ମୁଁ ତାର ପ୍ରଥମ ସ୍ତ୍ରୀ ,ହେଲେ ମୋ ଛଡା ତାର 3ଟା ସ୍ତ୍ରୀ ଅଛନ୍ତି ..ରାସ୍ତା ମଝିରେ ଚିତ୍କାର କରି ସ୍ୱାମୀର ପୋଲ ଖୋଲିଲା ସ୍ତ୍ରୀ… ଦେଖନ୍ତୁ Video

ହଁ ଦର୍ଶକବନ୍ଧୁ କଥାଟି ଶୁଣି ଆପଣ ମାନେ ଅର୍ଚଯ୍ୟ ହେଉଛନ୍ତି କି, ଯେ କିପରି ସ୍ୱାମୀ ସେ ଯାହାଙ୍କର ଗୋଟିଏ ନୁହଁ, ଦୁଇଟା ନୁହଁ, ଅଛି ତିତି ତିନିଟା ସ୍ତ୍ରୀ, ଆଉ ଚୋର ପ୍ରେମ ପ୍ରୀତି ରଖି ଆଗରୁ ଧରା ପଡି ଜୋରିମାନା ଦେଲା ପରେ ପୁଣି ବିବାହ କରି ଆଉ ଜଣଙ୍କୁ ଘରେ ରଖିଥିଲେ ଆଉ ଦେଉଥିଲେ ନିର୍ଯାତନା | ମାତ୍ର ସ୍ତ୍ରୀ ଆଜି ମୁହଁ ଖୋଲିବା ସହିତ ସ୍ୱାମୀ ନାଁ ରେ ଅଭିଯୋଗ ଆଣିବା ସହିତ ସେ ଥାନାର ଦ୍ୱାରସ୍ଥ ମଧ୍ୟ ହୋଇଛି |ତେବେ ଆସନ୍ତୁ ଜାଣିବା ପୁରା ଘଟଣା ବିଷୟରେ |

କଥାଟି ଶୁଣିଲେ ଆପଣମାନେ ଅର୍ଚଯ୍ୟ ହେଉଛନ୍ତି କି, ଘଟଣାରେ ସ୍ୱାମୀ ପ୍ରଥମ ସ୍ତ୍ରୀ ଥାଉ ଥାଉ କରିଛଅନ୍ତି ତିନି ତିନିଟି ବିବାହ ଯାହାକୁ ଫଳରେ ସ୍ତ୍ରୀ ରାସ୍ତା ଉପରେ କରୁଛି ପାଟି ତୁଣ୍ଡ, ଘଟଣାଟି ଘଟିଛି କରଞ୍ଜିଆ ଥାନା ଅନ୍ତର୍ଗତ କରଞ୍ଜିଆ ବ୍ଲକରେ, ଲୋକ ମାନଙ୍କର କହିବା ଅନୁସାରେ ସ୍ୱାମୀ ତାଙ୍କର ବିବାହ ଆଗରୁ ବି କରିଥିଲେ ଚୋରା ପ୍ରେମ ଆଉ ପ୍ରୀତି ପରେ ଧରପୋଡିବା ପରେ ସାତ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ସେ ଦେଇଥିଲେ ଓ କେଶ ର ସମାଧାନ ମଧ୍ୟ କରିଥିଲେ |

