ଆଜି୍ ଆମେ ଆପଣ ମାନଙ୍କୁ ଗୋଟିଏ ଏମିତି ହୋମ୍ ରେମିଡି ବିଷୟରେ ଏହି ଲେଖା ମାଧ୍ୟମରେ ଜଣାଇବୁ ଯାହାକୁ ବ୍ୟବହାର କରିବା ପରେ ଆପଣ ନିଜର ମୋଟା ପେଟକୁ ଗୁଡବାୟ୍ କହି ପାରିବେ । ଆଜିକାଲି ସମସ୍ତଙ୍କର ଗୋଟିଏ ବଡ ସମସ୍ୟା ହେଉଛି ମୋଟା ପେଟ । ସମସ୍ତେ ନିଜର ମୋଟା ପେଟକୁ କମ୍ କରି ସ୍ଲିମ ଏବଂ ଫିଟ୍ ରହିବା ପାଇଁ ଚାହିଁଥାନ୍ତି । କିନ୍ତୁ ସବୁବେଳେ ସମସ୍ତଙ୍କର ସବୁ ସ୍ବପ୍ନ ପୂରଣ ହୋଇପାରେ ନାହିଁ । ସମସ୍ତେ ନିଜର ମୋଟାପେଟକୁ କମ୍ କରିବା ପାଇଂ ଅକ୍ସାସାଇଜ୍ , ଟାଏଟ୍ ଏବଂ ମର୍ଣ୍ଣିଂୱାକ , ଇଭିନଙ୍ଗୱାକ୍ କରିଥାନ୍ତି , ଏହାସହିତ ବହୁତ ସାରା ହୋମରେମିଡି ବି ଟ୍ରାଏ୍ କରିଥାନ୍ତି । ତଥାପି ସେମାନଙ୍କୁ ସେତେ କିଛି ଖାସ୍ ରେଜଲ୍ଟ ମିଳେନାହିଁ ଏବଂ ତାଙ୍କର ମୋଟା ପେଟ କମେ ନାହିଁ ।
କିନ୍ତୁ ଆମେ ଏହା କହୁନାହୁଁ ଯେ ଏସବୁ କରିବା ଦ୍ବାରା ଆମ ବଡିରେ କିଛି ଇଫେକ୍ଟ ପଡୁନି ଏବଂ ଆମ ବଡି କିଛି ବି ପରିବର୍ତ୍ତନ ଆସେନି ତେଣୁ ଏସବୁ କରିବା ବେକାର ତେବେ ନାଁ ସେମିତି ଆମେ ଆଦୌ କହୁନୁ ଏହାଦ୍ବାରା ବି ଆମ ବଡିରେ ବହୁତ ସାରା ପରିବର୍ତ୍ତନ ଆସିଥାଏ
କିନ୍ତୁ ଏହା କରିବା ଦ୍ବାରା ବି ବହୁତ ଜଣଙ୍କର ପେଟ କମେ ନାହିଁ । କାହିଁକି ନାଁ ଝାଳ ଦ୍ବାରା ହିଁ ଆମ ବଡିର ଏକ୍ସଟ୍ରା ଫେଟ୍ ବାହାରିଥାଏ । ଆଉ ବହୁତ ଜଣଙ୍କର ଏକ୍ସାସାଇଜ ଏବଂ ୱାଲ୍କ୍ କରିବା ପରେ ବି ତାଙ୍କ ଦେହରେ ଅଧିକ ଝାଳ ବାହାରିନଥାଏ , ଯେତିକି ବାହାରିବା କଥା । ଯେଉଂଥି ପାଇଁ ସେମାନଙ୍କର ବଡିର ଏକ୍ସଟ୍ରା ଫେଟ୍ ଯାଏ ନାହିଁ କିମ୍ବା ପେଟ କମେ ନାହିଁ ।
ବହୁତ ଜଣ ସ୍ଲିମ ରହିବା ପାଇଁ ନହେଲେ ମୋଟା ହୋଇ ଯାଉଛନ୍ତି ଭାବି ଖାଇବା ଛାଡି ଦେଉଛନ୍ତି କିନ୍ତୁ ଏହା କରିବା ଦ୍ବାରା କିଛି ବି ଲାଭ ହେବ ନାହିଁ ବରଂ ଆପଣ ଅନେକ ରୋଗରେ ପଡିବେ । ତେଣୁ ଆଜି ଆମେ ଆପଣଙ୍କ ପାଇଁ ଗୋଟିଏ ଏମିତି ହୋମ୍ ରେମିଡ୍ ନେଇ ଆସିଛୁ ଯାହା କରିବା ଦ୍ବାରା ଆପଣ ଆପଣଙ୍କର ଏହି ମୋଟା ପଣକୁ ଖୁବ୍ ଶିଘ୍ର ଦୂର କରିପାରିବେ ।
ଏହାକୁ ଯଦି ଆପଣ ରାତିରେ ନିଜ ପେଟରେ କିମ୍ବା ଆପଣଙ୍କର ବଡିରେ ଯେଉଁଠି ବି ଏକ୍ସଟ୍ରା ଫେଟ୍ ରହିଛି ସେହିଠାରେ ଲଗେଇବେ ତେବେ ଧିରେ ଧିରେ ଦେଖିବେ ଆପଣଙ୍କର ପେଟ କେମିତି କମିବାରେ ଲାଗିଛି ।
ଆବଶ୍ୟକ ସାମଗ୍ରୀ -ଭେସଲିନ୍ ଏବଂ ଭିକ୍ସ ଭ୍ୟାପରୁବ୍ ।
ପ୍ରସ୍ତୁତି ପ୍ରଣାଳୀ-
ଗୋଟିଏ ବାଉଲରେ ଅଧାଚାମଚ ଭେସଲିନ୍, ଅଧାଚାମଚ ଭିକ୍ସ ଭ୍ୟାପରୁବ୍ ଏବଂ ଏକ ଚାମଚ ସୋରିଷ ତେଲ ନେଇ ସେସବୁକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ । ଏବେ ଆପଣଙ୍କର ରେମିଡି୍ ପ୍ରସ୍ତୁତ ।
ବ୍ୟବହାର-
ଆପଣଙ୍କର ଯେଉଁଠି ମୋଟପଣ ରହିଛି ସେଠାରେ ଭଲ ଭାବରେ ଏହାକୁ ଆଙ୍ଗୁଳିରେ ନେଇ ଲଗାନ୍ତୁ । ଏହାକୁ ରାତିରେ ଶୋଇବା ପରେ ଲଗେଇ ଦିଅନ୍ତୁ ଏବଂ ସକାଳୁ ଉଷମ ପାଣିରେ ଧୋଇଦେବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।