Odisha News Portal

Exclusive : ନନ୍ଦିଘୋଷ ଟାଣିଲେ ମୁଖ୍ୟମନ୍ତ୍ରୀ ନବୀନ… ଦେଖନ୍ତୁ Video

ସୋସିଆଲ ମିଡ଼ିଆରେ ବିଭିନ୍ନ ସମୟରେ ଏମିତି ସବୁ ଘଟଣା ନଜରକୁ ଆସିଥାଏ ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥାଆନ୍ତି। ଆଉ ଏବେ ରଥଯାତ୍ରା ର ସମୟ ଯେଉଁଠି ଅନେକ ଲୋକ ଙ୍କର ଭିଡ଼ ଲାଗି ଥିବାର ଦୃଶ୍ୟ ନଜରକୁ ଆସିଛି। ଏହି ଭିଡ଼ ଭିତରେ ଆମ ମୁଖ୍ୟମନ୍ତ୍ରୀ ମଧ୍ୟ ଏଠାରେ ରଥଯାତ୍ରା ନିକଟରେ ପହଞ୍ଚି ଯାହା କରୁଛନ୍ତି ତେବେ ଆସନ୍ତୁ ଜାଣିବା। ଏଠାରେ ଏକ ଭିଡ଼ିଓ ନଜରକୁ ଆସିଛି ଯେଉଁଠି ଆମ ସମସ୍ତ ଙ୍କର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏମିତି କିଛି କରିଛନ୍ତି।

ଆଉ ଏବେ ତାଙ୍କର ଏହିଭଳି କାର୍ଯ୍ୟ ପାଇଁ ଏବେ ସେ ବହୁତ ଚର୍ଚ୍ଚା ରେ ରହିଛନ୍ତି ଯାହା ଏବେ ଭାଇରଲ ହୋଇଛି। ଅନେକ ସମୟରେ ଏମିତି ସବୁଘଟଣା ଦେଖିବାକୁ ମିଳିଥାଏ ଯାହା ଆପଣ ମାନେ ଦେଖିବା ପରେ ଯାହା ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥାଆନ୍ତି। ଏହିପରି ମୁଖ୍ୟମନ୍ତ୍ରୀ ମଧ୍ୟ ଅନେକ ସମୟରେ ଏମିତି କିଛି କାର୍ଯ୍ୟ ପାଇଁ ଚର୍ଚ୍ଚା କୁ ଆସି ଥାଆନ୍ତି। ତାଙ୍କର ସେହିଭଳି କାର୍ଯ୍ୟ ପାଇଁ ତାଙ୍କର ଭିଡ଼ିଓ ଭାଇରଲ ହୋଇଥାଏ। ତାଙ୍କର କିଛି ପଦ କଥା ପାଇଁ ଏବଂ ଲୋକ ମାନଙ୍କ ସୁବିଧା ପାଇ କିଛି ବ୍ୟବସ୍ଥା ଯାହା ପାଇଁ ସାରା ଦେଶରେ ମଧ୍ୟ ଚର୍ଚ୍ଚା ହୋଇ ଥାଆନ୍ତି।

ଆଉ ତାଙ୍କର ସେହି ଭଳି କାର୍ଯ୍ୟ କୁ ଲୋକ ମାନେ ମଧ୍ୟ ପସନ୍ଦ କରି ଥାଆନ୍ତି ଯାହା ଦ୍ୱାରା ସୋସିଆଲ ମିଡ଼ିଆରେ ଭାଇରଲ ହୋଇ ଥାଆନ୍ତି। ଏବେ ନିକଟରେ ସାରା ପୃଥିବୀ ରେ ମହାପ୍ରଭୁଙ୍କ ରଥଯାତ୍ରା ପାଳନ ହୋଇଛି ଯାହା ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ। ଆଉ ଆମ ରାଜ୍ୟର ପୁରୀ ରେ ରଥଯାତ୍ରା ତାହା ସାରା ବିଶ୍ୱ ପ୍ରସିଦ୍ଧ ଯାହା କୁ ଦେଖିବା ପାଇଁ ପୃଥିବୀର ଚାରିଆଡେ ଲୋକ ମାନେ ଏଠାକୁ ଆସି ଥାଆନ୍ତି ଯାହାର ଭିଡ଼ିଓ ଏବେ ଜୋର ରେ ଭାଇରଲ ହୋଇଛି। ପୁରୀ ଠାରେ ରଥଯାତ୍ରା ଦେଖିବା ପାଇଁ ଦେଶ ର ସବୁ ଜାଗାରୁ ଭକ୍ତ ମାନେ ଏଠାକୁ ଭଗବାନ ଙ୍କ ଦର୍ଶନ ନିମନ୍ତେ ଆସି ଥାଆନ୍ତି। ଏହି ପରି ରାଜ୍ୟର ସବୁ ଲୋକ ମଧ୍ୟ ଏହି ସମୟ ରେ ଦର୍ଶନ ନିମନ୍ତେ ଭିଡ଼ ମଧ୍ୟ କରି ଥାନ୍ତି ଯାହାର ଭିଡ଼ିଓ ସବୁ ଭାଇରଲ ହୋଇଛି।

ଏହାରି ଭିତରେ ଏକ ଭିଡ଼ିଓ ବହୁଳ ଭାଵରେ ଭାଇରଲ ହୋଇଛି ଯେଉଁଠି ଆକ ମୁଖ୍ୟମନ୍ତ୍ରୀ ଛିଡା ହୋଇଛନ୍ତି। ଏହି ଭିଡ଼ିଓ ଟିରେ ଆମ ମୁଖ୍ୟମନ୍ତ୍ରୀ ଙ୍କ ସହିତ ମହା ମହିମ ରାଜ୍ୟପାଳ ଓ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଛିଡା ହୋଇଥିବାର ଦୃଶ୍ୟ ଏବେ ନଜରକୁ ଆସିଛି। ଆଉ ସେମାନେ ସମସ୍ତେ ସାଧାରଣ ଲୋକଙ୍କ ସହିତ ମିଶି କରି ରଥଯାତ୍ରା ରେ ରଥ ଟାଣିଛନ୍ତି। ଆଉ ଏଠାରେ ରଥ ର ଦଉଡି କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଟାଣିବାକୁ ଆସିଛନ୍ତି ଯାହା ର ଭିଡ଼ିଓ ରେକର୍ଡ ହୋଇ ଏବେ ଦେଖିବାକୁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।