Odisha News Portal

ନାରୀ ଛାତି ରେ ଥିବା କଳାଜାଇ ଦେଖି ସେମାନଙ୍କର ଚରିତ୍ର ସମ୍ପର୍କରେ କହିପାରିବା, ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ

0 841

ଆମ ଭାରତ ବର୍ଷ ଏକ ହିନ୍ଦୁ ରାଷ୍ଟ୍ର କିନ୍ତୁ ସବୁ ଧର୍ମର ଲୋକ ମାନେ ବସବାସ ମଧ୍ୟ କରି ଥାଆନ୍ତି। ସବୁ ଧର୍ମ ମଧ୍ୟରେ ଆମ ଧର୍ମ ସବୁଠୁ ଅଲଗା ଏବଂ ପ୍ରାୟତଃ ସମସ୍ତ ଲୋକ ଶାସ୍ତ୍ର କୁ ମାନିଥାନ୍ତି।ଆମେ ଆମେ ସାଧାରଣତଃ ଦୈନଦିନ କାର୍ଯ୍ୟ ଶାସ୍ତ୍ର ମୁତାବକ କରିଥାଉ।ଶାସ୍ତ୍ର ରେ ଲେଖା ହୋଇଥିବା ପ୍ରତ୍ୟେକ ଟି କଥା ସତ୍ୟ ହୋଇଥାଏ।ଆମ ଧର୍ମରେ ଅଧିକାଂଶ ଲୋକ ଭଗବାନ ଶିବଙ୍କର ଭକ୍ତ ହୋଇ ଥାଆନ୍ତି ଏବଂ ସେ ମଧ୍ୟ କହିଛନ୍ତି ଶାସ୍ତ୍ର ରେ ଲେଖା ହୋଇଥିବା ପ୍ରତ୍ୟକ ଟି କଥା ସତ୍ୟ ହୋଇଥାଏ।

ଶାସ୍ତ୍ରରେ ଏପରି କିଛି ଅନୁଚିନ୍ତା ଵିଷୟ ରେ ଲେଖା ହୋଇଛି ଯାହା ଆମର ବହୁତ କାର୍ଯ୍ୟ ରେ ଆସିଥାଏ।ବର୍ତମାନ ସମୟରେ ଶାସ୍ତ୍ର କୁ ସମସ୍ତେ ମାନି ଥାଆନ୍ତି।ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହିପରି କିଛି ଅନୁଚିନ୍ତା ସମ୍ପର୍କରେ ଯାହା ଆମର ବହୁତ ଉପକାରୀ ଅଟେ।

୧-ପ୍ରତିଦିନ ସକାଳୁ ଉଠିଲା ପରେ ଖାଲି ପେଟ ରେ ତିନି ଗ୍ଲାସ ପାଣି ପିଇଲେ ଅନ୍ତର ଶକ୍ତି ଜାଗ୍ରତ ହୁଏ।

୨- ଗୋଟିଏ ଗ୍ଲାସ ପାଣି ଗାଧୋଇବା ପୂର୍ବ ରୁ କିମ୍ବା ପରେ ପିଇଲେ ବ୍ଲଡ଼ ପ୍ରେସର ନିଜ ନିୟନ୍ତ୍ରଣ କୁ ଆସିଥାଏ।

୩- ସବୁଦିନ ଦୁଇ ଗ୍ଲାସ ପାଣି ଖାଇବାର ଅଧ ଘଣ୍ଟା ପୂର୍ବ ରୁ ପିଇଲେ ଖାଦ୍ୟ ଭଲ ଭାବରେ ହଜମ ହୋଇଥାଏ ଏବଂ ଦେହ ପାଇଁ ମଧ୍ୟ ଉପକାର ହୋଇଥାଏ।

୪- ରାତି ରେ ଶୋଇବା ପୂର୍ବ ରୁ ଅଧ ଗ୍ଲାସ ପାଣି ପିଇଲେ ହୃଦଘାତ ର ସମ୍ଭାବନା କମ ହୋଇଥାଏ।

୫- ପାଞ୍ଚଟି ଗୋଲମରିଚ ,ଗୋଟିଏ ପିଆଜ ଓ ଅଧ ଚାମଚ ଲୁଣ କୁ ବାଟି କେଶ ରେ ଲଗାଇଲେ କେଶ ଝଡ଼ିବାରୁ ବଂଚିତ ହୋଇପାରିବେ।

୬-ଯଦି ମୁହଁ ରେ କଳା ଦାଗ ରହିଥାଏ ଦହି ରେ ବିଲାତି ରସ ମିଶାଇ ପନ୍ଦର ମିନିଟ ଲଗାଇ ଧୋଇ ଦେଲେ ମୁହଁ ସଫା ହୋଇଯିବ।

୭-ମୁହଁ ର ରଙ୍ଗ କୁ ସଫା କରିବା ପାଇଁ ହେଲେ ଆଖୁ ର ରସ କୁ ରାତି ରେ ଶୋଇବା କୁ ଯିବା ପୂର୍ବରୁ ମୁହଁ ରେ ଲଗାନ୍ତୁ।

୮- ଦୁଇଟି ଗୁଜୁରାତି କୁ ଗୁଣ୍ଡ କରି ରାତି ରେ ଶୋଇବା ବେଳେ ଉଷୁମ ପାଣି ରେ ଖାଇଲେ କେଶ ମୂଳ ମଜବୁତ ହୋଇଥାଏ।

୯- ପେଟ ରେ ଗ୍ୟାସ ସମସ୍ୟା ଦେଖାଦେଲେ ଏକ ଚାମଚ ଜୁଆଣି ସହିତ ଟିକେ କଳା ଲୁଣ ମିଶାଇ ଉଷୁମ ପାଣି ରେ ମିଶାଇ ସେବନ କଲେ ଉପଶମ ମିଳିଥାଏ।

୧୦-ରୋଷେଇ କରି ସାରିବା ପରେ ଚୁଲା କୁ ଭଲ ଭାବରେ ସଫା କରିବା ଉଚିତ ଏହା ସମୃଦ୍ଧି ର ପ୍ରତୀକ ହୋଇଥାଏ।

୧୧-ରାତି ରେ ରୋଷେଇ ଘରେ କେବେ ବି ଅଇଁଠା ବାସନ ରଖନ୍ତୁ ନାହିଁ ଏହା ଅଶୁଭ ହୋଇଥାଏ।

୧୨-ରୋଷେଇ ଘରେ କେବେ ବି ଔଷଧ ଏବଂ ପୂଜା ସ୍ନାନ ରଖନ୍ତୁ ନାହିଁ ଏହା ଅମଙ୍ଗଳ ହୋଇଥାଏ।

୧୩- ଘର ର ଉତ୍ତର ପୂର୍ବ କୋଣ ରେ କାଚ ପାତ୍ର ରେ ଲୁଣ ରଖିଲେ ଶୁଭ ହୋଇଥାଏ ଏବଂ ଘର ର ଆର୍ଥିକ ସମସ୍ୟା ଦୂର ହୋଇଥାଏ

୧୪-ନାରୀର ଦକ୍ଷିଣ ବକ୍ଷରେ ତିଳଚିହ୍ନ ଥିଲେ ସେ ବିଦ୍ୟାବାନ ହୁଏ ଓ ଦକ୍ଷିଣ ପାଦରେ ତିଳଚିହ୍ନ ଥିଲେ ସେ ଧର୍ମବନ୍ତ ଓ ଜ୍ଞାନବନ୍ତ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।