“ମୁଁ ପ୍ରେଗନେଣ୍ଟ ଅଛି.. ମୋ ସ୍ୱାମୀ ମତେ ମାରିବାକୁ ଧମକ ଦେଉଛି”… ଦେଖନ୍ତୁ Video

ବନ୍ଧୁଗଣ ଅନେକ ସମୟରେ ନାରୀ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ ନିର୍ଯାତନା ର ଘଟଣା ସାମ୍ନାକୁ ଆସୁଥିବାର ଆପଣ ଦେଖିବାକୁ ପାଉଥିବେ। ଏଭଳି ଘଟଣା ଆଜିର ସମାଜରେ ଅନେକ ସମୟରେ ବୃଦ୍ଧି ପାଉଥିବା ର ଲକ୍ଷ୍ୟ କରାଯାଏ। ଅନେକ କ୍ଷେତ୍ରରେ କିଛି ମହିଳା ପ୍ରତିବାଦ କରୁଥିବା ବେଳେ ଆଉ କିଛି ସାମାଜିକ ପ୍ରତିଷ୍ଠା ଏବଂ ଭୟ ପାଇଁ ଚୁପ୍ ହୋଇ ରହି ଯାଆନ୍ତି। ତେବେ ଆଜିର ଏହି ସମାଜ ରେ ବେଳେବେଳେ ଏମିତି କିଛି ଦୃଶ୍ୟ ସାମ୍ନାକୁ ଆସିଥାଏ ଯାହା ଦେଖିଲେ ନିଜକୁ ଲଜ୍ୟା ବୋଧ ହୋଇଥାଏ। ଯଦିଓ ଆଜିର ମନିଷ ଶିକ୍ଷା, ସଂସ୍କୃତି, ସଭ୍ୟତା ସବୁ ପାଇ ପାରୁଛି, ତାପରେ ବି କେଉଁଠି ନା କେଉଁଠି ତା ଭିତରେ ସେସବୁ ଅଭାବ ସମୟକ୍ରମେ ପରିଲକ୍ଷିତ ହେଉଛି।

ଯାହାକୁ ନେଇ ଆଜିର ସଭ୍ୟ ସମାଜରେ ଅନେକ ସମୟରେ ଅସଭ୍ୟ କାର୍ଯ୍ଯ କଲାପ ଆଦି ବୃଦ୍ଧି ପାଉଛି।କଣ କହିବ ଆଜିର ଲୋକଙ୍କୁ, ଯେଉଁମାନେ ଏହି ସମାଜର ଅଂଶ ବିଶେଷ ହୋଇ ମଧ୍ୟ ବେଳେବେଳେ ଏମିତି କିଛି କାର୍ଯ୍ଯ କରିଥାନ୍ତି ଯାହା ସେମାନଂକୁ ତ ଏ ସମାଜରେ ଲଜ୍ଜିତ ଏବଂ ଅପମାନିତ କରିଥାଏ, ତାସହ ଏହା ପାରିପାର୍ଶ୍ବିକ ସ୍ଥିତି ଉପରେ ମଧ୍ୟ ପ୍ରଭାବ ପକାଇଥାଏ।ଏସବୁ ଘଟଣା ପ୍ରତି ସେମାନେ ନଜର ରଖିବା କଥା କିନ୍ତୁ ଏଥିପ୍ରତି ସେମାନେ ଯତ୍ନଶୀଳ ଏବଂ ସଚେତନ ହେଉ ନାହାଁନ୍ତି।ତେବେ ସେହିଭଳି ଅନେକ ଘଟଣା ଆଜିର ଦୁନିଆରେ ଦେଖିବାକୁ ମିଳୁଛି ଯାହା ଦେଖିଲେ ମୁଣ୍ଡ ତଳକୁ ନଇଁ ଯାଉଛି ଏବଂ ଲଜ୍ୟା ବୋଧ ହେଉଛି।

ଯେଉଁ କାର୍ଯ୍ୟ ଦ୍ଵାରା ସେମାନେ ଅନେକାଂଶରେ ସାଧାରଣରେ ନିନ୍ଦିତ ଏବଂ ଅପମାନିତ ହେଉଥିବାର ମଧ୍ଯ ଦେଖିବାକୁ ମିଳୁଛି।ପରେ ଏହାର ପ୍ରଭାବ ସେମାନଙ୍କ ଉପରେ ପଡ଼ିବା ସହିତ ପରିବାର ଉପରେ ମଧ୍ଯ ପଡ଼ିଥାଏ। ତେବେ ଏବେ ପୁଣି ସେହିପରି ଏକ ଘଟଣା ନିକଟରେ ଘଟିଛି ଯାହା ସମସ୍ତଙ୍କୁ ଲଜ୍ଜିତ କରିଛି। ଯାହାକୁ ଦେଖିଲେ ଆପଣ ବି ପ୍ରତିକ୍ରିୟା ଶିଳ ହୋଇ ଉଠିବେ। ଏଠାରେ ଜଣେ ମହିଳା ଅଭିଯୋଗ ଆଣିଛନ୍ତି ଯେ ମୁଁ ପ୍ରେଗନେଣ୍ଟ ଅଛି ଏବଂ ମୋର ସ୍ବାମୀ ମୋତେ ମାରିବାକୁ ଧମକ ଦେଉଛି। ମୋ ସ୍ବାମୀ ଆଉ ଜଣଙ୍କ ସହିତ ସଂପର୍କରେ ରହିଥିବା ମୁଁ ଜାଣିବାକୁ ପାଇଲି। ବର୍ଷେ ପରେ ଜାଣିବାକୁ ପାଇଲି ଯେ ମୋର ସଉତୁଣୀ ଅଛି ବୋଲି।

ତେବେ କେଶ୍ ହେବା ପରେ ତାଙ୍କ ସ୍ବାମୀ ୨୦ ଦିନ ଧରି ଜେଲରେ ମଧ୍ୟ ରହିଥିବା କଥା ମହିଳା ଜଣଙ୍କ କହିଛନ୍ତି।ପରେ ସେମାନେ ସାଙ୍ଗରେ ରହିଥିଲେ। ଦୀର୍ଘ ୮ ବର୍ଷ ସାଙ୍ଗରେ ରହିବା ପରେ ମହିଳା ଜଣଙ୍କ ଏବେ ୪ ମାସର ଗର୍ଭବତୀ ଥିବାବେଳେ ସ୍ବାମୀ ଗର୍ଭସ୍ଥ ଶିଶୁକୁ ନଷ୍ଟ କରି ଦେବାକୁ କହୁଛି ଏବଂ ନହେଲେ ସ୍ତ୍ରୀକୁ ମାରିଦେବାକୁ ଏବେ ଧମକ ଦେଉଛି। ଯାହାକୁ ନେଇ ଏବେ ମହିଳା ଜଣଙ୍କ ପୁଣି ମାମଲା ରୁଜୁ କରିଛନ୍ତି ଏବଂ ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇ ପୋଲିସ୍ ର ସହାୟତା ଲୋଡ଼ି ଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment