍କ କଥା ବାର୍ତ୍ତା, ଖାଦ୍ୟ, ପର୍ବ ପର୍ବାଣୀ, ସମ୍ପୂର୍ଣ୍ଣ ଭାବେ ଅଲଗା । ଏହି ଜିଲ୍ଲାରେ ନକ୍ସଲ ମାନଙ୍କ ର ରାଜୁତି ଦେଖିବାକୁ ମିଳେ , ଆମ ରାଜ୍ୟ ସରକାର ସର୍ବଦା ଜିଲ୍ଲାର ଉନ୍ନତି ପଛରେ ଲାଗିଥାନ୍ତି ।

ତେବେ ଏବେକା ସମୟରେ ସରକାର ଏହି ଜିଲ୍ଲାର ଉନ୍ନତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳର ସମସ୍ତ ଲୋକ ପରିବାର କୁ ସ୍ମାର୍ଟ ଫୋନ୍ ଯୋଗାଇ ଦେବା ନେଇ ଘୋଷଣା କରିଛନ୍ତି ।

ଆଜି ଏହି ଅଞ୍ଚଳ ରେ ସ୍ମାର୍ଟ ଫୋନ୍ ବଣ୍ଟନ କରିବା ସହ ଏପରି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ନବୀନ ସରକାର। ଏହି ଅଞ୍ଚଳରେ 4 ଟି ଟାୱାର ଲଗାଯାଇଛି ତେବେ ଖୁବଶୀଘ୍ର ୪ଜି ଟାୱାର୍ ଦୁଇଟି ବସାଇବା ପାଇଁ ଘୋଷଣା କରିଛନ୍ତି ନବୀନ ସରକାର । ରାସ୍ତାଘାଟ, ବିଦ୍ୟୁତ ସେବା, ଡିପ୍ ବିରୁଏଲ୍ ଦ୍ୱାରା ଜମି କୁ ଜଳ ଯୋଗାଣ ପାଇଁ 100କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।