ଆପଣ ଜାଣିଥିବେ ଆଇଏଏସ ର ପରୀକ୍ଷା ପାସ କରିବା ପରେ ପ୍ରାର୍ଥୀଙ୍କୁ ଆଇଏଏସର ଇଣ୍ଟରଭିୟୁ ପାସ କରିବାକୁ ମଧ୍ୟ ହୋଇଥାଏ । ଆଇଏଏସ ର ଇଣ୍ଟରଭିୟୁ ରେ ବିଶେଷଜ୍ଞ ପ୍ରାର୍ଥୀଙ୍କର ଇଣ୍ଟରଭିୟୁ ନେଇଥାନ୍ତି ଏବଂ ଏଠାରେ ଯେଉଁମାନେ ନିଜର ଉତ୍ତମ ଜ୍ଞାନ କୁ ପରିପ୍ରକାଶ କରନ୍ତି ଓ ଉପସ୍ଥିତ ବୁଦ୍ଧି କୁ ବ୍ୟବହାର କରନ୍ତି ସେମାନେ ଏହି ପ୍ରଶାସନିକ ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରି ପାରନ୍ତି ଓ ଦେଶର ସବୁଠାରୁ ବଡ଼ ପ୍ରଶାସନିକ ଚାକିରି କରି ଦେଶ ର ସେବା କରିବାକୁ ସୁଯୋଗ ପାଇଥାନ୍ତି ।
ଏଥିପାଇଁ ଜଣେ ପରୀକ୍ଷାର୍ଥୀ କୁ ଅନେକ ଅଧ୍ୟୟନ ସହିତ ପରିଶ୍ରମ କରିବାକୁ ପଡ଼ିଥାଏ ଆମେ ଆପଣ ମାନଙ୍କୁ କିଛି ଏମିତି ପ୍ରଶ୍ନ ଯାହା ବଡ଼ ବଡ଼ ପରୀକ୍ଷା ପାଇଁ ହେଉଥିବା ସାକ୍ଷାତକାର ରେ ପଚରା ଯାଇଥାଏ । ଯେଉଁ ସବୁ ପ୍ରଶ୍ନ ଗୁଡ଼ିକ ପାଇଁ ମାନସିକ ଦକ୍ଷତା ର ବ୍ୟବହାର କରିବାକୁ ପଡ଼ିବ।
ପ୍ରଶ୍ନ ଗୁଡ଼ିକ ଶୁଣିଲା ପରେ ଆପଣଙ୍କୁ ହୁଏତ ଏହାର ଉତ୍ତର କିଛି ଅଜବ ଲାଗିପାରେ କିନ୍ତୁ ବାସ୍ତବରେ ଏହାର ସକାରାତ୍ମକ ଦିଗ ରହିଛି ଏବଂ ଏଥିପାଇଁ ଆପଣଙ୍କୁ ଉପସ୍ଥିତ ବୁଦ୍ଧିର ପ୍ରୟୋଗ କରିବା ନିହାତି ଆବଶ୍ୟକ।ଆପଣ ଦେଖିଥିବେ କିଛିଲୋକ ଜୀବନରେ ବହୁତ୍ ଶୀଘ୍ର ସଫଳତା ପାଇଯାଇଥନ୍ତି କିନ୍ତୁ କିଛି ବ୍ୟକ୍ତବିଶେଷ ମାନେ ବହୁତ କଷ୍ଟ କରିବା ସତ୍ତ୍ଵେ ତାଙ୍କୁ ସଫଳତା ମିଳେ ନାହିଁ । ସଫଳତା ପାଇବାପାଇଁ ବହୁତ୍ କଷ୍ଟ କରିବାକୁ ପଡ଼ିଥାଏ । ଆମର ନୀତିଦିନ ଜୀବନରେ କିଛି ସାଧାରଣ ଜ୍ଞାନ ର ଆବଶ୍ୟକତା ଅଛି ଯାହା ଆମକୁ ଦେଶ ଭିତରେ ବା ବାହାର ଦେଶରେ ହେଉଥିବା ତଥ୍ୟ ଜାଣିବାରେ ସାହାର୍ଯ୍ୟ କରେ । ତେବେ ଆସନ୍ତୁ ଜାଣିବା ସେମିତି କିଛି ପ୍ରଶ୍ନ ସମ୍ବଦ୍ଧରେ ।
1–ସୁହାଗ ରାତି ରେ ଗୋଟିଏ ସ୍ତ୍ରୀ ନିଜ ସ୍ବାମୀ କୁ କଣ ଦେଇଥାଏ।
ଉତ୍ତର – କ୍ଷୀର
2–ଝିଅଙ୍କର କେଉଁ ଅଙ୍ଗକୁ ତୁମେ ଖାଇ ପାରିବ ?
