Odisha News Portal

ଶଶ୍ୱୁର ଚାହୁଁଛି ଖରାପ ସମ୍ପର୍କ , ମୁଁ ପାଟକୁରା ବୋହୂ, ମତେ ବିଚାର ଦିଅ… କାହିଁକି ଏମିତି କହୁଛନ୍ତି ଏହି ମହିଳା… ଦେଖନ୍ତୁ Video

ଆମେ ପ୍ରତିଦିନ ସମାଜରେ କିଛି ନା କିଛି ଅଘଟଣ ଦେଖିବାକୁ ମିଳିଥାଏ। ତେବେ ଏହି ସବୁ ଅଘଟଣ ଦେଖି ବର୍ତ୍ତମାନର ଆଧୁନିକ ସମାଜରେ ଧୀରେ ଧୀରେ ମାନବିକ ମୂଲ୍ୟବୋଧ କମି ଯାଉଛି, ବୋଲି କହିଲେ ଭୂଲ ହେବ ନାହିଁ। ଫଳରେ ସମାଜରେ ଦିନକୁ ଦିନ ଅପରାଧ ବଢ଼ି ଚାଲିଛି। କେଉଁଠି ଚୋରି , ଡକାୟତି, ହତ୍ୟା , ବଳାତ୍କାର ଭଳି ସଙ୍ଗିନ ଅପରାଧ ବଢି ବଢି ଚାଲିଛି। ଏସବୁ ବ୍ୟତିରେକ ବତ୍ତମାନ ପାରିବାରିକ କଳହ ବିରାଟ ଏକ ବିରାଟ ବଡ଼ ସମସ୍ୟା ସୃଷ୍ଟି କରିଛି। ଆଜିକାଲି ଯଦି ଦେଖିବା ନିଜର ଯୌନ ଲାଳସା ମେଣ୍ଟାଇବା ପାଇଁ ଲୋକ ସମ୍ପର୍କର ମୂଲ୍ୟ ଭୂଲି ଯାଇ ଖରାପ କାମ କରିବା ପାଇଁ ପଛାଉନାହାନ୍ତି।

ପ୍ରତିଦିନ ଏଭଳି ଘଟଣା ଆପଣ ମାନେ ସୋସିଆଲ ମିଡ଼ିଆ ରେ ଦେଖିବା ପାଇଁ ମିଳିଥାଏ। ତେବେ ବର୍ତ୍ତମାନ ସମୟରେ ଏଭଳି କିଛି ଘଟଣା ଦେଖିବା ପାଇଁ ମିଳିଛି। ଘଟଣାଟି ହେଉଛି, ଜଣେ ବୋହୂ ନିଜର ଶ୍ୱଶୁର ନାଁ ରେ ଅଭିଯୋଗ ଆଣିଛନ୍ତି ଯେ ତାଙ୍କୁ ତାଙ୍କ ଶ୍ୱଶୁର ବଳତ୍କାର କରିବା ପାଇଁ ଚେଷ୍ଟା କରିଛନ୍ତି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ। ସୂଚନା ଅନୁସାରେ ଏଭଳି ଏକ ଘଟଣା କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ଅଞ୍ଚଳରେ ଦେଖିବା ପାଇଁ ମିଳିଛି। ବନ୍ଧୁଗଣ ମହିଳା ଜଣକ କହିଛନ୍ତି ଯେ ତାଙ୍କ ସ୍ୱାମୀ ରାଜସ୍ଥାନକୁ ଯାଇଥିଲେ।

ତାଙ୍କ ଘରେ ଦୁଇଟି ପିଲା ଏବଂ ଶାଶୁ ଏବଂ ଶ୍ୱଶୁର ଥିଲେ କିନ୍ତୁ ଶ୍ୱଶୁରଙ୍କ ନଜର ସବୁବେଳେ ବୋହୁ ଉପରେ ଥିଲା। ଦିନେ ବୋହୂ ଜଣକ ଘରେ ଥିଲେ ତାଙ୍କ ଶ୍ୱଶୁର ତାଙ୍କୁ ଦୁଷ୍କର୍ମ କରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ସେ ତାଙ୍କ ଶ୍ୱଶୁରଙ୍କୁ ଗୋଇଠା ମାରି ଖସିଯାଇଥିଲେ। ଏହା ବିଷୟରେ କେହି କିଛି କହି ନାହାଁନ୍ତି, ସେ ଚୁପ୍ ରହିଲେ ଏବଂ ଏହା ଅନ୍ୟ କାହାକୁ କହି ନ ଥିଲେ। କେବଳ ତାଙ୍କ ଶାଶୂ ଏବିଷୟରେ ଜାଣିଥିଲେ। ଏହାପରେ ଦିନେ ତାଙ୍କ ଶାଶୂ ବାପ ଘରକୁ ଯାଇଥିଲେ। ଶ୍ୱଶୁର ଏବଂ ପିଲା ଥିଲେ। ତାଙ୍କ ମୁଣ୍ଡ ବିନ୍ଧୁଥିଲା ସେ ଶୋଇ ପଡ଼ିଲେ। ଅଚାନକ ତାଙ୍କ ଶ୍ୱଶୁର ଆସି ତାଙ୍କୁ ମାଡି ବସିଲେ।

ଏହାପରେ ସେ ନିଜକୁ ବଞ୍ଚାଇବା ପାଇଁ ଶ୍ୱଶୁର କୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ। ଏହାପରେ ପଡୋଶୀ ମାନେ ଆସି ତାଙ୍କୁ ସାହାଯ୍ୟ କରିଥିଲେ। ସେ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଥାନା ଵାଲା ବୁଝାଇ ସୁଝାଇ ତାଙ୍କୁ ରାଜସ୍ଥାନ ପଠେଇ ଦେଲେ। ହେଲେ ସେଠରେ ତାଙ୍କ ସ୍ୱାମୀ ଙ୍କର ଅନ୍ୟ ଯୁବତୀ ମାନଙ୍କ ସହିତ ସମ୍ପର୍କ ରଖିଥିଲେ। ଏହା ବିରୋଧ କରିବାରୁ ତାଙ୍କ ପ୍ରାଇଭେଟ ପାର୍ଟରେ ମାଡ଼ ମାରିଥିଲେ। ଆଉ ଏକଥା କହିଥିଲେ, ସେ ଯେମିତି ଅନ୍ୟ ଯୁବତୀ ମାନଙ୍କ ସହିତ ସମ୍ପର୍କ ରଖିଥିଲେ। ସେ ବି ସାଙ୍ଗ ମାନଙ୍କ ସହିତ ସମ୍ପର୍କ ରଖିବା କଥା କହିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।