ନାଲି ଆମ୍ବ ସୁଟିଂ ସେଟର ମାହୋଲ ଟା ପୁରା ଛିନ ଛତର ହୋଇଛି…. ଏ ନାଲି ଆମ୍ବ… ଏହି ଡାଇଲଗ ଏବେ ସୋସିଆଲ ମିଡିଆରେ ଭାଇରାଲ, ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଖବର ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଦେଖା ଯାଏ କି ସୋସିଆଲ ମିଡ଼ିଆରେ କମେଡି କିଙ୍କ ମାନଙ୍କର କେତେକ ଭାଇରାଲ କମେଡି ମଧ୍ୟ ଗଣ ମାଧ୍ୟମ ମାଧ୍ୟମରେ ଦର୍ଶକ ମାନଙ୍କର ସମ୍ମୁଖକୁ ଆସିଥାଏ | ଆଉ ଯାହାକୁ ଦେଖିବା ଫଳରେ ଦର୍ଶକ ମାନଙ୍କ ହୃଦୟରେ ଏକ ନୂଆ ଆନନ୍ଦ ଆଉ ଉଲ୍ଲାସ ସୃଷ୍ଟି ହୋଇଥାଏ ଆଉ ଯାହା କୁ ଦେଖିବା ପରେ ଲୋକ ମାନଙ୍କର କମେଡି ପ୍ରତି ଥିବା ଆଗ୍ରହ ଆହୁରି ବଢ଼ି ଯାଇଥାଏ | ତାହେଲେ ସେହିଭଳି ଜଣେ କମେଡିଆନ ଗୁଲୁଆ ଙ୍କ ବିଷୟରେ ଆସନ୍ତୁ ଆଲୋଚନା କରିବା |

ତେବେ ଆମେ ମାନେ ଜାଣିଛୁ କି ଗୁଲୁଆ ହେଉଛନ୍ତି ଜଣେ ଏମିତି ଜଣେ କମେଡିଆନ ଯାହା ଙ୍କର କଥା ଆଉ ଏକ୍ଟିଙ୍ଗ ରେ ରହିଛି ଯାଦୁ, ଆଉ ଯାହା ଫଳରେ ସେ ଅତି ସହଜରେ ଦର୍ଶକ ମାନଙ୍କର ମନକୁ ଆକୃଷ୍ଟ କରି ନେଇପାରନ୍ତି | ଆଉ ନିଜ ଭିତରେ ଥିବା ଅଭିନୟ ର ଯାଦୁ ଆଜି ତାଙ୍କୁ ଘରେ ଘରେ ପ୍ରତେକ ଲୋକଙ୍କର ହୃଦୟରେ ଗୋଟିଏ ସ୍ୱତନ୍ତ୍ର ଜାଗା ବନେଇ ପାରିଛି | ଆଉ ଆଜି ସେ ଏତେ ଉପରକୁ ଯାଇ ପାରିଛନ୍ତି | ତେବେ ଆପଣ ମାନେ ସୋସିଆଲ ମିଡ଼ିଆରେ କମେଡି ପାର୍ଟ ଖୁଲିବେ ମାନେ ଗୁଲୁଆ ଭାଇ ଙ୍କୁ ଦେଖିବାକୁ ପାଇଯିବେ | ତେବେ ତାଙ୍କର ଆଉ ଗୋଟିଏ ନୂଆ ଗୀତ ସାଙ୍ଗକୁ କମେଡି ଭାଇରାଲ ହେବାରେ ଲାଗିଛି | ତାହେଲେ ଆସନ୍ତୁ ସେହି ଗୀତ ଟି କଣ ଜାଣିବା |

ତେବେ ଯାହା ଜଣା ପଡିଛି ନାଲି ଆମ୍ବ କୁ ନେଇକି ଗୋଟିଏ ଗୀତ ବର୍ତ୍ତମାନ ସୁଟିଂ ସେଟ ରେ ଚାର ଚାନ୍ଦ ଲଗେଇ ଦେଇଛି | ଆଉ ଦେଖିବାକୁ ମିଳିଛି କି ଚାରିଆଡେ ଖାଲି ନାଲି ନାଲି ଦେଖା ଯାଉଛି | ଆଉ ଏକ ଦୋକାନ ସମ୍ମୁଖରେ ଏଭଳି ସୁଟିଂ ହେଉଥିବାର ଦେଖିବାକୁ ମିଳିଛି | ଆଉ ଏତେ ବଡ଼ କମେଡିଆନ ଯିଏ କି ନିଜ ର ପରିଚୟ ସୃଷ୍ଟି କରିବା ପାଇକି ବହୁତ କଷ୍ଟ କରିଥିଲେ ସେ କମେଡିଆନ ଙ୍କ କମେଡି ଏବେ ଦେଖିବାକୁ ମିଳିବ ଗୋଟିଏ ନୂଆ ଭିଡ଼ିଓ ସହିତ |

 

ତେବେ ଆମେ ମାନେ ଜାଣିଛୁ କି ପିଲା ଙ୍କ ଠାରୁ ଆରମ୍ଭ କରିକି ବୁଢ଼ା ବୁଢ଼ି ପର୍ଯ୍ୟନ୍ତ ସମସ୍ତେ ଗୁଲୁଆ ଙ୍କ କମେଡି ଙ୍କୁ ପସନ୍ଦ କରିଥାନ୍ତି | ଆଉ ଯିଏ ଯେତେ ଦୁଃଖରେ ଥାଉ ନା କାହିଁକି ଯଦି ଗୁଲୁଆ ଙ୍କର କମେଡି ଦେଖିଦିଏ ତାହେଲେ ମନ ଟା ଖୁସି ହୋଇଯାଇଥାଏ,| ଆଉ ଏବେ ତାଙ୍କର ନାଲି ଆମ୍ବ କୁ ନେଇକି ସୁଟିଂ ଚାଲିଛି, ଆଉ ଯାହା ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment