ଶହୀଦ ଯବାନ ହେଲେ ଆମ ମାନଙ୍କ ପାଇଁ ସ୍ୱୀକୃତି। ଯିଏ ଆମ ସମସ୍ତଙ୍କୁ ସବୁଦିନ ସୁରକ୍ଷା ଦେବା ସହିତ ରକ୍ଷା କରି ଥାଆନ୍ତି। ତାଙ୍କ ପାଇଁ ଆମେ ଆଜି ଶତ୍ରୁ ମାନଙ୍କ କବଳରୁ ସୁରକ୍ଷିତ ରହିଛେ। ଆଉ ସେମାନେ ହେଲେ ଦେଶର ବିର ଯବାନ। ତାଙ୍କର ଗୋଟିଏ ବଳିଦାନ ଆମ ସମସ୍ତଙ୍କ ଜୀବନ ବଞ୍ଚେଇ ଦେଇପାରେ। ଏହି ସମୟରେ ଜଣେ ଶହୀଦ ଯବାନ ଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ଭାଈ ଦେଖିକି ରହି ପାରୁ ନାହାଁନ୍ତି। ତାଙ୍କର ଅନ୍ତିମ ସଂସ୍କାର ବେଳେ ନିଜର ପ୍ରିୟଜନ ମାନଙ୍କୁ ଡକା ଯାଇଥାଏ। ସେଠାକୁ ସେ ଆସି କାନ୍ଦି କାନ୍ଦି ଗାଡି ଯାଇଥିଲେ। ତା ପରେ ଯାହା ହେଲା ଆପଣ ମାନେ ଦେଖିଲେ ଜାଣି ପାରିବେ।
ଏମିତି ହୃଦୟ ବିଦାରକ ଦୃଶ୍ୟ ବିଭିନ୍ନ ସମୟରେ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥିବାର ଦେଖା ଦେଇଛି। ସମଗ୍ର ଦେଶର ଲୋକ ମାନେ ନିଶ୍ଚିନ୍ତ ରେ ଯଦି ଶୋଇ ଥାଆନ୍ତି ସେହି ମାନଙ୍କ ପାଇଁ। ଏହିଠାରେ ଜଣେ ବୀର ଯବାନ ଶହୀଦ ହୋଇଥିବା ବେଳେ ଯାହା ଜାଣିବାପରେ ତାଙ୍କ ଭାଇ ଏବେ ଭାଙ୍ଗି ପଡିଛନ୍ତି।ଜଣେ ବୀର ଯବାନ ର ଏହିଭଳି ଭାବେ ମୃତ୍ୟୁ ହେବା ପରେ ସ୍ଥାନୀୟ ଅଂଚଳରେ ଓ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି। ଆଉ ଏପଟେ ନିଜର ଜୀବନ କୁ ଦେଶ ପାଇଁ ବଳିଦାନ କରି ଦେଇଛନ୍ତି।
ଏଠାରେ ଶହୀଦଙ୍କ ଭାଇ ଏବେ କାନ୍ଦି କାନ୍ଦି ଥକି ପଡିଲେଣି ହେଲେ ଆଉ ଫେରି ଆସି ପାରିବେ ନାହିଁ ଆଉ ସେହି ଯବାନ। ତାଙ୍କର ଏହି ବଳିଦାନ ପାଇଁ ସାରା ଦେଶ ସବୁଦିନ ମନେ ରଖିବ। ଏହିଠାରେ ଯାହାର ଭାଇ ହେଉ ବା ବାପା କିମ୍ବା ସମ୍ପର୍କୀୟ ହୋଇ ଥାଆନ୍ତୁ ସମସ୍ତଙ୍କ ପାଇଁ ଏଭିଭାଳି ଭାବନା ଆସିବ। ଆଉ ଏଠାରେ ସେହି ବିର ଯବାନ ଙ୍କ ପାଇଁ ତାଙ୍କ ଭାଇ ରାଷ୍ଟ୍ରୀୟ ସମ୍ମାନ ଦିଆ ଯିବା ସମୟରେ ମୃତ ଶରୀର କୁ ଛାଡିକି ଯିବାପାଇଁ ଇଛା କରି ନାହାଁନ୍ତି। ଆଉ ତାଙ୍କର ସେହି ହୃଦୟର ବିଦାରକ ଦୃଶ୍ୟ ଦେଖିବା ପରେ ନିକଟରେ ଥିବା ପୋଲିସ କର୍ମଚାରୀ ଓ ଅନ୍ୟ କର୍ମଚାରୀ ମାନେ ତାଙ୍କୁ ସାହାରା ଦେଇଥିଲେ। ଆଉ ଏହି ଘଟଣା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି ଯାହା ଜଣେ ବ୍ୟକ୍ତି ନିଜ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି ଆଉ ଏହାକୁ ନେଇ ଅଧିକାଂଶ ଙ୍କ ମୁହଁ ରେ ଲୁହ ଆସିଯାଇଛି।
ଆଉ ଏହି ଘଟଣା ଆଗରୁ ବହୁତ ଥର ଘଟିଥିଲେ ମଧ୍ୟ ଏବେ ତାଙ୍କ ଭାଇ ଙ୍କ ପାଇଁ ହୃଦୟ କାନ୍ଦି ଉଠୁଛି। ଆମେ ମାନେ ସବୁ ରାତି ନିଶ୍ଚିନ୍ତ ରେ ଶୋଇଥିବା ବେଳେ ସବୁ ଦିନ ଆମକୁ ଜଗି ରହିଥିବା ଯବାନ ଆଜି ଆମ ପାଇଁ ଜୀବନ ଦେଇ ଦେଇଛନ୍ତି। ସବୁ ଦିନ ରାତି ସଜାଗ ରହି ସୁରକ୍ଷା ଦେଇ ଥାଆନ୍ତି ଭାରତ ବାସୀଙ୍କୁ। ଏହି ଭିଡ଼ିଓ କୁ ଅଧିଅ ରୁ ଅଧିକ ଲୋକ ଶେୟାର ମଧ୍ୟ କରିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।