ଉତ୍ତର –ଲେଡିଜ୍ ଫିଙ୍ଗର ଯାହାକୁ ଓଡିଆ ଶଦ୍ଧକୋଶରେ ଭେଣ୍ଡି ବୋଲି କୁହାଯାଏ ।ଏହା ଏକ ପରିବା ତେଣୁ ଏହାକୁ ଆମେ ଖାଇ ପାରିବା ।
3–ଶରୀର ରୁ କେଉଁ ଅଂଶରୁ କେବେ ଝାଳ ବୋହେ ନାହିଁ ?
ଉତ୍ତର – ଓଠ
4–ଦେହର କେଉଁ ଜାଗା ଅଧିକ ଗରମ ହୋଇଥାଏ ?
ଉତ୍ତର – ଦେହର ସେହି ଯାଗା ଟି ଅଧିକ ଗରମ ଯେଉଁ ଜାଗାରେ ଶରୀରର ରକ୍ତ ସଞ୍ଚାଳନ ଅଧିକ ହୋଇଥାଏ।
5–ଏମିତି କଣ ସେଇଟା ଯାହା ସ୍ବାମୀ ଖାଇପାରେ କିନ୍ତୁ ସ୍ତ୍ରୀ ଖାଇପାରେ ନାହିଁ ?
ଉତ୍ତର – ଯୋଡା କଦଳୀ / ଜୁଆଁ କଦଳୀ
6–ଏମିତି କଣ ଜିନିଷ ଯାହା ନିଜ ଜାଗାରୁ ହଲେ ନାହିଁ ବାକି ଯୋଉଠି କି ଯିବା ପାଇିଁ ଚାହିଁବ ସେ ପହଞ୍ଚେଇ ଦେବ ସେଇଟା କଣ ?
ଉତ୍ତର – ରାସ୍ତା।ଆପଣ ଯଦି ବାଇକ୍ ରେ ଯାଉଛନ୍ତି ତେବେ ବାଇକ୍ ହଲୁଥିବ କିନ୍ତୁ ରସ୍ତା ପୁରା ସ୍ଥିର ଭାବରେ ରହିଥାଏ ଆପଣ ନିଜ ଲକ୍ଷ୍ୟରେ ପହଞ୍ଚିବା ପର୍ଯ୍ୟନ୍ତ ସେ ସ୍ଥିର ରହିଥାଏ ।
7–ଏମିତି କମ ଯାହା ଝିଅ ମାନେ ଅଧିକ ସମୟ କରିବା ପାଇଁ ଇଚ୍ଛା କରନ୍ତି ହେଲେ ପୁଅ ମାନେ ଥକି ଯାଆନ୍ତି ?
ଉତ୍ତର–ସପିଙ୍ଗ
8–ତାହା କଣ ଯାହାକୁ ପୁରେଇବା ସମୟରେ କାଟେ ମାତ୍ର ପୁରେଇଦେଲେ ତାହା ଆମକୁ ଆରାମ ଲାଗେ ?
ଉତ୍ତର–ଚୁଡି , ଚୁଡି ପୁରେଇବା ସମୟରେ ଆମ ମାନଙ୍କୁ କାଟିଥାଏ ।
9–ଦୁନିଆରେ କେଉଁ ଜିନିଷ ଯାହା ତଳେ ପଡିଲେ ଭାଙ୍ଗି ନଥାଏ ?
ଉତ୍ତର – ବର୍ଷା
10–ଏମିତି କେଉଁ ଜିନିଷ ଯାହା ବଡେ କେବେ କମେ ନାହି୍ଁ ?
ଉତ୍ତର – ଉଚ୍ଚତା /ବୟସ
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।