ନାରୀ ପ୍ରକୃତି ଜୀବନ ଚାଲିଗଲେ ବି କେବେ ବଦଳିବ ନାହିଁ… କାହିଁକି ଏମିତି କହିଲେ ଏହି ସମାଜସେବୀ… ଦେଖନ୍ତୁ Video

“ପ୍ରକୃତ ରେ ଆମ ସମାଜ ରେ ସମାଜସେବୀ ମାନେ ଲୁଚି ଯାଉଛନ୍ତି, ଆଉ କିଛି ନାରୀ ସମାଜ ସେବା ନାମ ରେ କ୍ରାଇମ କରୁଛନ୍ତି ତ କେହି କେହି ରାଜନୈତିକ ଉଦ୍ଦେଶ୍ୟ ରେ ସମାଜ ସେବା ର ନାମ ଦେଉଛନ୍ତି। କେବଳ କିଛି ଏହିପରି ନାରୀ ମାନଙ୍କ ପାଇଁ ଆମ ଭଳି ଅନେକ ସଚା ସମାଜ ସେବୀ କୁଆଡେ ଲୁପ୍ତ ହୋଇଗଲେଣି, ଏମାନ ଙ୍କ ପାଇଁ ଆମେ ସମସ୍ତେ ବଦନାମ ହୋଇଛୁ”।ତେବେ ଏହି କଥା ଟି ଆମେ କହୁ ନାଁହୁ, ଏହା ଆମ ସମାଜ ସେବୀ ପ୍ରମିଳା ଅପା ଙ୍କର କଥା। ତେବେ ଯେଉଁ ଭଳି ଭାବରେ ମହିଳା ମାନେ ନିଜର ନିଚ୍ଚ ଉଦେଶ୍ୟ କୁ ପୂରଣ କରିବା ପାଇଁ ସମାଜ ସେବା ନାମରେ କଳଙ୍କ ଭରି ଦେଇଛନ୍ତି ସେମାନ ଙ୍କୁ ଉପକ୍ଷା କରି ସେ କହିଛନ୍ତି।

ତେବେ ବନ୍ଧୁଗଣ ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ କି କିଛି ମହିଳା ମାନେ କେବଳ ଫେମ୍ସ ହେବା ପାଇଁ ତଥା ଲୋକଙ୍କ ଆଗକୁ ରାତାରାତି ଆସିବା ପାଇଁ ସମାଜସେବା କରୁଛନ୍ତି ଆଉ ନିଜକୁ ଜଣେ ସମାଜ ସେବୀ ବୋଲି କହି ସୋସିଆଲ ମିଡ଼ିଆ ରେ ଧୁମ ଚର୍ଚ୍ଚା ରେ ରହୁଛନ୍ତି। ତେବେ କେହି କେହି ତ କେବଳ ଲୋକପ୍ରିୟତା ପାଇଁ ତଥା ଲୋକ ଙ୍କୁ ଦେଖାଇ ହେବା ପାଇଁ ସମାଜ ସେବା ନାମରେ ଧକା କରୁଛନ୍ତି। ତେବେ ଏହିଭଳି ଅନେକ ଘଟଣା ଦେଖିବାକୁ ମିଳୁଛି ବର୍ତ୍ତମାନ ତେଣୁ ଏହା ଉପରେ ଆମ ସମାଜ ସେବୀ ପ୍ରମିଳା ତାଙ୍କର ମତ ରଖିଛନ୍ତି ।

ତେବେ ସମାଜସେବୀ ପ୍ରମିଳା ଅପା ଙ୍କୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ, ସେ ତାଙ୍କର ଜୀବନ କାଳ ମଧ୍ୟରେ ଅନେକ ଲୋକଙ୍କ ଜୀବନ ସୁଧାରିଛନ୍ତି କେତେ ଭାଙ୍ଗି ଯାଇଥିବା ସଂସାର କୁ ହସ ଖୁସିରେ ଭରି ଦେଉଛନ୍ତି। ମାତ୍ର ବର୍ତ୍ତମାନ ତାଙ୍କ ଭଳି ଅନେକ ସମାଜସେବୀ ତାଙ୍କର ସଂମାନ ପାଉନାହାନ୍ତି କାରଣ କିଛି ନାରୀ ମାନଙ୍କ ର ସମାଜ ସେବା ନାମରେ କ୍ରାଇମ କିମ୍ବା ପଲିଟିକ୍ସ କରିବା ପାଇଁ ବଦନାମ କରୁଛନ୍ତି। ତେବେ ସେ କହିଛନ୍ତି କି ସମାଜ ସେବା ଏମିତି ଆସେ ନାହିଁ, ଏହା ହୃଦୟ ରୁ ଆସିଥାଏ। କେବଳ ନିଜର ଉଦେଶ୍ୟ କୁ ପୂରଣ କରିବା ପାଇଁ ଏମାନେ ସମାଜ ସେବା ଭଳି ଏକ ମାନବିକତା ର ବଦନାମ କରୁଛନ୍ତି।

ତେବେ ସମାଜ ସେବୀ ପ୍ରମିଳା କହିଛନ୍ତି କି, “ପ୍ରକୃତ ରେ ଆମ ସମାଜ ରେ ସମାଜସେବୀ ମାନେ ଲୁଚି ଯାଉଛନ୍ତି, ଆଉ କିଛି ନାରୀ ସମାଜ ସେବା ନାମ ରେ କ୍ରାଇମ କରୁଛନ୍ତି ତ କେହି କେହି ରାଜନୈତିକ ଉଦ୍ଦେଶ୍ୟ ରେ ସମାଜ ସେବା ର ନାମ ଦେଉଛନ୍ତି। କେବଳ କିଛି ଏହିପରି ନାରୀ ମାନଙ୍କ ପାଇଁ ଆମ ଭଳି ଅନେକ ସଚା ସମାଜ ସେବୀ କୁଆଡେ ଲୁପ୍ତ ହୋଇଗଲେଣି, ଏମାନ ଙ୍କ ପାଇଁ ଆମେ ସମସ୍ତେ ବଦନାମ ହୋଇଛୁ”।ତେଣୁ ଏମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment