ଜଣେ ସାଧାରଣ ମଣିଷ ତାର ଜୀବନ ଶୈଳୀ ମଧ୍ୟରେ କିଛି ଘଟଣାକୁ ସମ୍ମୁଖୀନ କରିଥାଏ ହେଲେ ତା ଠାରୁ କଳାକାର ମାନଙ୍କର ଜୀବନ ସମ୍ପୂର୍ଣ୍ଣ ଭାବରେ ନିଆରା ପ୍ରକାରର ହୋଇଥିବାର ଦେଖିବାକୁ ମିଳି ଥାଏ। ଆଉ ସାଧାରଣ ଲୋକ ସବୁବେଳେ କଳାକାର ମାନଙ୍କର ଜୀବନ କିପରି ଅତିବାହିତ ହୋଇଥାଏ ତାହାକୁ ଜାଣିବାକୁ ଚାହିଁ ଥାଆନ୍ତି।ଦର୍ଶକ ମାନେ ନିଜର ପ୍ରିୟ ଅଭିନେତ୍ରୀ ବା ଅଭିନେତାଙ୍କ ବିଷୟରେ ଅନେକ ନୂଆ ନୂଆ କିଛି ତଥ୍ୟ ବିଷୟରେ ଜାଣିବା ଲାଗି ବହୁତ ଇଚ୍ଛା ପ୍ରକାଶ କରି ଥାଆନ୍ତି।
ମନୁଷ୍ୟ ର କର୍ମମୟ ଜୀବନ ମଧ୍ୟରେ କେବେ ବି ମନୋରଞ୍ଜନ କାର୍ଯ୍ୟକ୍ରମ କୁ ଭୁଲିବାକୁ ଚେଷ୍ଟା କରି ନଥାନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏଠାରେ ସମସ୍ତଙ୍କ ପ୍ରିୟ ଅଭିନେତା ହେଲେ ବହୁତ ଫିଲ୍ମ ଓ ଯାତ୍ରାରେ ତାଙ୍କର ଅଭୂତ ପ୍ରତିଭା ଦେଖାଇ ହସେଇବା ସହିତ ମନୋରଞ୍ଜନ କରେଇ ଥାଆନ୍ତି। ଆଉ ସେ ଭିଲିୟନ ରୋଲ ରେ ଗୋଟିଏ ଡାଇଲଗ କହିଦେଲେ ଦର୍ଶକ ମାନେ ଶୁଣି ବିମୋହିତ ହୋଇ ଯାଇ ଥାଆନ୍ତି। ତେବେ ଆସନ୍ତୁ ଜାଣିବା ଜଣେ କଳାକାରଙ୍କ ବିଷୟରେ। ଏହି ଠାରେ ଆମର ବରିଷ୍ଠ କଳାକାର ତଥା ସର୍ଵଜ୍ଞ ପ୍ରତିଭାର ଅଧିକାରୀ ଅଭିନେତା ରାଇ ମୋହନ ପରିଡା। ତାଙ୍କର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି ଯାହା କୁ ନେଇ ଏବେ ସେ ଚର୍ଚ୍ଚା।
ସେ ଏଠାରେ କହୁଛନ୍ତି ଯେ ନିଜର କ୍ୟାରିୟର ସମ୍ପର୍କରେ ଏବଂ ଅତିବାହିତ ଜୀବନ ଶୈଳୀରେ ଯାହା ସବୁ ଶିଖିଛନ୍ତି ତତସହତ ଅର୍ଜନ କରିଛନ୍ତି ସେ ସମ୍ପର୍କରେ। ଏହିଠାରେ ସେ କହିଛନ୍ତି ତାଙ୍କ ର ପ୍ରଥମେ ୧୯୮୫ ମସିହା ରୁ କ୍ୟାରିୟର ଗଢିବା ପାଇଁ ବାହାରକୁ ଆସିଥିଲେ ଏବଂ ଲଗାତାର ୫ ବର୍ଷ ମଧ୍ୟରେ ସେ ଅନେକ ଥିଏଟର ରେ ଅଭିନୟ କରିଥିଲେ। ନିଜର ଅଭିଜ୍ଞାତ ବଢିବାରୁ ସେ ସିନେମା ରେ ପ୍ରୟାସ କରିଥିଲେ ଯାହା ଦ୍ୱାରା ଲୋକପ୍ରିୟତା ହାସଲ କରି ପାରିଥିଲେ। ଅଭିନବ ପ୍ରୟାସ ଦ୍ୱାରା ଆଜି ସେ ସଫଳତାର ଶୀର୍ଷ ରେ ପହଂଚି ପାରିଛନ୍ତି।
ଆଉ ତା ପରବର୍ତ୍ତୀ ସମୟରେ ସେ ଅନେକ ସିନେମା କରିବା ସହିତ ଲୋକ ଲୋଚନକୁ ଧୀରେ ଧୀରେ ଆସିଥିଲେ ଏବଂ କିଛି ଦିନ ପରେ ଫିଲ୍ମ ସହିତ ଯାତ୍ରା ଜଗତରେ ମଧ୍ୟ ପାଦ ଦେଇଥିଲେ। ସେ ପରେ ଯାତ୍ରା ରେ ସମ୍ପୂର୍ଣ୍ଣ ନିଜକୁ ସମୟ ଦେଇଥିଲେ ଯାହା ପାଇଁ ସେ ଏବେ ଘରେ ଘରେ ସୁପରିଚିତ ହୋଇ ପାରିଛନ୍ତି।ଶେଷରେ ସେ ସିରିଏଲ ଜଗତରେ ନିଜ କ୍ୟାରିୟର ପୁଣି ଆରମ୍ଭ କରିଥିଲେ ଯାହା ତାଙ୍କ ଜୀବନର ଶେଷ ପାହାଚ ଥିଲା। ଆଉ ସେ ଏଠାରେ କହିଛନ୍ତି ଯେ ମୋ ଜୀବନ ଶୈଳି ରେ ମୁଁ ଚାରୋଟି ଜିନିଷ କୁ ପାଇଛି ଯାହା ପାଇଁ ସେ ବହୁତ ଉତ୍ସାହିତ ମଧ୍ୟ ଅଛନ୍ତି। ଆଉ ତାଙ୍କର ଜୀବନ ର ସବୁ ଅଭିଜ୍ଞତା ଏଠାରେ ବଖାଣିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।