Odisha News Portal

ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କେଉଁ କେଉଁ ଅଭିନେତା ଏବଂ ଅଭିନେତ୍ରୀ ମାନେ 2020 ରେ ମୃତ୍ୟୁ ବରଣ କରିଛନ୍ତି ଆଉ କେମିତି କରିଛନ୍ତି ଜାଣନ୍ତୁ…..

ଆଜି ଆମେ ଜାଣିବା ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କେଉଁ କେଉଁ ଅଭିନେତା ଏବଂ ଅଭିନେତ୍ରୀ ମାନେ 2020 ରେ ମୃତ୍ୟୁ ବରଣ କରିଛନ୍ତି । ତେବେ ପ୍ରଥମେ ଆସୁଛନ୍ତି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଦୀପା ସାହୁ ।

1. ଦୀପା ସାହୁ – ତେବେ ଦୀପା ସାହୁଙ୍କର ମୃତ୍ୟୁ ଖବର ବିଷୟରେ ଆପଣ ମାନେ ନିହାତି ଭାବରେ ଅଳ୍ପେ ବହୁତ ଜାଣିଥିବେ । ସେ ଦୀର୍ଘ ଦିନ ଧରି କ୍ୟାନସର ଭଳି ମାରାତ୍ମକ ରୋଗରେ ପିଡିତ ହୋଇ ମୃତ୍ୟୁବରଣ କରିଥିଲେ । ତାଙ୍କର ବିୟୋଗ ସାରା ଓଡିଆ ଇଣ୍ଡଷ୍ଟ୍ରି କୁ ଶୋକର ଲହରୀରେ ଭସାଇ ଦେଇ ୟାଇ ଥିଲା ।

2. ବିଜୟ ମହାନ୍ତି –

ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ବିଜୟ ମହାନ୍ତି ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଏବଂ ତାଙ୍କର ମଧ୍ୟ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ହୃଦଘାତରେ ପିଡିତ ଥିଲେ । ବିଜୟ ମାହନ୍ତି ଯେ କି ଓଡିଆ ଇଣ୍ଡଷ୍ଟ୍ରିର ଜଣେ ବରିଷ୍ଠ ତଥା ପ୍ରତିଭାବାନ କଳାକରା ଥିଲେ , ଆଉ ତାଙ୍କର ମୃତ୍ୟୁ ସାରା ଇଣ୍ଡଷ୍ଟ୍ରକୁ ନିସ୍ତବ୍ଧ କରିଦେଇଥିଲା ।

3. ମୀନକେତନ୍ 

ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ମୀନକେତନ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଏବଂ ତାଙ୍କର ଭୂବନେଶ୍ବର ରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା । କିନ୍ତୁ ସେ ଚିକିତ୍ସା ଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା ।

4. କମେଡିଆନ୍ ସଲିଲ୍ ମିତ୍ର-

କିଛି ମାସ ପୂର୍ବରୁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର କମେଡିଆନ୍ ସଲିଲ୍ ମିତ୍ର ଗୋଟିଏ ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ ।

5. ନିକିତା-

ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ନିକିତା କିଛି ମାସ ପୂର୍ବରୁ ଛାତ ଉପରୁ ଡେଇଁ ମୃତ୍ୟୁ ବରଣ କରିଥିଲେ ।

6. ଦେବୁ ବୋଷ-

ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ଦେବୁ ବୋଷ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ତାଙ୍କୁ ଓଡିଶା ବାହାରେ ଏକ ଘରୋଇ ହସ୍ପିଟାଲରେ ରଖା ଯାଇ ଚିକିତ୍ସା କରାଯାଉଥିଲା ଏବଂ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଅଧିକ ବିଗିଡି ଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା ।

7. ଆଲବମ୍ ହିରୋ ରାଜା ପଟ୍ଟନାୟକ-

ଓଡିଆ ଆଲବମ୍ ଜଗତର ତଥା ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ରାଜା ପଟ୍ଟନାୟକ କୌଣସି ଏକ କାରଣରୁ ବ୍ରିଜ ତଳକୁ ଡେଇଁ ଆତ୍ମହତ୍ୟା କରିଥିଲେ ।

8. କମେଡିଆନ୍ ଚଞ୍ଚ-

ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର କମେଡିଆନ୍ ଚଞ୍ଚ କିଛି ମାସ ପୂର୍ବରୁ କ୍ୟାନସର ରୋଗରେ ପିଡିତ ଥିଲେ ଏବଂ ତାଙ୍କର ଚିକିତ୍ସା କଟକରେ କରାଯାଉଥିଲା । କିନ୍ତୁ ଶେଷରେ ସେ ମୃତ୍ୟୁ ବରଣ କରି ଥିଲେ ।

ତେବେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏହି ସବୁ ଅଭିନେତା ଏବଂ ଅଭିନେତ୍ରୀ ମାନେ ସେମାନଙ୍କର ଅଭିନୟ ଦ୍ବାରା ସାରା ଓଡିଶାବାସୀଙ୍କର ଅତିପ୍ରିୟ ଥିଲେ । ଆଉ ସେମାନଙ୍କର ଅଭିନୟକୁ ଓଡିଶାବାସୀ ମାନେ ବହୁ ମାତ୍ରାରେ ପସନ୍ଦ କରୁଥିଲେ । କିନ୍ତୁ ସେମାନଙ୍କର ଅକାଳ ବିୟୋଗରେ ଓଡିଆ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।