ପରେ ସେ ମହିଳା ଦୀପ୍ତି ମୟୀ ମହାକୁଡ଼ , ତାଙ୍କର ସ୍ୱାମୀ ଗଣେଶ ମହାକୁଡଙ୍କ ନାମରେ କରଞ୍ଜିଆ ଥାନାରେ ଅଭିଯୋଗ କରିଥିଲେ, ଓ ଅଜା ଶଶୁରଙ୍କୁ ଫୋନ କରି ସୂଚନା ଦେଇ ଥାନାକୁ ମଧ୍ୟ ଆସିଥିଲେ |ମାତ୍ର ଅଜା ଶଶୁର ଭୁବନେଶ୍ୱର ରେ ଆପୋଲ ରେ ଚିକିତ୍ସିତ ପାଇଁ ଯାଇଛନ୍ତି ବୋଲି କହିଥିଲେ , ପରେ ମହିଳାଟି ତାର ବାପା ମାଆ ଙ୍କୁ ନେଇ ଅଭିଯୋଗ ଦେବାକୁ ଆସୁଥିଲା ବେଳେ, କରଞ୍ଜିଆ ଥାନା ଆଗରେ ଅଜା ଶଶୁରଙ୍କୁ କାରରେ ଯିବାର ଦେଖିଥିଲେ ଓ ଆରମ୍ଭ ହୋଇଯାଇଥିଲା ପାଟି |ରାସ୍ତା ମଝିରେ ଏପରି ପାଟି ତୁଣ୍ଡ ଦେଖି ସେଠାରେ ବହୁତ ଭିଡ ମଧ୍ୟ ଜମି ଯାଇଥିଲା |

ତେଣୁ ସେଠାରେ ପୋଲିଶ ମଧ୍ୟ ପହଞ୍ଚିଥିଲେ ଓ ତାଙ୍କର ଅଜା ଶଶୁର ଇନ୍ଦିରାଙ୍କୁ ପୋଲିସ ନେଇଯାଇଥିଲେ ଥାନାକୁ ସେଠାରେ ପଚାର ଉଚରା କରୁ ଯାହାକୁ ଜଣା ପଡିଛି, ଏହି ମହିଳା ଜଣଙ୍କ ହେଉଛନ୍ତି ତାଙ୍କର ଦ୍ୱିତୀୟ ସ୍ତ୍ରୀ, ବୈଦିକ ରୀତିରେ କେନ୍ଦୁଝର ଜିଲ୍ଲାରୁ ବିବାହ କରିଥିଲେ ତାଙ୍କୁ ଓ ସେମାନଙ୍କ ଔରସରୁ ଗୋଟିଏ ଚାରି ବର୍ଷର ଶିଶୁ ମଧ୍ୟ ଜନ୍ମ ହୋଇଥିଲା, ମାତ୍ର ତାଙ୍କୁ ଶଶୁର ଘରେ ଦିଆ ଯାଉଥିଲା ଯୌତୁକ ନିର୍ଯାତନା, ଆଉ ଜୀବନରୁ ମାରିଦେବାର ଧମକ ମଧ୍ୟ ଦିଆଯାଇଥିଲା |

ପରେ ମହିଳା ଜଣଙ୍କ କେନ୍ଦୁଝର ବାରିଆ ଥାନାରେ ଯାଇ ଅଭିଯୋଗ ଦେଇଥିଲେ, ଓ ଯାହାକୁ ଜଣା ପଡିଛି କି ତାଙ୍କର ସ୍ୱାମୀ ଜୁନ ପନ୍ଦର ତାରିଖରେ ଆଉ ଜଣଙ୍କୁ ବିବାହ କରିଛନ୍ତି , ଯାହାକୁ ଜାଣିପାରୁ ସ୍ତ୍ରୀ ଓଲ୍ହେଇ ଛନ୍ତି ନ୍ୟାୟ ପାଇବା ପାଇଁ, ଆଉ ସ୍ୱାମୀଙ୍କ ନାମରେ ଅଭିଯୋଗ କରିବା ପାଇଁ |ବର୍ତମାନ ଏହି ଘଟଣାର ଭାଇରଲ ହେଲା ପରେ ସେସିଆଲ ମିଡିଆରେ ଘୁରିବୁଲୁଛି ଓ ମହିଳା ଜଣଙ୍କ ନ୍ୟାୟ ପାଇବା ପାଇଁ ଆଶା ରଖି ପୋଲିସର ଦ୍ୱାରସ୍ଥ ହୋଇଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment