Odisha News Portal

‘ମୁଁ ମରିଗଲେ ମୋ ମୁହଁକୁ ଶାଶୂ ଘର ଲୋକ ଯେଭଳି ନ ଦେଖନ୍ତି… ମୁଁ ଶାଶୂ ଘର ଲୋକଙ୍କ ତାଚ୍ଛଲ୍ୟ ଆଉ ସହି ପାରୁନି… ଦେଖନ୍ତୁ Video

ମୋ ଅନ୍ତିମ ସତ୍କାର ମୋ ବାପ ଘର ଗାଁରେ କରିବ | ଶାଶୂ ଘର ଲୋକଙ୍କ ତାଚ୍ଛଲ୍ୟ ଆଉ ସହି ହୋଉନି :- ହଁ ଦର୍ଶକ ବନ୍ଧୁ ଘଟଣାଟି ଶୁଣିଲେ ଆପଣ ମାନେ ମଧ୍ୟ ଅର୍ଚଯ୍ୟ ହୋଇଯିବେ, କଣ ପାଇଁ ସେ ମରିଲା ବେଳେ ହାତରେ ଲେଖିଯାଇଥିଲେ ଆଉ ଭଲ ଲାଗୁନି…. ମୁଁ ମରିଲା ପରେ ମୋ ଶାଶୂ ଘର ଲୋକଙ୍କୁ ମୋ ମୁହଁ ଦେଖାଇବ ନାହିଁ | ମୋ ଅନ୍ତିମ ସତ୍କାର ମୋ ଗାଁ ରେ କରିବ |ମୋ ଅନ୍ତିମ ସତ୍କାର ବେଳେ ମତେ ବଧୁ ବେଶରେ ସଜେଇବେ ନାହିଁ ଓ ମୋ ମୃତ ଦେହକୁ ମୋ ଶାଶୂ ଘର ଲୋକଙ୍କୁ ଦେଖାଇବେ ନାହିଁ |

ଏଭଳି କିଛି ଲେଖି ନିଜ ଜୀବନର ଶେଷ ନିଶ୍ୱାସକୁ ତ୍ୟାଗ କରି ଆରପାରିକୁ ଚାଲିଯାଇଥିଲା ନବ ବିବାହିତ ଝିଅ ଟି | ଆଖିରେ ତାର ଭରି ରହିଥିଲା ଅନେକ ଆଶା ଆଉ ଉଦ୍ଦୀପନା, ଅସୁମାରୀ ସ୍ବପ୍ନ କୁ ସଜେଇ ଝିଅ କି ନିଜ ଘରକୁ ଛାଡି ସମସ୍ତଙ୍କୁ ପର କରି ବିବାହ କରି ନୂଆ ଘର ବସାଇବା ପାଇଁ | କିନ୍ତୁ ବାସ୍ତବରେ କଣ ଏମିତି ଘଟଣା ଘଟିଥିଲା ସେଇ ନବ ବିବାହିତ ଝିଅଟି ଉପରେ ଯାହା ଫଳରେ ତାଙ୍କର ସ୍ବପ୍ନ ରହିଯାଇଥିଲା ଅଧାରେ | ଶେଷରେ ରେ ନିଜ ଜୀବନ ହରେଇଦେବାକୁ ବାଧ୍ୟ ହୋଇଥିଲେ ଆସନ୍ତୁ ଜାଣିବା ପୂରା ଘଟଣାରେ ଯୋଡି ରହିଥିବା ରହସ୍ୟ, ଯାହା ପାଇଁ ସେ ଏପରି ଏକ ସିଦ୍ଧାନ୍ତ ନେବାକୁ ବାଧ୍ୟ ହୋଇଥିଲେ |

ଘଟଣାଟି ଘଟିଛି ହରିୟାଣା ସ୍ଥିତ ସାଇବର ସିଟି ଅଞ୍ଚଳରେ ନବ ବୋଧୁ ଋତୁଙ୍କର ମୃତ୍ୟୁକୁ ନେଇ ଏବେ ସାରା ରାଜ୍ୟରେ ଚଞ୍ଚଲ୍ୟ ସୃଷ୍ଟି ହୋଇଛି , ମୃତକଙ୍କ ଭାଇଙ୍କ କହିବା କଥା ଘଟଣାଟି ଘଟିଛି ଗତ ଫେବୃଆରୀ 18 ତାରିଖରେ ଦିଲ୍ଲୀର ଚୟତନ ନାମକ ଜଣେ ବ୍ୟକ୍ତିଙ୍କ ସହିତ ବିବାହ କରିଥିଲେ ଋତୁ |ଋତୁ ଏମ ବି ଏ ପାଠ ପଢ଼ିଥିଲେ ଓ ସେ ଚାକିରୀ ମଧ୍ୟ କରିବାକୁ ଚାହୁଁଥିଲେ , କିନ୍ତୁ ତାଙ୍କ ସବୁ ସ୍ବପ୍ନର ବାଧକ ସାଜିଥିଲେ ତାଙ୍କ ଶାଶୂ ଘର ଲୋକ ସ୍ୱାମୀ, ଶାଶୂ ଓ ଶଶୁର, ତାଙ୍କୁ ଚାକିରୀ କରିବା ପାଇଁ ଦୃଢ ଭାବରେ ମନା କରିଥିଲେ ଓ ତାଙ୍କୁ ଯୌତୁକ ନିର୍ଯାତନା ମଧ୍ୟ ଦେଉଥିଲେ |

ସେଥିପାଇଁ ପାଇଁ ସେ ଏପରି କରିବା ପାଇଁ ଶେଷରେ ବାଧ୍ୟ ହୋଇଥିଲେ ଓ ଶେଷରେ ନିଜ ଜୀବନକୁ ହାରିଦେଇଥିଲେ | କିନ୍ତି ମୃତ୍ୟୁ ପୂର୍ବରୁ ହାତରେ ଲେଖିଯାଇଥିଲେ ଏମିତି କିଛି କଥା ଯାହାକୁ ଆପଣ ମାନେ ଦେଖିଲେ ମଧ୍ୟ ଚଳିତ ହୋଇଯିବେ |ନୂଆ ନୂଆ ବାହା ହୋଇଆସିଥିବା ଏହି ନବ ବିବାହିତ ବଧୁ ଆଖିରେ ତାଙ୍କର ଥିଲା ଅସୁମାରୀ ସ୍ବପ୍ନ ଯାହାକୁ ଭରଷା କରି ସେ ଏତେ ବାଟ ଆଗେଇ ଆସିଥିଲେ ସେ ଶେଷରେ ହାତ ଛାଡିଦେଲା ଓ ସେ ଶେଷରେ ନିଜ ଜୀବନକୁ ସବୁଦିନ ପାଇଁ ହାରି ଦେଇଥିଲେ |

ଆଜିର ଏହି ସମାଜରେ ପୁଅର ଯେତିକି ଅଧିକାର ଅଛି ଝିଅର ବି ସେତିକି ଅଧିକାର ଅଛି | ତେବେ ଏତେ ପରେ ବି କାହିଁକି ଘଟୁଛି ଏପରି ଘଟଣା କାହିଁକି ଝିଅ ମାନଙ୍କୁ ଦିଆଯାଉଛି ଯୌତୁକ ନିର୍ଯାତନା, ଯୌତୁକ ପରି ଗୋଟିଏ କୁ ପ୍ରଥାକୁ କାହିଁକି ଆପଣେଇଛନ୍ତି ଆଜି ର ସମାଜର ଲୋକଙ୍କୁ ମାନେ ଓ କାହିଁକି ନିରୀହ ଝିଅ ମାନଙ୍କ ଉପରେ ହେଉଛି ଏପରି ନିର୍ଯାତନା | ସତରେ ଆଜି ବି କଣ ଝିଅମାନେ ପରାଧୀନ ହୋଇରହିଛନ୍ତି ଏଇଟା ଗୋଟିଏ ପ୍ରଶ୍ନବାଚୀ ସାଜିଛି ଓ ଯୌତୁକ ନିର୍ଯାତନା ମାମଲାରେ ବର୍ତ୍ତମାନ ପୋଲିସ ତାର ଶାଶୂ ଘର ଲୋକଙ୍କ ଉପରେ ତନାଘନା ଚଳେଇଛି ଓ ଦୋଷୀକୁ ଦଣ୍ଡ ଦେବାର ବ୍ୟବସ୍ଥା ହୋଇଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।