ନଡ଼ିଆ ତେଲରେ ଏହି ଗୋଟେ ଜିନିଷ ମିଶାଇ ୩ ଦିନ ଲଗାନ୍ତୁ… ତା’ ପରେ ଦେଖନ୍ତୁ ଚମତ୍କାର…

ହଁ ଦର୍ଶକବନ୍ଧୁ କେଶ ଝଡିବାର ସମସ୍ୟା ପ୍ରାୟ ଆଜିକାଲି ର ଜେନେରେସନ ପାଖରେ ବହୁତ ପରିମାଣରେ ଦେଖା ଦେଉଛି, ତେବେ ଚୁଟି ହେଉଛି ଆମ ଶରୀରରେ ଏପରି ଗୋଟିଏ ଜିନିଷ ଯୋଉଟା କି ଠିକ ଯଦି ରହିବ ତେବେ ଆମର ସୌନ୍ଦଯ୍ୟ କୁ ମଧ୍ୟ ବଢ଼ାଇଥାଏ | ତେବେ ଏବେ ପ୍ରତେକ ଲୋକଙ୍କ ଠାରେ ଦେଖା ଦେଉଛି କି ଚୁଟି ଝୋଡ଼ିବା ଚୁଟି ବଡ ନହେବା ଭଳି ସମସ୍ୟା |

କେତେକ ଲୋକ ମଧ୍ୟ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବଜାରରୁ ବହୁତ ପ୍ରକାରର କେମିକାଲରେ ତିଆରି ତେଲ ଓ ଅନ୍ୟାନ୍ୟ ପ୍ରଡକ୍ଟକୁ ବ୍ୟବହାର କରି ଏହି ପ୍ରକାରର କେଶ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, କିନ୍ତୁ ସେଗୁଡିକ ଚୁଟି ର ଲାଭ କରିବା ପରିବର୍ତ୍ତେ, ଚୁଟି ଉପରେ ବହୁତ ଏଫେକ୍ଟ ପକାଉଛି | ଆଉ ମଧ୍ୟ ଆପଣ ମାନଙ୍କର ମନେ ରଖିବା ଉଚିତ ଜ ଚୁଟି ରେ ତେଲ ଲଗାଇବା ନିହାତି ଦରକାର ହୋଇଥାଏ , ଚୁଟିରେ ତେଲ ଲଗାଇବା ଦ୍ୱାରା ବାଳ ଶକ୍ତ ଆଉ ମଜଭୁତ ହୋଇଥାଏ ଯାହା ଫଳରେ ଚୁଟି ଆଉ ଉପୁଡ଼େ ନାହିଁ |

କିନ୍ତୁ ଏମିତି ବି ବହୁତ ଲୋକ ଅଛନ୍ତି ଯୋଉ ମାନେ କି ଚୁଟିରେ ଆଦୁ ବି ତେଲ ଲଗାଇବାକୁ ପସନ୍ଦ କରନ୍ତି ନାହିଁ ଯାହା ଫଳରେ ଚୁଟି ସବୁ ଦୁର୍ବଳ ହେଇଯାଏ ଓ ଧରୁ ଧରୁ ଉପୁଡି ଯାଏ, ଆଉ କିଛି ଏମିତି ବି ଲୋକ ଅଛନ୍ତି ଯୋଉ ମାନେ ମୁଣ୍ଡରେ ତେଲ ଲଗନ୍ତି ଆଉ ସେମାନଙ୍କ ଠାରେ ସେହି ସମାନ ଅସୁବିଧା ଦେଖା ଦେଇଥାଏ | ତେବେ ଆଜି ମୁଁ ଆପଣ ମାନଙ୍କୁ ଏମିତି ଗୋଟିଏ ତେଲ ପ୍ରସ୍ତୁତ କରାଇବା ଶିଖାଇବି ଯାହା ଯୋଗୁ କେଶ ଜଣିତ ସମସ୍ୟା ସମ୍ପୂର୍ଣ୍ଣ ଦୂରେଇଯିବ ତେବେ ଆସନ୍ତୁ ଜାଣିବା |

ପ୍ରସ୍ତୁତି ପ୍ରଣାଳୀ :-

ପ୍ରଥମେ ଆମେ ଗୋଟିଏ ରସୁଣ ନେଇ ତାର ଚୁପାକୁ ଛଡାଇଦେବା | ଆଉ କଢେଇରେ ନେବା କିଛି ନଡ଼ିଆ ତେଲ ଆପଣ ଚାହିଁଲେ ଅଲଗା ତେଲ ବି ନେଇପାରିବେ, ଆପଣ ଯୋଉ ତେଲକୁ ମୁଣ୍ଡରେ ଲଗାଇବାକୁ ପସନ୍ଦ କରନ୍ତି , କିନ୍ତୁ ନଡ଼ିଆ ତେଲ ଟି ଭଲ କାମ ଦିଏ, ତାହା ପରେ ସେହି ତେଲକୁ ଗ୍ୟାସ ରେ ଗରମ ହେବା ପାଇଁ ବସାଇବା ଓ ସେଥିରେ ରସୁଣ କୁ ଛୋଟ ଛୋଟ ଖଣ୍ଡ କରିକି ଦରକାରୀ ମୁତାବକ ତେଲରେ ପକାଇବା , ଏହି ପ୍ରସ୍ତୁତ ତେଲକୁ ଆପଣ ସଂଗ୍ରହ କରିକି ରଖି ମଧ୍ୟ ପାରିବେ, ତାପରେ ତେଲରେ ରସୁଣର ରଙ୍ଗ ଚେଞ୍ଚ ହେଲା ପର୍ଯ୍ୟନ୍ତ ଫୁଟାଇବା, ଓ ତାପରେ ତାହାକୁ କାଢି ଆଣି ବାହାରେ ଥଣ୍ଡା କରି ବୋତଲ ରେ ରଖିପାରିବା |

ବ୍ୟବହାର :-

ଏହି ପ୍ରସ୍ତୁତ ତେଲକୁ ଆପଣ ସପ୍ତାହ ରେ ଦୁଇ ଥର ବ୍ୟବହାର କରିପାରିବେ , ନହେଲେ ଥରେ ମଧ୍ୟ କରିପାରିବେ ଆଉ ତେଲ ବ୍ୟବହାର କରିବାର ଦୁଇ ଘଣ୍ଟା ପରେ ବା ଦିନେ ପରେ ମଧ୍ୟ ଆପଣ ଚୁଟି କୁ ସେମ୍ପୁ କରିପାରିବେ, ନହେଲେ ଆପଣ ଏହାକୁ ମୁଣ୍ଡରେ 2 ଦିନରୁ ଅଧିକ ବି ରାକଗଇପାରିବେ |

ତେବେ ଏହି ପ୍ରକାର ଭାବରେ ଘରେ ପ୍ରସ୍ତୁତ ତେଲକୁ ବ୍ୟବହାର କରି କେଶ ଜଣିତ ସମସ୍ୟାରୁ ସମ୍ପୂର୍ଣ୍ଣ ମୁକ୍ତି ପାଇପାରିବେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment