Odisha News Portal

ନାବାଳକ ପୁଅ ସହିତ ସମ୍ବନ୍ଧ ରଖୁଥିଲେ ମାଆ, ବାପା ଙ୍କୁ ଘଟଣା ବିଷୟରେ କହିବା ପରେ…ଯାହା ହେଲା ଭାବିବେ ଆପଣ କଳ୍ପନା କରିପାରିବେନି…..

ମା ଏହା ଏପରି ଏକ ଶବ୍ଦ ଅଟେ ଯାହାର ବର୍ଣ୍ଣନା କରିବା ଅସମ୍ଭବ , ସେ ହେଉଛି ସୃଷ୍ଟି ଏବଂ ସେ ହେଉଛି ବିନାଶ । ତାପ ପିଲା ମାନଙ୍କର ଜୀବନର ଉନ୍ନତି କରିବା ପାଇଂ ସେ ସର୍ବଦା ଦୁଃଖ , କଷ୍ଟକୁ ନିଜ ଆଡକୁ ନେଇ ନେଇଥାଏ ମାତ୍ର ତାହାର ପିଲାର କିଛି ହେବାକୁ ଦିଏ ନାହିଁ । ଦୁନିଆର ସମସ୍ତ ଦୁଃଖ , କଷ୍ଟକୁ ସହ୍ୟ କରି ସେ ତାର ପିଲାମାନଙ୍କର ସୁଖ , ସମୃଦ୍ଧିର କାମନା କରିଥାଏ । ମା ଶବ୍ଧଟି ଦୁନିଆର ସବୁଠୁ ସୁନ୍ଦର , ପବିତ୍ର ଏବଂ ନିଆରା ଶବ୍ଦ । ମା ପାଖରେ ଆମର ସମସ୍ତ ଖୁସି ଲୁଚି ରହିଥାଏ , ତାହାର ସନ୍ତାନ ମାନଙ୍କୁ ଏକ ବଡ ମଣିଷ କରିବାରେ ତାର ଭୂମିକା ସବୁଠୁ ବଡ ହୋଇଥାଏ ।

ଜଣେ ନାରୀ ବା ଜଣେ ମା ଦୁନିଆର ସମସ୍ତ ସମସ୍ୟାକୁ ସହ୍ୟ କରି କତାର ପରିବାର ଏବଂ ପିଲା ମାନଙ୍କୁ ସର୍ବଦା ଭଲ ରାସ୍ତା ଦେଖାଇଥାଏ । ମାତ୍ର ଆଜିର ସମାଜରେ ଲୋକମାନେ ମା ଶବ୍ଧରେ ମଧ୍ୟ କଳଙ୍କ ଲଗେଇବାକୁ ପଛୁନାହାନ୍ତି , କେତେକ ନାରୀ ମାନଙ୍କ ପାଇଁ ଆଜିର ସମୟରେ ମା ନାମରେ ମଧ୍ୟ କଳଙ୍କ ଲାଗିଯାଇଛି ।

ତେବେ ପ୍ରତ୍ୟେକ ନାରୀ ଯେ ସେପରି ତାହା କହିବା ଭୁଲ ମାତ୍ର ଏପରି କିଛି ନାରୀ ଅଛନ୍ତି ଯେଉଁ ମାନେ ମା ନାମରେ କଳଙ୍କ ସଦୃଶ । ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ନାରୀଙ୍କ ବିଷୟରେ କହିବୁ ଯିଏ କି ଜଣେ ମା ହୋଇକରି ନିଜ ପୁଅ ସହ କରୁଥିଲେ ଏପରି କାମ , ଆପଣ ମାନେ ତାହା ଜାଣିଲେ ନିଶ୍ଚିତ ରୂପରେ ଆଶ୍ଚର୍ଯ୍ୟ ହୋଇୟିବେ କାରଣ ମା ହୋଇ କିପରି ଏମିତି କରିପାରିଲେ । 

ଆମେ ଆପଣ ମାନଙ୍କୁ ଯେଉଁ ଘଟଣା ବିଷୟରେ କହିବୁ ସେ ଘଟଣାଟି ବିଟ୍ରେନର ଅଟେ , ଯାହାକି ବହୁତ ନିନ୍ଦନୀୟ ଏବଂ ଲଜ୍ୟାଜନକ ଅଟେ । ବ୍ରିଟେନର ଫେଶଲ ହିଲ ଅଞ୍ଚଳର ଏକ 38 ବର୍ଷୀୟ ମହିଳା ତାର ସାବତ ପୁଅ ଅର୍ଥାତ 16 ବର୍ଷର ପୁଅ ସହିତ ଦୀର୍ଷ ଦୁଇ ବର୍ଷ ଧରି ରଖୁଥିଲେ ଶାରିରୀକ ସଂପର୍କ । ମାତ୍ର ଏହି ଘଟଣାକୁ ତାଙ୍କର ସ୍ୱାମୀ ସାଉଣ୍ଡ ରେକର୍ଡ ମାଧ୍ୟମରେ ଜାଣିପାରିଥିଲେ ।

ସେ ନିଜ ସ୍ତ୍ରୀର ପ୍ରତ୍ୟକ୍ଷ କାରମାନାକୁ ମଧ୍ୟ ଦେଖିଥିଲେ ଏହା ପରେ ତାଙ୍କର ପୁଅ ତାଙ୍କୁ ଏ ବିଷୟରେ ସମସ୍ତ କଥା କହିଥିଲା । ପୁଅ କହିଥିଲା କି ତାର ମା ତାଙ୍କୁ ଏ ସମସ୍ତ ନିନ୍ଦନୀୟ କାମ କରିବା ପାଇଁ ବାଧ୍ୟ କରାଉଥିଲେ ଏବଂ ଜୋର ଜବରଦସ୍ତ ମଧ୍ୟ କରୁଥିଲେ ।

ତେବେ ସ୍ତ୍ରୀର ଏପରି କାମ ଦେଖି ତାଙ୍କର ସ୍ୱାମୀ ସ୍ତ୍ରୀ ନାମରେ ପୋଲିସରେ ଏତେଲା ଦେଇଥିଲେ ଏହା ପରେ ପୋଲିସ ଆସି ସେହି ମହିଳାଙ୍କୁ ଗିରଫ କରିଥିଲା । ଏହା ପରେ ସେହି ମହିଳାଙ୍କୁ 5 ବର୍ଷ ଜେଲଦଣ୍ଡ ମଧ୍ୟ ଭୋଗିବାକୁ ପଡିଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।