Odisha News Portal

ବିବାହ ବନ୍ଧନରେ ବାନ୍ଧିହେବେ ବାଳିକା ବଧୂର ଆନନ୍ଦି ଭୂମିକାରେ ଅନଭିନୟ କରୁଥିବା ଅଭିକା ! ଜାଣନ୍ତୁ ସେ କାହାକୁ ନିଜର ଜୀବନସାଥୀ ବାଛୁଛନ୍ତି ?

0 17

ଟିଭିର ସବୁଠାରୁ ଲୋକପ୍ରିୟ ସୋ ବାଳିକା ବଧୂର ଆନନ୍ଦି ଭୂମିକାରେ ଅନଭିନୟ କରୁଥିବା ଅଭିକା ଟିଭି ଦୁନିଆରେ ନିଖୋଜ ହୋଇପାରନ୍ତି ମାତ୍ର ଆଜିକାଲି ସମୟରେ ସେ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରହୁଛନ୍ତି । ପ୍ରତିଦିନ ତାଙ୍କର ଗ୍ଲାମେରସ ଫଟୋ ସେୟାର କରିବା ଜାରି ରଖିଛନ୍ତି , ତେବେ ନିକଟରେ ଅଭିକା ପ୍ରେମିକ ନିଲିନ ଚାନ୍ଦୁଆନଙ୍କ ସହ ଫଟୋ ସେୟାର କରିଛନ୍ତି । ଯାହ ଏବେକା ସମୟରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଦେଖାଯାଇଥିଲା ଫଟୋରେ ଅଭିକା ପ୍ରେମିକ ନିଲିନଙ୍କ ସହ ନଜର ଆସିଛନ୍ତି ଏବଂ ଦୁହେଁ ପରସ୍ପରକୁ ପ୍ରେମ ସହିତ ଦେଖାଛନ୍ତି ।

ଦୁଇ ଜଣ ଏକ ଗଛ ମୂଳରେ ଛିଡା ହୋଇ ଲାଇଟ ସହିତ ଧରିଛନ୍ତି ଯେଉଁଥିରୁ ସେମାନଙ୍କର ଯୋଡି ବହୁତ ସୁନ୍ଦର ଦେଖାଯାଉଛି । ଅଭିକା ସେୟାର କରିଥିବା ପଟୋକୁ ଦେଖି ଲାଗୁଛି କି ସେ ତାଙ୍କର ପ୍ରେମ ଏହା ସହ ତାଙ୍କର ପ୍ରେମିକ ନିଲନଙ୍କ ସହ ଏକ ସୁନ୍ଦର ଡେଟରେ ଯାଇଥିଲେ ।

ନିଜର ପ୍ରେମ ବ୍ୟକ୍ତି କରି ଅଭିକା ଲେକିଛନ୍ତି ମୁଁ ମୋର ପ୍ରାର୍ଥନାରେ ଉତ୍ତର ଦେଉଛି ମୁଁ ମୋର ଜୀବନର ପ୍ରେମ ପାଇଛି । ସେ କହିଛନ୍ତି କି ସେ ଏବେ ପର୍ଯ୍ୟନ୍ତ ବିବାହ କରିନାହାନ୍ତି କେବଳ ପ୍ରେମ ବ୍ୟକ୍ତି କରିଛନ୍ତି । ଅବିକା ଏବେକା ସମୟରେ ତାଙ୍କର ଓଜନ ହ୍ରାସ କରିଛନ୍ତି , କିଛି ଦିନ ଆଗରୁ ଅବିକା ନିଜର ଇନଷ୍ଟାଗ୍ରମରେ ନିଜର ଓଜନ ହ୍ରାସ କରିବାର କାହାଣୀ ଲେଖିଛନ୍ତି ।

ଅଭିକା 30 ଜୁଲାଇ 1997 ରେ ମୁମ୍ବାଇର ଗୁଜୁରାତି ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ପିତା ସଲିଲ ଗୌର ଜଣେ ନିବେସ ରିମାଇଜଡିଙ୍ଗ ହୋଇଥିବା ବେଳେ ମାତା ଥିଲେ ଜଣେ ଗୃହିଣୀ ।

ଅଭିକା ମୁ୍ମାଇର ରେୟନ ସ୍କୁଲରେ ପଡୁଥିଲେ , ଯେତେବେଳେ ଅଭିକାଙ୍କୁ ମାତ୍ର 11 ବର୍ଷ ହୋଇଥିଲା ସେହି ସମୟରେ ସେ ବାଳିକା ବଧୂ ସିରିଏଲରେ କାମ କରିଥିଲେ । ଏହି ସିରିଏଲ ପରେ ଅଭିକା କେବେ ପଛଘୁଞ୍ଚା ହୋଇନଥିଲେ ଏବଂ ତାଙ୍କର ଫ୍ୟାନ ମାନେ ମଧ୍ୟ ବହୁତ ହେବାକୁ ଲାଗିଲେ । ତେବେ ଏହି ଧାରାବାହିକରେ ସେ ବହୁତ ସୁନ୍ଦର ଅଭିନୟ କରି ସମସ୍ତ ଦର୍ଶକଙ୍କ ମନ ମୋହି ନେଇଥିଲେ ।

 ସେହି ସମୟରେ ଏହି ସିରିଏଲଟି ବହୁତ ଫେମସ ହୋଇଥିଲା । ଅନେକ ଲୋକ ଏହି ସିରିଏଲ ଦେଖିବା ପାଇଁ ବହୁତ ପସନ୍ଦ କରୁଥିଲେ । ଅଭିକା ଛୋଟ ସମୟରୁ ହିଁ ବହୁତ ବଡ ବଡ ସୋ ରେ କାମ କରିଛନ୍ତି । ସେ ପିଲାଦିନରୁ ହିଁ ବହୁତ ଫେମସ ହୋଇଛନ୍ତି ତାଙ୍କର କାମ ପାଇଁ ଏବଂ ତାଙ୍କର ସେହି ଛୋଟ ସମୟର ଅଭିନୟକୁ ସମସ୍ତେ ବହୁତ ହିଁ ପସନ୍ଦ କରୁଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।