Odisha News Portal

ସାବଧାନ ! ନାବାଳକ, ଗାଡି ଚଳାଇଲେ ଅଭିଭାବକ ଗଣିବେ ଫାଇନ୍ । ହୋଇପାରେ ୩ ବର୍ଷ ଜେଲ୍ , ନିୟମ ମନେପକାଇଦେଲା ରାଜ୍ୟ ପରିବହନ ବିଭାଗ ।

ଆପଣ ମାନଙ୍କ ପାଇଁ ଏକ ସବୁଠୁ ବଡ ଖବର , ଯାହା ଆପଣ ମାନେ ଜାଣିଖି ନିତାନ୍ତ ଆବଶ୍ୟକ । କାହିଁକିନା ଏହା ଆପଣ ମାନଙ୍କ ପିଲା ମାନଙ୍କ ପାଇଁ ବହୁତ ଦରକାରୀ ଅଟେ । ଅର୍ଥାତ ଯଦି ଆପଣଙ୍କର ପିଲା ନାବାଳକ ଏବଂ ସେ ଏପରି କାମ କରୁଅଛି ତେବେ ତାହା ପାଇଁ ଏହା ନିତାନ୍ତ ଆବସ୍ୟକ ଅଟେ । ଅର୍ଥାତ ଆଜି କାଲିର ପିଲାମାନେ ତ ବହୁତ ପ୍ରକାର କାମ କରଛନ୍ତି , ବହୁତ କମ ସମୟରେ ହିଁ ସେମାନେ ଆସ୍ଚର୍ଯ୍ୟକର ମାନ କାମ କରୁଛନ୍ତି । ଯେଉଁଥିପାଇଁ ବେଳେବେଳେ ସେମାନେ ଏହି କାମ ପାଇଁ ପ୍ରଶଂସା ପାଆନ୍ତି ତ ବେଳେବେଳେ କିଛି କାମ ପାଇଁ ନିନ୍ଦିତ ମଧ୍ୟ ହୋଇଥାନ୍ତି ।

ଆଜିର ସମୟରେ ତ ପିଲାମାନେ ବାପା ମାଙ୍କର ମଧ୍ୟ କିଛି କଥା ମାନନ୍ତି ନାହିଁ , ସେମାନେ ଯାହା କରିବା ପାଇଁ ମନା କରନ୍ତି ମାତ୍ର ପିଲାମାନେ ତାହାକୁ ହିଁ କରିଥାନ୍ତି , ଯେଉଁଥିପାଇଁ ପିତା ମାତାଙ୍କୁ ବହୁତ ଅସୁବିଧାର ସାମ୍ନା ମଧ୍ୟ କରିବାକୁ ପଡେ ।

ତେବେ ସେହି ନାବାଳକ ପାଇଁ ଏବେ ବହୁତ ବଡ ସୂଚନା ଆସିଅଛି , ଯାହାକୁ ସେମାନେ ମାନିବା ନିତାନ୍ତ ଆବଶ୍ୟକ ଅଟେ । ଯଦି ସେମାନେ ସେହି କଥା ନମାନନ୍ତି ତେବେ ସେମାନଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିବ ଏବଂ ଏହା ସହିତ ଜୋରିମାନା ମଧ୍ୟ ଦେବାକୁ ପଡିବ । ତେବେ ଆସନ୍ତୁ ଜାଣିବା କଣ ଅଟେ ସେହି କଥାତି ବା ବିଷୟଟି ।

ଏହି କଥାଟି ନାବାଳକ ମାନଙ୍କ ପାଇଁ ଅଟେ , ଅର୍ଥାତ ପ୍ରତ୍ୟେକ ନାବାଳକ ମାନେ ଏହି କଥା ମାନିବା ନିତାନ୍ତ ଆବଶ୍ୟକ । ତେବେ କଥାଟି ହେଉଚି ଯଦି କେହି ନାବାଳକ ମାନେ ଗାଡି ଚଲାଉଛନ୍ତି , ତେବେ ସେମାନେ ଏବେ ସାବଧାନ ହୋଇଯାଆନ୍ତୁ । ନାବାଳକମାନେ ଗାଡି ଚଳାଇଲେ ସମ୍ପୃକ୍ତ ଅଭିଭାବକ କିମ୍ବା ଗାଡି ମାଲିକ ଦାୟୀ ହେବ ।

ନାବାଳକ ଗାଡି ଚଳାଉଥିବା ଧରାପଡିଲେ ଅଭିଭାବକ ଫାଇନ ଦେବେ , ବିନା ଲାଇସେନ୍ସରେ ଗାଡି ଚଳାଇବା ନିଷେଧ । ଅଭିଭାବକ କିମ୍ବା ଗାଡି ମାଲିକଙ୍କୁ ଏଥିପାଇଁ 25 ହଜାର ଟଙ୍କାର ଫାଇନ ଗଣିବାକୁ ପଡିବ । ଜରିମାନା ସହ 3 ବର୍ଷ ଜେଲ ମଧ୍ୟ ହେବ । ଗାଡିର ରେଜିଷ୍ଟ୍ରେସନ 12 ମାସ ଅର୍ଥାତ ବର୍ଷେ ପାଇଁ ବାତିଲ ହେବ । ସବୁଠାରୁ ବଡ କଥା ଏହା କି ସେହି ନାବାଳକ ମାନଙ୍କୁ 25 ବର୍ଷ ନହେବା ଯାଏ ସେମାନଙ୍କୁ ଲାଇସେନ୍ସ ପ୍ରଦାନ କରାଯିବ ନାହିଁ । ତେଣୁ ଆପଣ ମାନେ ସାବଧାନ ହୁଅନ୍ତି , ଯଦି ଆପଣଙ୍କର ଲାଇସେନ୍ସ ହୋଇନାହିଁ ତେବେ ଆପଣ ମାନେ ଗାଡି ଚଲାନ୍ତୁ ନାହିଁ । 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।