ଆମେ ଜାଣିଛି କି ମଣିଷ ଶରୀରରେ ସବୁବେଳେ କିଛି ନା କିଛି ସମସ୍ୟା ମାନ ଲାଗିକି ରହିଥାଏ | ଆଉ ଯେଉଁ ସମସ୍ୟା କାରଣରୁ ଆମେ ବହୁତ କଷ୍ଟ ମଧ୍ୟ ପାଇଥାଉ ବୋଲି କୁହାଯାଉଛି | ତେବେ ଆମ ଶରୀରରେ ଦେଖା ଯାଉଥିବା ଛୋଟ ହେଉ ଵା ବଡ଼ ହେଉ ବିଭିନ୍ନ ସମସ୍ୟା ର କିଛି କାରଣ ରହିଛି ଯେଉଁଥିପାଇଁ ସେହି ଭଳି ସମସ୍ୟା ମାନ ଦେଖା ଯାଇଥାଏ ବୋଲି କୁହାଯାଉଛି | ତେବେ ଆଜି ଆମେ କହିବାକୁ ଯାଉଛୁ ନାକ ରୁ ରକ୍ତ ବାହାରିବ ଭଳି ସମସ୍ୟା ବିଷୟରେ | ତେବେ ନାକ ରୁ ରକ୍ତ କାହିଁକି ବାହାରି ଥାଏ ଏହା ର କାରଣ କଣ ରହିଛି ଓ ଏଥିରୁ ମୁକ୍ତି ପାଇବା ପାଇଁ ନିରାକରଣ ମାନ କଣ ରହିଛି ଆସନ୍ତୁ ଜାଣିବା |
ନାକ ରୁ ରକ୍ତ ବାହାରି ବାର କାରଣ ଓ ନିରାକରଣ :-
ଡକ୍ଟର ଙ୍କ କଥା ଅନୁସାରେ ନାକରୁ ରକ୍ତ ବାହାରିବାକୁ ବିଶେଷ କରିକ 3 ଟି ଭାଗରେ ବିଭକ୍ତ କରାଯାଇଛି ଆଉ ତାହା ହେଉଛି ପ୍ରଥମେ ଛୋଟ ପିଲା ଥିଲା ବେଳେ ଆଉ ତାହା ପରେ ହେଉଛୁ 20 ବର୍ଷ ଭିତରେ ଆଉ ଶେଷରେ ହେଉଛି 25 ରୁ ପାହାରି ଗଲା ପରେ |ତେବେ ବିଶେଷ କରିକି ଛୋଟ ପିଲାମାନଙ୍କର ନାକ ରୁ ରକ୍ତ ପଡ଼ିବାର କାରଣ ହେଉଛି ସେମାନେ ନାକ କୁ ଖୁରାଇବା ନାକ ରେ ଆଙ୍ଗୁଠି ପୁରାଇବା ଵା ନାକ କୁ କୌଣସି କାରଣରୁ ରଗଡି ହେବା କାରଣ ରୁ ହୋଇଥାଏ ବୋଲି କୁହାଯାଉଛି |
ଏହା ସହିତ କୁହାଯାଉଛି କି 20 ବର୍ଷ ବୟସର ପିଲାମାନଙ୍କର ନାକ ରୁ ରକ୍ତ ବାହାରିବାର କାରଣ ହେଉଛି ଯଦି ଆପଣ ଙ୍କର ଅଧିକ ଗରମ ବାୟୁ ଵା ଥଣ୍ଡା ବାୟୁ ଆପଣ ଙ୍କର ନାକ ଭିତରେ ପ୍ରବେଶ କରିବ ତାହେଲେ ମଧ୍ୟ ଆପଣ ଙ୍କର ଏହିଭଳି କିଛି ସମସ୍ୟା ମାନ ଉପୁଜିଥାଏ ବୋଲି କୁହାଯାଉଛି | ଏହା ବ୍ୟତୀତ କୁହାଯାଏ କି ପୁରୁଷ ମାନଙ୍କର ନାକ ଭିତରେ ଏକ ରକ୍ତ ସଂଚାଳନ ପାଇଁ ନଳୀ ରହିଛି ଯାହା ଝିଅ ମାନଙ୍କ ପାଖରେ ନ ଥାଏ ଯଦି ସେଥିରେ କୌଣସି ଅସୁବିଧା ଦେଖା ଯାଏ ଵା ନାକ ଭିତରେ ଟିଉମର ଭଳି ସମସ୍ୟା ରହିଥାଏ ତାହେଲେ ଆପଣ ଙ୍କର ନାକ ର ଆଗରୁ ଓ ଶେଷରୁ ରକ୍ତ ବାହାରି ଥାଏ ସେଥିପାଇଁ ଆପଣ ମାନେ ନାକ କୁ ଚିପି ରଖି ପାଟି ପଟେ ନିଶ୍ୱାସ ନେବା ଆବଶ୍ୟକ ହୋଇଥାଏ |
ଏହା ଛଡା ଡାଇବେଟିସ, ବ୍ଲଡ଼ ପ୍ରେସର ଭଳି କୌଣସି ସମସ୍ୟା ଦେଖା ଗଲେ ମଧ୍ୟ ଏହି ଭଳି ପ୍ରୋବ୍ଲେମ ଆସିଥାଏ ବୋଲି କୁହାଯାଉଛି | ଏଥିପାଇଁ ଆପଣ ମାନେ ନାକ ରୁ ରକ୍ତ ବାହାରିଲେ ବାହାରୁଥିବା ସମୟରେ ନାକ କୁ ଆଂଗୁଠି ରେ ବନ୍ଦ କକରିନେବେ ଓ ପାଟି ସାହାଯ୍ୟ ରେ ନିଶ୍ୱାସ ନେବେ ତାହା ସହିତ ସେହି ସ୍ଥାନରେ ଆଇସ ଲଗାଇବା ଯୋଗୁଁ ମଧ୍ୟ ନାକ ରୁ ରକ୍ତ ବାହାରିବ ବନ୍ଦ ହୋଇ ଯାଇଥାଏ |
ଏହା ଥିଲା ନାକ ରୁ ରକ୍ତ ବାହାରିବାର କାରଣ ଓ ନିରାକରଣ ବିଷୟରେ ସମ୍ପୂର୍ଣ୍ଣ ସୂଚନା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।