ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ବର୍ତ୍ତମାନ ବିଭିନ୍ନ ପ୍ରକାରର ଭିଡିଓ| ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ |ତେବେ ବର୍ତ୍ତମାନ ଯେଉଁ ଭିଡିଓ ଟି ଭାଇରାଲ ହେଉଛି ତାହା ହେଉଛି ଅଲିଉଡ ର ଜଣେ ବେଶ ଜଣା ଶୁଣା ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କ ବିଷୟରେ | ଆଉ ଯେଉଁଠି ସିଦ୍ଧାନ୍ତ ମହାପାତ୍ର ଖାଇବା ବିଷୟରେ କିଛି ସୂଚନା ଦେଇଛନ୍ତି | ଆଉ କହିଛନ୍ତି କି ବଜାରରେ ମିଳୁଥିବା କେତେକ ଜଙ୍ଗ ଫୁଡ ବିକ୍ରି ହେଉଛି, ଆଉ ଯେଉଁଥିରେ କଲର ଦିଆଯାଉଛି ତାହାକୁ ଖାଇବା ଫଳରେ ଆଜି କାଲି କ୍ୟାନ୍ସର ହେଉଛି ବୋଲି କହିଛନ୍ତି ସିଦ୍ଧାନ୍ତ ମହାପାତ୍ର | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ତାଙ୍କର କଥା ଉପରେ ଟିକିଏ ନଜର ପକାଇବା |
ତେବେ କୁହାଯାଉଛି କି ଏଠାରେ ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ଖାଦ୍ୟ କୁ ନେଇକି କିଛି କଥା |ଆଉ ତାଙ୍କର କହିବା ଅନୁସାରେ ମଦ, ସିଗାରେଟ ଓ ଗୁଟୁକା କୁ ନେଇକି ଅନେକ ପ୍ରକାରର ସରକାରୀ ନିୟମ ଗୁଡିକ ଭାଇରାଲ ହେଉଛି | ଆଉ ଯେଉଁଠି କୁହାଯାଉଛି କି ସେ ସବୁ ଜିନିଷ ଗୁଡିକ ଆମର ସ୍ୱାସ୍ଥ୍ୟ ପାଇଁ ହାନି କାରକ ହୋଇଥାଏ, ଆଉ ଯାହାକୁ ଖାଇବା ପାଇଁ ମନା କରାଯାଇଛି ବୋଲି କୁହାଯାଇଛି | ତେବେ ଆଜିକାଲି ଏହି ସବୁ ନିଶା ଦ୍ରବ୍ୟ ବ୍ୟତୀତ ଖାଇବା ମଧ୍ୟ ଆମର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ | ଆଉ ଯେଉଁଠି କୁହାଯାଉଛି କି ଆଜି କାଲି ବଜାରରେ ଯେଉଁ ଭଳି ଭାବରେ ବିଭିନ୍ନ ପ୍ରକାରର କଲର ର ଖାଇବା ସବୁ ରହିଛି ତାହା ଆମ ସ୍ୱାସ୍ଥ୍ୟ ପାଇଁ ଖରାପ ବୋଲି କହିଛନ୍ତି ସିଦ୍ଧାନ୍ତ ମହାପାତ୍ର |
ତେବେ କୁହାଯାଉଛି କି ଆଜି କାଲି ଅବେସିଟି ମଧ୍ୟ ଆମ ଉପରେ ପ୍ରଭାବ ପକାଉଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଏହି ଖାଇବା ଖାଇବା ଫଳରେ ବ୍ରେଷ୍ଟ କ୍ୟାନ୍ସର ସହିତ ଅନ୍ୟ ସମସ୍ତ କ୍ୟାନ୍ସର ର କାରଣ ମଧ୍ୟ ହେଉଛି ଏହି ଭଳି ଭାବରେ ଫାଷ୍ଟ ଫୁଡ ବା ଜଙ୍ଗ ଫ୍ରୁଡ଼ ଖାଇବା ଯୋଗୁ ହେଉଛି | ତେବେ ତାର ମାନେ ନୁହଁ ଯେ ଆମେ ଅତି ଦାମିକିୟା ଖାଇବା ଖାଇବା କଥା | ତେବେ ଆମେ ଘରେ ନିଜେ ବିଭିନ୍ନ ପ୍ରକାରର ଖାଇବା କୁ ପ୍ରସ୍ତୁତ କରିକି ବ୍ୟବହାର କରିବା ଆବଶ୍ୟକ ହୋଇଥାଏ |
ସିଦ୍ଧାନ୍ତ ମହାପାତ୍ର ଙ୍କର କହିବା କଥା କି ଆଜିକାଲି କ୍ୟାନ୍ସର ଗୋଟିଏ ଏମିତି ଡିଜିଜ ହୋଇଗଲାଣି ଯାହା 100 ଲୋକଙ୍କ ମଧ୍ୟରେ ଅଧେରୁ ଅଧିକ ଲୋକ ଙ୍କ ପାଖରେ ଦେଖା ଯାଉଛି | ତେଣୁ ଏମାନଙ୍କ ଭିତରେ କେତେକ ପ୍ରକାରର କ୍ୟାନ୍ସର ଭଲ ହେଇଯାଉଥିବା ବେଳେ ଆଉ କେତେକ ଭଲ ଣ ହେଇ ଆମର ମୃତ୍ୟୁ ର କାରଣ ହୋଇଥାଏ ବୋଲି କୁହାଯାଉଛି | ତେଣୁ ସେଥିପାଇଁ ଆମକୁ ସଚେତନ ହେବା ସହିତ ଜଙ୍ଗ ଫୁଡ ଭଳି ଖାଇବା ପାଖରୁ ସବୁବେଳେ ଦୁରେଇ ରହିବା ଆବଶ୍ୟକ ହୋଇଥାଏ ବୋଲି କହିଛନ୍ତି ସିଦ୍ଧାନ୍ତ ମହାପାତ୍ର | ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।