Odisha News Portal

Secret- ନର୍ଥ କୋରିଆରେ ଲୁଚି ରହିଛି ଏମିତି କିଛି ଗୁପ୍ତ କଥା ରହିଛି ଯାହା ଆପଣ ଜାଣିଲେ ଆପଣଙ୍କ ହସ୍ ଉଡିଯିବ

ସମସ୍ତ ଦେଶ ମାନଙ୍କ ମଧ୍ୟରୁ ଏମିତି ଗୋଟିଏ ଦେଶ ରହିଛି ଯାହାର ନା ଶୁଣିଲେ ସମସ୍ତ ଲୋକମାନେ ଡରିଯାଆନ୍ତି । ନର୍ଥ କୋରିଆର ନାଁ ଶୁଣିବା ମାତ୍ରେ ସୁଧାର ସାଧିୁ ଭଳି ଦେଖାଯାଉଥିବା ନର୍ଥ କୋରିଆର ରାଜା ତଥା ସୁପ୍ରିମ ଲିଡର କିଙ୍ଗ ଜମ ଉଇଡ୍ରଙ୍କ ନିୟମକୁ ଯଦି ସେଠାକାର ଲୋକମାନେ ପାଳନ ନକରନ୍ତି ତାହେଲେ କିଙ୍ଗ ଜମ ସେମାନଙ୍କୁ ଏମିତି ଦଣ୍ଡ ଦିଏ ଯାହାର କଳ୍ପନା ଅନ୍ୟ ଦେଶର ନେତାମାନେ ତାଙ୍କ ସ୍ୱପ୍ନରେ ମଧ୍ୟ କରି ନଥିବେ । ନର୍ଥ କୋରିଆରେ ଏମିତି କିଛି ଏନେକ ଗୁପ୍ତ କଥା ରହିଛି ଯାହା ଆପଣ ଜାଣିଲେ ବହୁତ ଆଶ୍ଚର୍ଯ୍ୟ ହୋଇଯିବେ ତେବେ ଆସନ୍ତୁ ଜାଣିବା ସେହି ଘଟଣା ସମ୍ପର୍କରେ ।

 8 ଜାନୁଆରୀ 1984 ନର୍ଥ କୋରିଆର ରାଜଧାନୀ ପିୟଙ୍ଗୟଙ୍ଗ ସହରରେ ଜନ୍ମ ହେଲା ସେହି ବାଳକ , ଯାହାର ନା କିଙ୍ଗ ଜମ ଉଡ । ସେଦିନ ରାତିରେ ବର୍ଷା ହେଲା ନା ଘଡଘଡି ତଥାପି ଦକ୍ଷିଣ କୋରିଆର ଲୋକମାନେ ଜାଣିଗଲେ , ସେମାନଙ୍କ ଦେଶରେ ଏମିତି ଏକ ନିଦ୍ଦୟ ବାଳକ ଜନ୍ମ ହେଲା ଯିଏ ଭବିଷ୍ୟତରେ ସାରା ନର୍ଥ କୋରିଆରେ ରହୁଥିବା ଲୋକମାନଙ୍କ ଜୀବନକୁ ନର୍କ କରିଦେବ । ନର୍ଥ କୋରିଆରେ କେହି ଛୋଟ ଭୁଲ କରନ୍ତୁ ବା ବଡ ଭୁଲ ତାର ଦଣ୍ଡ କେବଳ ମୃତ୍ୟୁ ହୋଇଥାଏ ।

ସେଠାକାର ଲୋକମାନେ ନ୍ୟୁଜ ପେପର ପଢି ସାରିବା ପରେ ତାହାକୁ ଫେପାଡି ପାରିବେ ନାହିଁ କାରଣ ସେଥିରେ କିଙ୍ଗ ଜମଙ୍କ ଫୋଟ ଥାଏ । ଏହା ବ୍ୟତୀତ ସେଠାରେ ଅନେକ ପ୍ରକାର ରୁଲ ମଧ୍ୟ ରହିଛି , ଯେମିତିକି ଆପଣ ସିଗାରେଟ ଟାଣି ସାରିବା ପରେ ସିଗାରେଟକୁ ତଳେ ଫୋପାଡି ଦିଅନ୍ତି ତେବେ ଆପଣଙ୍କୁ 8 ବର୍ଷର ଜେଲ ଦଣ୍ଡ ଭୋଗିବାକୁ ପଡେ । ସେଥିପାଇଁ ଲୋକମାନେ ସାଙ୍ଗରେ ଛୋଟ ଡବା ରଖିଥାନ୍ତି । ବାହର ଦେଶର ଲୋକମାନେ ନର୍ଥ କୋରିଆକୁ ବୁଲିବା ପାଇଁ ବହୁତ ଭୟ କରନ୍ତି କାରଣ 11 ଜୁଲାଇ 2008 ରେ ଜଣେ 53 ବର୍ଷୀୟ ମହିଳା ନର୍ଥ କୋରିଆକୁ ବୁଲିବା ପାଇଁ ଯାଇଥିଲା ।

ସେଠାରେ ଏହି ମହିଳା ଜଣକ ଭୁଲରେ ନର୍ଥ କୋରିଆର ମାଉଣ୍ଡ ହୁମ ଏରିଆରେ ଥିବା ଆର୍ମି ରେଷ୍ଟିକେଟ ଜମ ଭିତରକୁ ଚାଲିଯାଇଥିଲା । ସେଠାକାର ସୈନିକମାନେ ତରନ୍ତ ମହିଳା ଜଣଙ୍କୁ ଗୁଳି କରିଦେଲେ । ଆମେରିକାର ଜଣେ ଅଟୋ ବେମ୍ୱର ନାମକ 21 ବର୍ଷର ଛାତ୍ର ନର୍ଥ କୋରିଆକୁ ବୁଲିବା ପାଇଁ ଯାଇଥିଲା , ସେଠି ତାର ଗୋଟେ ଛୋଟ ଭୁଲ ପାଇଁ ତାଙ୍କୁ ମଧ୍ୟ ନର୍ଥ କୋରିଆରେ ତାର ଜୀବନ ହରିବାକୁ ପଡିଲା ।

2 ଜାନୁଆରୀ 2016 ରେ ଆଟୋ ବେମ୍ୱର ତାର ସାଙ୍ଗ ମାନଙ୍କ ଆଗରେ ଡିଏରିଙ୍ଗ ଦେଖିବା ପାଇଁ ନର୍ଥ କୋରିଆର ରାଜଧାନୀ ପିୟଙ୍ଗୟଙ୍ଗ ସିଟିରେ ଥିବା ଏକ ହଟେଲରୁ ଏକ ପଲିଟିକାଲ ପୋଷ୍ଟରକୁ ଚରେଇ ଆଣିଲା ।

ସେଥିପାଇଁ ତାଙ୍କୁ 15 ବର୍ଷର ଜେଲ ସଜା ଭୋଗିବାକୁ ପଡିଲା ଏବଂ ପରେ ସେ ନିଜ ଦେଶକୁ ଫେରିଆସିବାର ସୂଚନା ମିଳିଲା । ଅଟୋ ବେମ୍ୱର କୋମା ଅବସ୍ଥାରେ ନିଜ ଦେଶକୁ ଫେରିଥିଲେ ଏବଂ ସାତ ଦିନପରେ ତାଙ୍କ ମୃତ୍ୟୁ ହୋଇଥିଲା । ଏହି ପରି ଅନେକ ଗୁପ୍ତ କଥା ନର୍ଥ କୋରିଆରେ ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।