ମୁଁ ତାଙ୍କ ପାଦଧୂଳି ନେଇକି ହିଁ ଠାକୁର ପୂଜା କରେ ..ମୁଁ ଏବେ ବି ତାଙ୍କୁ ଭଗବାନଙ୍କ ଜାଗାରେ ରଖିଛି : କାହିଁକି ଏମିତି କହିଲେ ବିଦ୍ୟାଶ୍ରୀ… ଦେଖନ୍ତୁ Video

ହଁ ଦର୍ଶକବନ୍ଧୁ ଆଜି ମୁଁ ଯାହାଙ୍କ ବିଷୟରେ କହିବାକୁ ଯାଉଛି ଯାହା ବିଷୟରେ ଆପଣମାନେ ବହୁତ ଆଗରୁ ମଧ୍ୟ ଜାଣିଛନ୍ତି, ସେ ହେଉଛନ୍ତି ବିଦ୍ୟାଶ୍ରୀ ଦାଶ, ଆଉ ଯାହାଙ୍କର ସ୍ୱାମୀ ଆଉ ଏ ଦୁନିଆରେ ନାହାନ୍ତି, ସବୁଦିନ ପାଇଁ ତାଙ୍କୁ ଛାଡି ଆରପାରିକୁ ଚାଲିଯାଇଛନ୍ତି , କିନ୍ତୁ ତାଙ୍କର ସ୍ୱାମୀଙ୍କ ପ୍ରତି ଥିବା ପ୍ରେମ ତାଙ୍କ ମନରେ ଆଜି ବି ଜୀବିତ ହେଇକି ରହିଛି,ଯାହା ବିଦ୍ୟାଶ୍ରୀ ଙ୍କ ମିଡ଼ିଆ ଆଗରେ କହୁଥିବା କଥା କୁ ଶୁଣିଲେ ଆପଣମାନେ ଜାଣିପାରିବେ |

ବିଦ୍ୟାଶ୍ରୀ ମିଡ଼ିଆ ଆଗରେ କହିଥିଲେ କି ସିଏ ଏବେ ବି ତାଙ୍କ ସ୍ୱାମୀଙ୍କୁ ଆଗରୁ ଯେତିକି ଭଲ ପାଉଥିଲେ ଆଜି ବି ସେତିକି ଭଲ ପାଉଛନ୍ତି, ଆଉ ଆଗକୁ ମଧ୍ୟ ସେମିତି ଭଲ ପାଇଁ ଆସୁଥିବେ , ସେ ମଧ୍ୟ ଆହୁରି କହିଛନ୍ତି କି , ସେ ଆଜି ବି ସବୁଦିନ ତାଙ୍କ ସ୍ୱାମୀଙ୍କ ପାଦ ଧୂଳିକୁ ନେଇ ଠାକୁର ଘରେ ପୂଜା କରନ୍ତି , ଆଉ ଯୋଉ ଦ୍ୱିତୀୟ ବିବାହକୁ ନେଇକି ପ୍ରଶ୍ନ ଉଠିଥିଲା ତାହାର ବିଷୟରେ କହିଛନ୍ତି କି, କେହି ସ୍ୱାମୀ ବା ସ୍ତ୍ରୀ କେବେବି ଚାହିଁବନି କି ତାର ସ୍ତ୍ରୀ ବା ସ୍ୱାମୀ ଯାଇକି ଆଉ କାହା ପାଖରେ ରୁହନ୍ତି, ଆଉ କାହା ସହିତ ଜୀବନ ବିତାନ୍ତୁ |

ତେଣୁ ସେତେବେଳେ ଯେତେ ଭଲ ପାଇବା ତାଙ୍କ ପ୍ରତି ଥିଲା ଆଜି ବି ଅଛି ଆଉ ମୁଁ ପ୍ରଥରେ ନିଜକୁ ତାଙ୍କ ଠାରୁ ଦୁରେଇ ନିଜକୁ ସମ୍ଭାଳି ପାରି ନଥିଲି ଆଉ କହୁଥିଲି କି ମୋର ଜୀବନ ନଷ୍ଟ ହେଇଗଲା ମୋ ସ୍ୱାମୀଙ୍କ ମୃତ୍ୟୁ ପରେ ଆଉ ମୁଁ ମଧ୍ୟ ନିଜକୁ ସମ୍ଭାଳିବାକୁ ଲାଗିଲି ଆଉ ଭାବିଲି କି ଯଦି ମୋ ପ୍ରେମ ମୋ ଭିତରେ ଆଜିବି ଜୀବିତ ହେଇକି ଅଛି ତାଙ୍କର ସମସ୍ଥ ସୃତି ମୋ ପାଖରେ ଆଜି ବି ବଞ୍ଚିଛି , ତାହେଲେ ସେ ମୋ ଠୁ ଦୂରେଇଯିବେ କେମିତି, ତେଣୁ ଆଜି ବି ସେ ମୋ ପାଖରେ ଅଛନ୍ତି |

ଆଉ ବିଦ୍ୟାଶ୍ରୀ ଏହା ମଧ୍ୟ କହିଥିଲେ କି ମୁଁ ହେଉଛି ଜଣେ ବ୍ରହ୍ମନ ଘରର ବୋହୂ ତେଣୁ ମୁଁ ମୋର ବୋହୂ ହେବାର ସମସ୍ତ ଦାୟିତ୍ୱ ତୁଲାଇବା ସହିତ, ତାଙ୍କର ପରିବାରକୁ ନିଜ ପରିବାର ବୋଲି ଭାବିଆସୁଛି , ଆଉ ମୋ ସ୍ୱାମୀଙ୍କ ସମସ୍ତ କର୍ତ୍ତବ୍ୟ କୁ ମୁଁ ନିଜେ ପାଳନ କରୁଛି |

ସତରେ ବିଦ୍ୟାଶ୍ରୀ ଙ୍କ ହୃଦୟ କେତେ ବଡ ଆଉ ତାଙ୍କର ସ୍ୱାମୀ କେତେ ମହାନ ଥିଲେ ଯାହାଙ୍କୁ ବିଦ୍ୟାଶ୍ରୀ ଭଳି ଜୀବନସାଥୀ ଟିଏ ମିଳିଥିଲା, ଯାହା ଏବେ ମିଡ଼ିଆ ଆଗରେ ଭାଇରାଲ ହେଉଥିବା କଥାରୁ ସ୍ପଷ୍ଟ ଭାବରେ ଜାଣୀହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment