ମୁଁ ରାତିସାରା ଘରେ ଶୋଇଛି ତୁ ମୋ ନାଁ କହୁଛୁ ..CCTVରେ ତ ତୁ ଅଛୁ ..ଧରା ପଡିଯିବା ପରେ ଚୋର-ଚୋର କଳି… ଦେଖନ୍ତୁ Video

ହଁ ଦର୍ଶକବନ୍ଧୁ କଥାଟି ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି କି କିନ୍ତୁ କଥାଟି ସମ୍ପୂର୍ଣ୍ଣ ସତ୍ୟ ଅଟେ, ଯାହାକୁ ଦେଖିଲେ ଆପଣମାନେ ବି ଭାବିବେ କଣ ଚାଲିଚି ଏଠି , ଚୋର କରୁଛି ଚୋରି ପୁଣି ସେହି ଚୋରି କୁ ନେଇକି ହେଉଛି ଚୋର ଚୋର ମଧ୍ୟରେ ପାଟି ତୁଣ୍ଡ ଆଉ ଗଣ୍ଡଗୋଳ, ଯାହାକୁ ଆପଣ ମାନେ ବି ଦେଖିଲେ ଭାବିବେ କି କଣ ସତରେ ଏମିତି ଗୋଟିଏ ଘଟଣା ଘଟିଛି, ତେବେ ଆସନ୍ତୁ ଜାଣିବା ପ୍ରକୃତ ଘଟଣା ଟି କଣ |

ଘଟଣାଟି ସେସିଆଲ ମିଡିଆରେ ଭାଇରାଲ ହେଲା ପରେ ଯାହା ଜଣା ପଡୁଛି କି ପାଟି ତୁଣ୍ଡ ଚାଲିଛି ଚୋର ଆଉ ଚୋର ମଧ୍ୟରେ, ଚୋର ଚୋରି କରିକି ଦେଇ ନାହାନ୍ତି ତାଙ୍କର ଚୋର ଗଷ୍ଟିରେ ଥିବା ଅନ୍ୟ ଚୋର ମାନଙ୍କୁ, ଆଉ ଯାହାଫଳରେ ହେଉଛି ଏମିତି କୋଳି ଝଗଡା, ଘଟଣା ରୁ ଯାହା ଜଣା ପଡୁଛି କି ଚୋର ଜଣଙ୍କ ଚୋରି କରିବା ପାଇଁ ଯାଇଥିଲେ , ଆଉ ସେଠି ଚୋରି ମଧ୍ୟ କରିଥିଲେ, ଆଉ ଯାହା CCTV ଫୁଟେଜରେ ରେକଡ଼ିଂ ହେଇକି ମଧ୍ୟ ରହିଛି, କିନ୍ତୁ ଚୋର ଜଣଙ୍କ ତାଙ୍କର ଚୋର ଗୋଷ୍ଟି ଆଗରେ କହୁଛନ୍ତି କିଛି ଅଲଗା କଥା ଯାହା ଯୋଗୁ ହେଉଛି ପାଟିତୁଣ୍ଡ |

ଚୋର ଜଣଙ୍କ କହିଥିଲେ କି ସେ ଅଢେଇ ଲକ୍ଷ ଟଙ୍କା ଚୋରି କରିଥିଲେ ଆଉ ଝରକା ପଟୁ ଦେଇ ଆସିଲା ବେଳେ ତାଙ୍କର ଝରକା ମଧ୍ୟ ଆଉ ଜଣେ ଚୋର ତାଙ୍କୁ ଟେକିକି ପାରି କରି ଦେଇଥିଲେ, ଆଉ ତାଙ୍କୁ ସମସ୍ତ
ଟଙ୍କା ମଧ୍ୟ ଦେଇଥିଲେ, କିନ୍ତୁ ପରେ ଚୋର ଜଣଙ୍କ ତାକୁ ମାନିବା ପାଇଁ ରାଜି ହେଇନଥିଲେ ଆଉ ସେ କହିଥିଲେ କି CCTV ରେ ଯାହାର ଫୋଟୋ ଦେଖା ଯାଉଛି ସେହି ଚୋରି କରିଛି ଆଉ ସବୁ ଟଙ୍କା ସେ ହି ରଖିଛି , ମୁଁ କିଛି ବି ଟଙ୍କା ନେଇନି ଆଉ ମୁଁ ସେଦିନ ରାତିରେ ମୋ ଘରେ ଶୋଇଥିଲି |

ଏପରି ଏକ ଘଟଣା ସେସିଆଲ ମିଡିଆରେ ଭାଇରାଲ ହେଲା ପରେ , ସମସ୍ତେ ଏହି କଥାଟିକୁ ଜାଣିବା ସହିତ ବହୁତ ଲଜ୍ୟାବି ଲାଗୁଛି କୁ ଆମ ସମାଜରେ ଏପରି ବି ଲୋକମାନେ ଅଛନ୍ତି ଯୋଉ ମାନେ କି ଚୋରି ଭଳି ନୀଚ ବୃତ୍ତି ତ କରିଛନ୍ତି ଆଉ ଚୋରି କରିଲା ପରେ ଏପରି ଭିଡିଓକୁ ମଧ୍ୟ ଭାଇରାଲ କରୁଛନ୍ତି, ଯାହା ଆମ ସମାଜ ଉପରେ ବହୁତ ଖରାପ ପ୍ରଭାବ ପକାଉଛି, ଆଉ ଯାହା ଏବେ ସେସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ମଧ୍ୟ ହେବାକୁ ଲାଗିଛି |

 

Leave a Comment