Odisha News Portal

ନାରୀ ମାନଙ୍କ ଶରୀର ର ଏହି ଜାଗାର ବାଳ ନିଜ ମନିପର୍ସରେ ରଖିଲେ ମିଳିଥାଏ ଶୁଭ ସଙ୍କେତ ଏବଂ ହୋଇଥାଏ ଧନର ଆଗମନ…..

ନାରୀର କେଉଁ ଅଂଗର ବାଳ ନିଜର ମନିପର୍ସ , ଦୋକାନ , ବ୍ୟବସାୟ , ସିନ୍ଧୁକ ସ ପଇସା ବାକ୍ସ ବା ଡ୍ରରେ ରଖିଲେ ଧନର ଆଗମନ ଏତେ ମାତ୍ରାରେ ହୋଇଥାଏ କି ଜଣେ କାଙ୍ଗାଳକୁ ଧନବାନ କରାଇ ଦେଇଥାଏ । ତେବେ ନାରୀ ମାନଙ୍କର ସେହି ଅଂଗ କେଉଁ ଅଂଗ ଯାହାକି ଏତେ ଭାଗ୍ୟଶାଳୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।ଯଦି ଏକ ଦରିଦ୍ର ଧନଶାଳୀ ହେବାକୁ ଚାହୁଁଥାଏ ଯଦି ଆପଣ ଚାହିଁଛନ୍ତି କି ମାତା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହୁ ବୋଲି ତେବେ ଆପଣ ମାନେ ଆଚାର୍ଯ୍ୟ ଚାଣକ୍ୟଙ୍କର ଏହି ଅମୂଲ୍ୟ ନୀତି ନିଶ୍ଚିତ ପାଳନ କରିବା ଉଚିତ ।

ଆଚାର୍ଯ୍ୟ ଚାଣକ୍ୟ କହନ୍ତି କି ନାରୀ ମାନଙ୍କର ସମସ୍ତ ଅଂଗ ପବିତ୍ର ହୋଇଥାଏ । ମାତ୍ର ନାରୀ ମାନଙ୍କର ସବୁଠୁ ପବିତ୍ର ହୋଇଥାଏ ସେହି ଅଂଗଟି ଯିଏ ଚରିତ୍ର ବତୀ ହୋଇଥାଏ । ଏକ ଚରିତ୍ର ବତୀ ନାରୀର ଅମୂଲ୍ୟ ହୋଇଥାଏ ଗୋଟିଏ ବାଳ , ଆଚାର୍ଯ୍ୟ ଚାଣକ୍ୟକଙ୍କର ମତରେ ଏମିତି ଏକ ଅଂଗର ବାଳ ଯାହାକି ଏତେ ପବିତ୍ର ଏବଂ ଚମକ୍ତାରୀ ହୋଇଥାଏ କି ଏକ କାଙ୍ଗାଳକୁ କରିଥାଏ ଧନୀ । ଆଚାର୍ଯ୍ୟ ଚାଣକ୍ୟ ଜମେ ସର୍ବଶ୍ରେଷ୍ଟ ଜ୍ଞାନୀ ପୁରୁଷ ଥିଲେ ।

ତାଙ୍କ ଦ୍ୱାରା କୁହାଯାଇଥିବା କଥା ମାନ ଆଜିକାଲି ଶତ ପ୍ରତିଶତ ପ୍ରମାଣିତ ହୋଇଛି । ଏହା ସହିତ ଚାଣକ୍ୟଙ୍କର ନୀତି ଅନୁସାରେ ଯଦି ସଠିକ ଭାବେ ପାଳନ କରାଯାଏ ତେବେ ଜଣେ ଗରିବ ଧନୀ ହୋଇପାରିବ । ଏହା ସହ ମାତା ଲକ୍ଷ୍ମୀଙ୍କର ଅପାର କୃପାର ଅଧିକାରୀ ସେ ହୋଇପାରିବ । ଧର୍ମଶାସ୍ତ୍ର ଅନୁସାରେ ନାରୀର ସମସ୍ତ ଅଂଗ ପବିତ୍ର ହୋଇଥାଏ ,

ମାତ୍ର ନାରୀର ଆକିର ପଲକ ଅତ୍ୟନ୍ତ ପବିତ୍ର ହୋଇଥାଏ । ନାରୀର ମାନଙ୍କର ସବୁଠାରୁ ପବିତ୍ର ଅଂଗ ହେଉଛି ନାରୀ ମାନଙ୍କର ଆଖିର ପଲକ । ଆଚାର୍ଯ୍ୟ ଚାଣକ୍ୟଙ୍କର ନୀତି ଅନୁସାରେ ଏକ ଚରିତ୍ର ବତୀ ନାରୀର ଆକି ପସକର ଗୋଟିଏ ବାଳକୁ ନେଇ ଯଦି ଟଙ୍କା ଏବଂ ଧନ ରଖିଥିବା ଜାଗାରେ ରଖି ଦିଅଯାଏ ତେବେ ଧନ ବା ଟଙ୍କା ପଇସାର ଶୁଅ ଛୁଟିଥାଏ ଘରକୁ । ଯାହା ଫଳରେ କି ଏକ କାଙ୍ଗାଳ ହୋଇଥାଏ ଧନବାନ । 


ଆଚାର୍ଯ୍ୟ ଚାଣକ୍ୟଙ୍କର ମତରେ ସେହି ଆଖିର ବାଳକୁ ଏକ ଲାଲ ରଙ୍ଗର କପଡାରେ ଗୁଡାଇ ସିନ୍ଧୁକ ବା ପର୍ସରେ ରଖିଲେ ଶୁଅ ଛୁଟିଥାଏ । ଏହା ସହିତ ସବୁଠାରୁ ଶ୍ରେଷ୍ଟ ଧନୀ ହୋଇଥାନ୍ତି । ପ୍ରଚୁର ଧନର ଅଧିକାରୀ ହୋଇଥାନ୍ତି । ତେବେ ଯଦି ଆପଣ ମାନେ ଧନୀ ହେବାକୁ ଚାହୁଁଛନ୍ତି ବା ଟଙ୍କା କିଛି ସଞ୍ଚୟ କରିବାକୁ ଚାହୁଁଛନ୍ତି ତେବେ ଆପଣ ମାନେ ମଧ୍ୟ ଏହି ଉପାୟକୁ ନିଶ୍ଚିତ ଭାବେ କରି ଦେଖନ୍ତୁ ।