Odisha News Portal

Odia Bayagita – ମୁଣ୍ଡବାଳ କୁଣ୍ଡେଇବା ସମୟରେ ହାତରୁ ପାନିଆ ଖସିଗଲେ କ’ଣ ସୂଚନା ମିଳିଥାଏ……

ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି କଥା ବିଷୟରେ କହିବୁ , ଯାହା ଆପଣ ମାନଙ୍କ ଜୀବନରେ ନିଶ୍ଚିତ ଭାବରେ ଆବଶ୍ୟକ ହୋଇଥାଏ । ଏହା ଛଡା ଏମିତି ମଧ୍ୟ କିଛି କାର୍ଯ୍ୟ ରହିଛି ଯାହା ଠାରୁ ନିଜକୁ ଦୂରେଇ ରଖିବା ଆବଶ୍ୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ସବୁ କାର୍ଯ୍ୟ ବିଷୟରେ ।

1- ଯେଉଁ ମାନଙ୍କର ଖାଇବା ପରେ ଅଇଁଠା ବାସନ ଛାଡିବାର ଅଭ୍ୟାସ ରହିଥାଏ , ସେମାନଙ୍କୁ ମିଳିଥିବା ସଫଳତା ଶୀଘ୍ର ନଷ୍ଟ ହୋଇଯାଏ ବା ସଫଳତା ପାଇବା ପାଇଁ ବହୁତ କଷ୍ଟ ହୋଇଥାଏ ।

2 – ଯେଉଁ ମାନଙ୍କର ବାରମ୍ୱାର ଚୁଟି ଘରିବା ବା ଚୁଟି ଛୁଇଁବାର ଅଭ୍ୟାସ ରହିଥାଏ , ତେବେ ସେମାନଙ୍କର ବହୁତ ଅମଙ୍ଗଳ ହୋଇଥାଏ ।

3 – ଯେଉଁ ମାନଙ୍କର ସୂର୍ଯ୍ୟ ଉଦୟ ସମୟରେ ବା ସୂର୍ଯ୍ୟ ଅସ୍ତ ସମୟରେ ବା ଦିନ 12 ଟାରେ ଖାଇବା , ଖୋଇବା ବା ଝଗଡା କରିବାର ଅଭ୍ୟାସ ରହିଥାଏ , ସେମାନଙ୍କର ଦୁଃଭାଗ୍ୟ ଓ ଦାରିଦ୍ର୍ୟତା ବୃଦ୍ଧି ପାଇଥାଏ ।

4 – ଯେଉଁ ମାନଙ୍କର ଗରମ ପାଣିରେ ଗାଧୋଇବାର ଅଭ୍ୟାସ ରହିଥାଏ , ସେମାନଙ୍କର ବାଳ ଝଡିବା ସହିତ ଆଖି ଖରାପ ହେବାର ମଧ୍ୟ ସମ୍ଭାବନା ରହିଥାଏ ।

5 – ଯେଉଁ ମାନଙ୍କର ଅମାବାସ୍ୟା ଦିନ ମଦ ଏବଂ ମାଂସ ଖାଇବାର ଅଭ୍ୟାସ ରହିଥାଏ , ସେମାନଙ୍କର ଖୁବଶୀଘ୍ର ଦୁର୍ଘଟଣା ହେବାର ସମ୍ଭାବନା ରହିଥାଏ ।

6 – ଚୁଟି କୁଣ୍ଡାଇବା ସମୟରେ ହାତରୁ ପାନିଆ ଖସିଗଲେ ଏହା ବହୁତ ଶୁଭ ହୋଇଥାଏ ଏବଂ କାନରେ ଚୁଟି ଉଠିଲେ ଅଶୁଭ ହୋଇଥାଏ ।

7 – ଗାଧୋଇବା ସମୟରେ ପାଦ ଭଲ କରି ସଫା କରିବା ଉଚିତ ଏବଂ ବାହାରୁ ଆସିଲେ ପାଦ ଭଲ କରି ଧୋଇବା ଉଚିତ । ଏହା ଦ୍ୱାରା ମନ ସ୍ଥିର ହୋଇଥାଏ ଓ ମନର ଶକ୍ତି ବୃଦ୍ଧି ହୋଇଥାଏ ।

8 – ଯେଉଁମାନେ ଘରେ ଲଗେଇଥିବା ଗଛରେ ସକାଳେ ଏବଂ ସନ୍ଧ୍ୟାରେ ପାଣି ଦେଇଥାନ୍ତି , ସେମାନଙ୍କର ସମସ୍ତ ସମସ୍ୟା ଦୂର ହୋଇଥାଏ । ଏହା ସହିତ ଲଢିବା ପାଇଁ ଶକ୍ତି ମଧ୍ୟ ମିଳିଥାଏ ।

9 – ଯେଉଁ ମାନଙ୍କର ନାକରେ ଆଙ୍ଗୁଠି ଭର୍ତ୍ତି କରିବାର ଅଭ୍ୟାସ ରହିଥାଏ କିମ୍ୱା ଦାନ୍ତ ରଗଡିବାର ଅଭ୍ୟାସ ରହିଥାଏ , ସେମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ ଏବଂ ସାମାଜିକ ପ୍ରତିଷ୍ଠା ନଷ୍ଟ ହୋଇଯାଏ ।

10 – ଯେଉଁ ଲୋକମାନେ ବାହାରୁ ଆସି ଚପଲ , ଜୋତା ବା ମଜା କାଢି ଏଠି ସେଠି ପକେଇବାର ଖରାପ ଅଭ୍ୟାସ ରହିଥାଏ , ସେମାନଙ୍କର ଶତ୍ରୁବୃଦ୍ଧି ହେବା ସହିତ ଅମଙ୍ଗଳ ମଧ୍ୟ ହୋଇଥାଏ ।

11 – ଘରକୁ ଫେରିବା ସମୟରେ ତକିଛି ନା କିଛି ଜିନିଷ ସାଙ୍ଗରେ ଆଣିବା ଉଚିତ । ଏହା ଦ୍ୱାରା ଘରେ ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାନ୍ତି ଏବଂ ଧନ ବୃଦ୍ଧି ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।